ଓଡିଶାର ଗଞ୍ଜାମ ଜିଲ୍ଲାରେ ଏକ ସଡକ ଦୁର୍ଘଟଣା ଯୋଗୁଁ ହୋଇଥିବା ମୃତ୍ୟୁରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;
“ଓଡିଶାର ଗଞ୍ଜାମ ଜିଲ୍ଲାରେ ଏକ ଦୁଃଖଦ ସଡକ ଦୁର୍ଘଟଣାର ହୋଇଥିବା ମୃତ୍ୟୁରେ ବେଶ ମର୍ମାହତ । ଦୁଃଖର ଏହି ମୂହୁର୍ତ୍ତରେ ଶୋକସନ୍ତପ୍ତ ପରିବାରଗୁଡିକୁ ସମବେଦନା ଜଣାଉଛନ୍ତି । ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛି: PM@narendramodi”
I am deeply pained by the loss of lives due to a tragic accident in Odisha’s Ganjam district. In this tragic hour, my thoughts are with the bereaved families. I pray that those injured recover at the very earliest: PM @narendramodi
— PMO India (@PMOIndia) May 25, 2022


