ବିଶିଷ୍ଟ ଗୁଜରାଟୀ ଫଟୋ ସାମ୍ବାଦିକ ଶ୍ରୀ ଜାଭେରିଲାଲ ମେହତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଫଟୋ ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ଏବଂ ପ୍ରତିଷ୍ଠିତ କ୍ୟାରିୟରରେ ତାଙ୍କର ବିଶିଷ୍ଟ ଅବଦାନକୁ ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଗୁଜରାଟର ବିଶିଷ୍ଟ ଫଟୋ ସାମ୍ବାଦିକଙ୍କ ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ।
ଫଟୋ ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ଏବଂ ପ୍ରତିଷ୍ଠିତ କ୍ୟାରିୟରରେ ତାଙ୍କର ବିଶିଷ୍ଟ ଅବଦାନକୁ ସବୁବେଳେ ସ୍ମରଣ କରାଯିବ ।
ତାଙ୍କ ଆତ୍ମାର ସଦ୍ଗତି ହେଉ । ଶୋକସନ୍ତପ୍ତ ପରିବାରକୁ ସମବେଦନା । ଓମ୍ ଶାନ୍ତି ।’
ગુજરાતના જાણીતા ફોટો જર્નાલિસ્ટ ઝવેરીલાલ મહેતાના અવસાનના સમાચાર અત્યંત દુઃખદ છે.
— Narendra Modi (@narendramodi) November 27, 2023
અખબાર જગતમાં લાંબી કારકિર્દી દરમિયાન ફોટો જર્નાલિઝમ ક્ષેત્રે એમનું યોગદાન હંમેશાં યાદ રહેશે.
સદ્ગતના આત્માની શાંતિ માટે પ્રાર્થના તથા શોકગ્રસ્ત પરિવારને સાંત્વના...
ૐ શાંતિ...!! pic.twitter.com/F1HvhfG5u8


