ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜାପାନର ୱାକାୟାମାରେ ସାର୍ବଜନୀନ କାର୍ଯ୍ୟକ୍ରମରେ ହୋଇଥିବା ହିଂସାତ୍ମକ ଘଟଣାକୁ ନିନ୍ଦା କରିଛନ୍ତି । ସେହି କାର୍ଯ୍ୟକ୍ରମରେ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ ଫୁମିଓ କିଶିଦା ମଧ୍ୟ ଉପସ୍ଥିତ ଥିଲେ ।  

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଜାପାନର ୱାକାୟାମାରେ ସାର୍ବଜନୀନ କାର୍ଯ୍ୟକ୍ରମରେ ହୋଇଥିବା ହିଂସାତ୍ମକ ଘଟଣା ସମ୍ପର୍କରେ ଜାଣିଲି ଯେଉଁଠାରେ ମୋ ବନ୍ଧୁ ପ୍ରଧାନମନ୍ତ୍ରୀ @Kishida230 ଉପସ୍ଥିତ ଥିଲେ । ସେ ସୁରକ୍ଷିତ ଥିବା ଜାଣି ଆଶ୍ୱସ୍ତ । ତାଙ୍କର ନିରନ୍ତର କୁଶଳତା ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି । ଭାରତ ସମସ୍ତ ହିଂସାତ୍ମକ କାର୍ଯ୍ୟକଳାପକୁ ନିନ୍ଦା କରୁଛି ।”  

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s economy resilient despite West Asia headwinds

Media Coverage

India’s economy resilient despite West Asia headwinds
NM on the go

Nm on the go

Always be the first to hear from the PM. Get the App Now!
...
Governor of Nagaland meets Prime Minister
March 24, 2026