ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଛତିଶଗଡର ଜଗଦଲପୁର ସ୍ଥିତ ସିଆରପିଏଫ କ୍ୟାମ୍ପରେ ଆୟୋଜିତ ଚିତାକର୍ଷକ ଓ ପ୍ରଭାବଶାଳୀ ୮୪ତମ ସିଆରପିଏଫ ଦିବସ ପ୍ୟାରେଡ ପାଇଁ ସିଆରପିଏଫକୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଥମ ଥର ପାଇଁ ସିଆରପିଏଫ ଦିବସ ପ୍ୟାରେଡ ଛତିଶଗଡର ବସ୍ତରରେ ଆୟୋଜିତ ହୋଇଥିଲା ।

ସିଆରପିଏଫର ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“@crpfindia ଦ୍ୱାରା ସୁନ୍ଦର ଅଭିବ୍ୟକ୍ତି । ଏହି ବିଶିଷ୍ଟ ବଳକୁ ଶୁଭେଚ୍ଛା ।”   

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
A partnership forged in India’s industrial south

Media Coverage

A partnership forged in India’s industrial south
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership