ହାଙ୍ଗଝୌରେ ଚାଲିଥିôବା ଏସୀୟ କ୍ରୀଡ଼ା ୨୦୨୨ରେ ପୁରୁଷ ୧୫୦୦ ମିଟର ଫାଇନାଲରେ ଅଜୟ କୁମାର ସରୋଜ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଏକ ଚମତ୍କାର ପ୍ରଦର୍ଶନକୁ ପ୍ରଶଂସା!
ଅଜୟ କୁମାର ସରୋଜ ଏସୀୟ କ୍ରୀଡ଼ା ପୁରୁଷ ୧୫୦୦ ମିଟର ଫାଇନାଲରେ ରୌପ୍ୟ ଜିତିଥିବାରୁ ଆନନ୍ଦିତ ।
ଉତ୍କୃଷ୍ଟତା ପ୍ରତି ତାଙ୍କ ପ୍ରତିବଦ୍ଧତା ଭାରତୀୟ ଆଥଲେଟଙ୍କ ପାଇଁ ଏକ ଗୌରବମୟ ଅଧ୍ୟାୟ ଲେଖିଛି ।’
Applauding a stellar performance!
— Narendra Modi (@narendramodi) October 1, 2023
Glad that Ajay Kumar Saroj has won the Silver Medal in Men's 1500m Finals at the Asian Games.
His commitment to excellence has etched a glorious chapter in the Indian athletics. pic.twitter.com/Q867H081fd


