ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ୨୫ ମିଟର ପିସ୍ତଲରେ ସ୍ୱର୍ଣ୍ଣ ପଦକ ଜିତିଥିବା ମନୁ ଭାକର, ରିଦିମ ସାଙ୍ଗୱାନ ଏବଂ ଇଶା ସିଂଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଭାରତ ପାଇଁ ଏକ ଆଦର୍ଶ ସ୍ୱର୍ଣ୍ଣ ।
ମନୁ ଭାକର, ରିଦିମ ସାଙ୍ଗୱାନ ଏବଂ ଇଶା ସିଂଙ୍କ ମହିଳା ଟିମକୁ ସେମାନଙ୍କ ଚମତ୍କାର ବିଜୟ ପାଇଁ ଅଭିନନ୍ଦନ!
ସେମାନଙ୍କ ଉଲ୍ଲେଖନୀୟ ଟିମୱର୍କରୁ ବହୁତ ଭଲ ଫଳ ମିିଳିଛି । ସେମାନଙ୍କ ଭବିଷ୍ୟତର ପ୍ରୟାସ ପାଇଁ ଶୁଭେଚ୍ଛା ।’
An exemplary Gold for India.
— Narendra Modi (@narendramodi) September 27, 2023
Congratulations to the 25m Pistol Women Team, comprising @realmanubhaker, @SangwanRhythm and Esha Singh, for their spectacular victory!
Their remarkable teamwork has yielded great results. Best wishes for their future endeavours. pic.twitter.com/piDieqWzpT


