ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚୀନର ହାଙ୍ଗଜୋଠାରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ସଟ୍ ପୁଟ-ଏଫ୍୪୬ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ସଚିନ ସଜେରାଓ ଖିଲାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:
ଏସିଆନ୍ ପାରା ଗେମ୍ସର ପୁରୁଷ ସଟ୍ ପୁଟ୍-ଏଫ୍-୪୬ ଇଭେଣ୍ଟରେ ସଚିନ ସଜେରାଓ ଖିଲାରୀ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ଏହି ଉଲ୍ଲେଖନୀୟ ବିଜୟ ପାଇଁ ସଚିନଙ୍କୁ ବହୁତ ଅଭିନନ୍ଦନ । ତାଙ୍କ ସମର୍ପଣ ଓ ନିଷ୍ଠା ସମଗ୍ର ଦେଶକୁ ଗର୍ବିତ କରିଛି।
Magnificent Gold for India by Sachin Sajerao Khilari in the Men's Shot Put-F46 event at the Asian Para Games!
— Narendra Modi (@narendramodi) October 26, 2023
Huge congratulations to Sachin, on this remarkable victory. His dedication and strength have shone brilliantly. pic.twitter.com/d4NVCGldVd


