ହାଙ୍ଗଝୌରେ ଚାଲିଥିôବା ଏସୀୟ କ୍ରୀଡ଼ା ୨୦୨୨ରେ ୧୦ ମିଟର ଏୟାର ପିସ୍ତଲ ମହିଳା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିିତିଥିବା ପଲକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ସୁଟିଂରେ ଭାରତ ପାଇଁ ଆଉ ଏକ ବିଶେଷ ମୁହୂର୍ତ୍ତ!
ପଲକଙ୍କୁ ତାଙ୍କ ଅତୁଳନୀୟ ପ୍ରଦର୍ଶନ ଏବଂ ୧୦ ମିଟର ଏୟାର ପିସ୍ତଲ ମହିଳା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିବା ପାଇଁ ଅଭିନନ୍ଦନ । ତାଙ୍କ ସଠିକ୍ ଲକ୍ଷ୍ୟ ଏବଂ ଧ୍ୟାନ ଆମ ଦେଶକୁ ଗୌରବ ଆଣି ଦେଇଛି । ତାଙ୍କ ଆଗାମୀ ପ୍ରୟାସ ପାଇଁ ଶୁଭକାମନା ଜଣାଉଛି ।’
Another special moment for India in shooting!
— Narendra Modi (@narendramodi) September 29, 2023
Congrats to Palak for her exceptional performance and winning the Gold in the 10m Air Pistol Women event. Her precision and focus have brought immense pride to our nation. I wish her the very best for her endeavours ahead. pic.twitter.com/wjDdYzsaOx


