ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚାଇନାର ହାଙ୍ଗଜୋଠାରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ଟେବୁଲ ଟେନିସ ପୁରୁଷ ସିଙ୍ଗଲ୍ସ - ଶ୍ରେଣୀ ୧ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ସନ୍ଦୀପ ଡାଙ୍ଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:
ଟେବୁଲ ଟେନିସ୍ ପୁରୁଷ ସିଙ୍ଗଲ୍ସ- ପ୍ରଥମ ଶ୍ରେଣୀ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିବା ସନ୍ଦୀପ ଡାଙ୍ଗୀଙ୍କୁ ଅନେକ ଅନେକ ଶୁଭେଚ୍ଛା। ତାଙ୍କ ଅସାଧାରଣ ଦକ୍ଷତା ଏବଂ ସମର୍ପଣ ଆମ ଦେଶ ପାଇଁ ସମ୍ମାନ ଆଣିଛି । ଏହି ସଫଳତାରେ ଭାରତ ଆନନ୍ଦିତ।
Well done Sandeep Dangi for securing the Bronze Medal in Table Tennis Men's Singles - Class 1 event. His exceptional skill and dedication have brought honor to our nation. India rejoices in this success. pic.twitter.com/UDb7iaL3AT
— Narendra Modi (@narendramodi) October 25, 2023


