କରୋନା ସଂକ୍ରମଣ ମୁକାବିଲା ପାଇଁ ଏକ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାର୍କ ଦେଶଗୁଡିକୁ ଆହ୍ୱାନ ଜଣାଇଛନ୍ତି । ଭିଡିଓ କନଫରେନ୍ସ ମାଧ୍ୟମରେ ରଣନୈତିକ କୌଶଳ ସମ୍ପର୍କରେ ଆଲୋଚନା କରିବାକୁ ସେ ପ୍ରସ୍ତାବ ଦେବା ସହ ସାର୍କ ଦେଶଗୁଡିକ ମିଳିମିଶି ଏହାର ମୁକାବିଲା କଲେ ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ସୃଷ୍ଟି କରିବ ଏବଂ ଏକ ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହେବ ବୋଲି ସେ କହିଛନ୍ତି ।

ବିଶ୍ୱର ଏକ ଜନବହୁଳ ଅଞ୍ଚଳ ଭାବେ ପରିଗଣିତ ଦକ୍ଷିଣ ଏସିଆର ଦେଶଗୁଡିକ ନିଜର ନାଗରିକମାନଙ୍କ ସ୍ୱାସ୍ଥ୍ୟ ଅତୁଟ ରଖିବା ଦିଗରେ କାମ କରିବା ଅପରିହାର୍ଯ୍ୟ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଅନେକ ଟ୍ୱିଟରେ ମତବ୍ୟକ୍ତ କରିଛନ୍ତି । କୋଭିଡ-19 ନୋଭେଲ କରୋନା ଭୂତାଣୁର ମୁକାବିଲା ପାଇଁ ତାଙ୍କ ସରକାର ସର୍ବବିଧ ଉଦ୍ୟମ ଜାରି ରଖିଛନ୍ତି ବୋଲି ସେ ମଧ୍ୟ କହିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 16, 2026
July 16, 2026

Atmanirbhar to Inclusive: PM Modi’s Blueprint for a Self-Reliant, Empowered & Culturally Rooted Bharat