ଅଯୋଧ୍ୟା ଦୀପୋତ୍ସବର ଶକ୍ତି ଦେଶରେ ନୂତନ ସ୍ପନ୍ଦନ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି । ଭଗବାନ ଶ୍ରୀ ରାମ ସମସ୍ତ ଦେଶବାସୀଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ସମସ୍ତଙ୍କ ପାଇଁ ପ୍ରେରଣା ହୁଅନ୍ତୁ ବୋଲି ସେ କାମନା କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଅଦ୍ଭୁତ, ଅଲୌକିକ ଏବଂ ଅବିସ୍ମରଣୀୟ!

 

ଲକ୍ଷ ଲକ୍ଷ ଦୀପରେ ଆଲୋକିତ ଅଯୋଧ୍ୟା ସହରର ଭବ୍ୟ ଦୀପୋତ୍ସବରେ ପୁରା ଦେଶ ଉଜ୍ଜ୍ୱଳ ହୋଇଛି । ଏଥିରୁ ଉତ୍ପନ ଉର୍ଜା ସମ୍ପୂର୍ଣ୍ଣ ଭାରତବର୍ଷରେ ନୂଆ ଆଶା ଏବଂ ନୂଆ ଉତ୍ସାହ ସଞ୍ଚାର କରିଛି । ଭଗବାନ ଶ୍ରୀ ରାମ ସମସ୍ତ ଦେଶବାସୀଙ୍କ କଲ୍ୟାଣ କରନ୍ତୁ ଏବଂ ମୋର ସବୁ ପରିବାରଜନଙ୍କ ପାଇଁ ପ୍ରେରଣାଦାୟୀ ହୁଅନ୍ତୁ ବୋଲି ମୋର କାମନା ।’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's first digital census begins; President, PM participate in exercise

Media Coverage

India's first digital census begins; President, PM participate in exercise
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on Hanuman Jayanti
April 02, 2026

Prime Minister, Shri Narendra Modi extended greetings on the occasion of Hanuman Jayanti, today. Shri Modi, prayed that this sacred occasion may bring new energy and vigor into everyone's life. “My wish is that Pavanputra Hanuman ji shower his abundant blessings of strength, wisdom, and knowledge upon all, so that the might of our nation may further increase”, Shri Modi said.

The Prime Minister posted on X;

“सभी देशवासियों को हनुमान जन्मोत्सव की अनंत शुभकामनाएं। यह पावन अवसर हर किसी के जीवन में नई ऊर्जा और स्फूर्ति लेकर आए। मेरी कामना है कि पवनपुत्र हनुमान जी सभी को बल, बुद्धि और विद्या का भरपूर आशीर्वाद दें, जिससे देश का सामर्थ्य और बढ़े। जय बजरंगबली!”