ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 400ତମ ପ୍ରକାଶ ପର୍ବ ଅବସରରେ ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ପ୍ରଣାମ କରିଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“400ତମ ପ୍ରକାଶ ପର୍ବର ସ୍ଵତନ୍ତ୍ର ଅବସରରେ, ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ନତମସ୍ତକ ହୋଇ ମୁଁ ପ୍ରଣାମ କରୁଛି । ତାଙ୍କର ସାହସ ଏବଂ ନିଷ୍ପେସିତଙ୍କ ସେବା ଯୋଗୁଁ ସେ ବିଶ୍ଵ ସ୍ତରରେ ବହୁଳ ଭାବେ ସମ୍ମାନିତ ହୋଇଛନ୍ତି । ଅତ୍ୟାଚାର ଏବଂ ଅନ୍ୟାୟକୁ ସେ ବରଦାସ୍ତ କରୁନଥିଲେ । ତାଙ୍କର ସର୍ବୋଚ୍ଚ ବଳିଦାନ ଅନେକଙ୍କୁ ଶକ୍ତି ଏବଂ ପ୍ରେରଣା ଯୋଗାଉ ।

Prime Minister Modi also prayed at Gurudwara Sis Ganj Sahib today.

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Modi Govt’s 12 years are transformational for industry’

Media Coverage

‘Modi Govt’s 12 years are transformational for industry’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 12, 2026
June 12, 2026

Breaking Barriers, Building Bharat: PM Modi’s Historic Push for Gender Equality and Inclusive Growth