ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାସବ ଜୟନ୍ତୀ ଅବସରରେ ଜଗତଗୁରୁ ବାସବେଶ୍ଵରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ବାସବ ଜୟନ୍ତୀର ସ୍ଵତନ୍ତ୍ର ଅବସରରେ, ମୁଁ ଜଗତଗୁରୁ ବାସବେଶ୍ଵରଙ୍କ ନିକଟରେ ନତମସ୍ତକ ହେଉଛି । ତାଙ୍କର ପବିତ୍ର ବାଣୀ, ବିଶେଷକରି ସାମାଜିକ ସଶକ୍ତୀକରଣ, ସୌହାର୍ଦ୍ଦ୍ୟ, ଭାତୃତ୍ଵ ଏବଂ କରୁଣା ଭଳି ଉପଦେଶ ଅନେକ ଲୋକଙ୍କୁ ଅନୁପ୍ରାଣିତ କରି ଆସୁଥିବ” ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 02, 2026
August 02, 2026

Youth. Manufacturing. Digital Trust. The Three Engines Powering New Bharat Under PM Modi