ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆର ମୁଖ୍ୟମନ୍ତ୍ରୀ ତଥା ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଡକ୍ଟର ପ୍ରମୋଦ ସାୱନ୍ତ ଏବଂ ତାଙ୍କ ମନ୍ତ୍ରୀ ପରିଷଦକୁ ଅଭିନନ୍ଦନ ଜଣାଇଛନ୍ତି ।

ପୂରା ଦଳ ଗୋଆର ଲୋକଙ୍କୁ ସୁଶାସନ ଯୋଗାଇଦେବେ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।



ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଆଜି ଗୋଆରେ ଶପଥ ଗ୍ରହଣ କରିଥିବା ଡକ୍ଟର ପ୍ରମୋଦ ସାୱନ୍ତ ଜୀ ଏବଂ ଅନ୍ୟ ସମସ୍ତଙ୍କୁ ଅଭିନନ୍ଦନ । ମୋର ବିଶ୍ୱାସ ଅଛି ଯେ ଏହି ସମଗ୍ର ଦଳ ଗୋଆର ଲୋକଙ୍କୁ ଉତ୍ତମ ଶାସନ ପ୍ରଦାନ କରିବ ଏବଂ ଗତ ଦଶନ୍ଧିରେ କରାଯାଇଥିବା ଜନମଙ୍ଗଳ କାର୍ଯ୍ୟକୁ ଜାରି ରଖିବେ ।”
Congratulations to @DrPramodPSawant Ji and all others who took oath in Goa today. I am confident this entire team will deliver good governance to the people of Goa and build on the pro-people work done in the last decade. pic.twitter.com/s5zMyjPyVt
— Narendra Modi (@narendramodi) March 28, 2022