କୁୱେତର ମହାମାନ୍ୟ ଅମୀର ଶେଖ୍ ମେଶାଲ ଅଲ୍-ଅହମ୍ମଦ ଅଲ୍-ଜାବେର ଅଲ୍-ସବାହଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୁୱେତରେ ୨୬ତମ ଆରବିଆନ ଗଲଫ୍ କପର ଉଦଘାଟନୀ ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୁୱେତର ମହାମାନ୍ୟ ଅମୀର, ମହାମାନ୍ୟ ଯୁବରାଜ ଏବଂ ମହାମାନ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ଅବସରରେ କୁୱେତର ନେତୃତ୍ୱଙ୍କ ସହ ପ୍ରଧାନମନ୍ତ୍ରୀ ଅନୌପଚାରିକ ଭାବେ ଆଲୋଚନା ମଧ୍ୟ କରିଥିଲେ ।

 

କୁୱେତରେ ଆୟୋଜନ ହେଉଥିବା ଦ୍ୱିବାର୍ଷିକ ଆରବିଆନ ଗଲଫ୍ କ୍ଲବ କପ୍ରେ ଜିସିସି ରାଷ୍ଟ୍ର ସମୂହ, ଇରାକ, ୟେମେନ ସମେତ ଆଠଟି ଦେଶ ଅଂଶ ଗ୍ରହଣ କରୁଛନ୍ତି । ଅଞ୍ଚଳରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ । ଟୁର୍ଣ୍ଣାମେଣ୍ଟର ଅଂଶଗ୍ରହଣ କାରୀ ରାଷ୍ଟ୍ରଙ୍କ ମଧ୍ୟରେ କୁୱେତ ଅନେକ ଥର ଏହି କପ୍ ବିଜୟୀ ହୋଇଛି । ଚଳିତ ଟୁର୍ଣ୍ଣାମେଣ୍ଟର ସମସ୍ତ ଅଂଶଗ୍ରହଣକାରୀ ରାଷ୍ଟ୍ରଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament on verge of history, says PM Modi, as it readies to take up women's bills

Media Coverage

Parliament on verge of history, says PM Modi, as it readies to take up women's bills
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Dr. Babasaheb Ambedkar in the Parliament complex
April 14, 2026

The Prime Minister, Shri Narendra Modi has paid homage to Dr. Babasaheb Ambedkar in the Parliament complex earlier today.

The Prime Minister wrote on X;

“Paid homage to Dr. Babasaheb Ambedkar in the Parliament complex earlier today.”