ଭୁଟାନରେ ପହଚିଂଲେ ପ୍ରଧାନମନ୍ରୀ

Published By : Admin | March 22, 2024 | 09:53 IST

ପ୍ରଧାନମନ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମାଚ୍ର୍ଚ ୨୨ରୁ ୨୩ ତାରିଖ ଯାଏଁ ଦୁଇଦିନିଆ ଭୁଟାନ ଗସ୍ତରେ ଆଜି ପାରୋରେ ପହଚିଂଛନ୍ତି। ଏହି ଗସ୍ତରେଭାରତ ଓ ଭୁଟାନ ମଧ୍ଯରେ ନିୟମିତ ଉଚ୍ଚ ସ୍ତରୀୟ ଆଦାନ-ପ୍ରଦାନଏବଂ ସରକାରଙ୍କ ପଡୋଶୀ ପ୍ରଥମ ନୀତି ଉପରେ ଗୁରୁତ୍ବ ଦିଆଯିବ।

 

ପାରୋ ବିମାନ ବନ୍ଦରରେ ପ୍ରଧାନମନ୍ରୀଙ୍କୁ ଭୁଟାନର ପ୍ରଧାନମନ୍ରୀଶେରିଙ୍ଗ୍ ଟୋବ୍ଗେ ପୂର୍ଣ୍ଣ ଔପଚାରିକତା ସହକାରେ ସ୍ବାଗତ କରିଥିଲେ।

 

ଏହି ଗସ୍ତ ଅବସରରେ ପ୍ରଧାନମନ୍ରୀ ଭୁଟାନର ରାଜା ମହାମହିମ ଜିଗ୍ମେଖେସର୍ ନାମ୍ଗୟେଲ୍ ଏବଂ ଭୁଟାନର ଚତୁର୍ଥ ରାଜା ମହାମହିମ ଜିଗ୍ମେସିଙ୍ଗ୍ୟେ ଓ୍ବାଙ୍ଗ୍ଚୁକ୍ଙ୍କ ସହ ସାକ୍ଷାତ କରିବେ। ଏହି ଅବସରରେ ପ୍ରଧାନମନ୍ରୀଭୁଟାନର ପ୍ରଧାନମନ୍ରୀ ଶେରିଙ୍ଗ୍ ଟୋବ୍କେଙ୍କ ସହ ମଧ୍ଯ ଆଲୋଚନାକରିବେ।

 

ପ୍ରଧାନମନ୍ରୀ ଥିମ୍ପୁରେ ଗୟାଲ୍ତ୍ସୁଏନ୍ ଜେତ୍ସନ୍ ପେମା ମାତୃ ଏବଂ ଶିଶୁଡାକ୍ତରଖାନାର ଉଦ୍ଘାଟନ କରିବେ। ଥିମ୍ପୁରେ ଏହି ଅତ୍ୟାଧୁନିକଡାକ୍ତରଖାନା ଭାରତ ସରକାରଙ୍କ ସହେଯାଗରେ ନିର୍ମାଣ କରାଯାଇଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's banking sector resilient; 11-13% credit growth for January-June likely: Survey

Media Coverage

India's banking sector resilient; 11-13% credit growth for January-June likely: Survey
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 20, 2026
April 20, 2026

Honouring Saints, Powering Futures: PM Modi’s Leadership That Blends Heritage, Highways and High Growth