ସେୟାର
 
Comments
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ପ୍ରଧାନମନ୍ତ୍ରୀ ଓ ଭାରତ ସରକାରଙ୍କୁ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ନବୋନ୍ମେଷ ପାଇଁ କଲେ ପ୍ରଶଂସା
“ଆପଣଙ୍କ ଉଦ୍ୟମ ପାରମ୍ପରିକ ଔଷଧ ବ୍ୟବହାର କ୍ଷେତ୍ରରେ ଆଣିବ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ” ପ୍ରଧାନମନ୍ତ୍ରୀଙ୍କୁ କହିଲେ ମହାନିର୍ଦ୍ଦେଶକ
ପ୍ରଧାନମନ୍ତ୍ରୀ ଡକ୍ଟର ଟେଡ୍ରସ ଘେବ୍ରିୟେସସ୍‌ଙ୍କୁ ଦେଲେ ଗୁଜରାଟୀ ନାଁ “ତୁଳସୀ ଭାଇ”
“ଆୟୁଷ କ୍ଷେତ୍ରରେ ପୁଞ୍ଜିନିବେଶ ଓ ନବୋନ୍ମେଷ ର ଅସୀମ ସମ୍ଭାବନା ରହିଛି”
“୨୦୧୪ ମସିହାରେ ଆୟୁଷ କ୍ଷେତ୍ରର ଆକାର ତିନି ବିଲିୟନ ଡଲାରରୁ ମଧ୍ୟ କମ୍ ଥିବାବେଳେ ଏହା ୧୮ ବିଲିୟନ ଡଲାରକୁ ବୃଦ୍ଧି ପାଇଛି”
“ଭାରତ ଔଷଧିୟ ଗୁଳ୍ମର ଏକ ଗନ୍ତାଘର
“ଗତ କିଛି ବର୍ଷ ମଧ୍ୟରେ ୫୦ରୁ ଅଧିକ ବୁଝାମଣାପତ୍ର ବିଭିନ୍ନ ଦେଶ ସହ ସ୍ୱାକ୍ଷରିତ ହୋଇଛି । ଭାରତୀୟ ମାନକ ବ୍ୟୁରୋ ସହ ମିଶି ଆମର ଆୟୁଷ ବିଶେଷଜ୍ଞଗଣ
ଆଇଏସଓ ମାନ ବିକଶିତ କରିଛନ୍ତି । ୧୫୦ରୁ ଊର୍ଦ୍ଧ୍ୱ ଦେଶରେ ଆୟୁଷ କ୍ଷେତ୍ରରେ ବିଶାଳ ରପ୍ତାନୀ ବଜାର ସୃଷ୍ଟି କରିବ”
“ଏଫଏସ୍‌ଏସ୍‌ଏଆଇର ଆୟୁଷ ଆହାର ପ୍ରଯୋଜକମାନଙ୍କୁ ବିପୁଳଭାବେ ଔଷଧୀୟ ପୌଷ୍ଟିକ ତତ୍ୱ ସୁବିଧା ଦେବ”
“ସ୍ୱତନ୍ତ୍ର ଆୟୁଷ ଛାପ ସମଗ୍ର ବିଶ୍ୱରେ ଜନସାଧାରଣଙ୍କୁ ଆୟୁଷ ସାମଗ୍ରୀକୁ ବିଶ୍ୱାସଭାଜନ କରିବ”
“ ଭାରତ ସରକାର ଆୟୁଷ ଉଦ୍ୟାନ, ଆୟୁଷ ସାମଗ୍ରୀର ପ୍ରସ୍ତୁତି ଓ ଏହାର ଗବେଷଣା ନିମନ୍ତେ ଦେଶବ୍ୟାପୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୦.୦୪.୨୦୨୨) ଗୁଜରାଟର ଗାନ୍ଧୀନଗର ସ୍ଥିତ ମହାତ୍ମା ମନ୍ଦିରରେ ବୈଶ୍ୱିକ ଆୟୁଷ ପୁଞ୍ଜିବିନିଯୋଗ ଓ ନବୋନ୍ମେଷ ଶିଖର ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି ।
ମରିସସ୍ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶର ଡକ୍ଟର ଟେଡ୍ରସ ଘାବ୍ରିୟେସସ୍ ଏହି ଅବସରରେ ଉପସ୍ଥିତ ଥିଲେ ।

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୦.୦୪.୨୦୨୨) ଗୁଜରାଟର ଗାନ୍ଧୀନଗର ସ୍ଥିତ ମହାତ୍ମା ମନ୍ଦିରରେ ବୈଶ୍ୱିକ ଆୟୁଷ ପୁଞ୍ଜିବିନିଯୋଗ ଓ ନବୋନ୍ମେଷ ଶିଖର ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି । ମରିସସ୍ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶର ଡକ୍ଟର ଟେଡ୍ରସ ଘାବ୍ରିୟେସସ୍ ଏହି ଅବସରରେ ଉପସ୍ଥିତ ଥିଲେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ, ଶ୍ରୀ ସର୍ବାନନ୍ଦ ସୋନୋୱାଲ, ଶ୍ରୀ ମଞ୍ଜପାରା ମହେନ୍ଦ୍ର ଭାଇ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ମଧ୍ୟ ଉପସ୍ଥିତ ଥିଲେ । ଏହି ତିନିଦିନିଆ ଶିଖର ସମ୍ମିଳନୀରେ ସବୁ ସଦସ୍ୟ ଉପସ୍ଥିତ ଥାଇ ପାଞ୍ଚଟି ଅଧିବେଶନ, ଆଠଟି ଗୋଲଟେବୁଲ ବୈଠକ, ଛଅଟି କର୍ମଶାଳା, ଦୁଇଟି ପାଠ୍ୟଚକ୍ରରେ ପ୍ରାୟ ୯୦ଜଣ ସ୍ୱନାମଧନ୍ୟ ବକ୍ତା ଓ ଶହେଜଣ ପ୍ରଦର୍ଶକ ଉପସ୍ଥିତ ରହିବେ । ଏହି ଶିଖର ବୈଠକରେ ପୁଞ୍ଜିଲଗାଣର ଉତ୍ସ ସହ, ଗବେଷଣା ଓ ବିକାଶ, ଷ୍ଟାର୍ଟ ଅପ୍ ବାତାବରଣ ଓ ସୁଧାର ଶିଳ୍ପ ସମ୍ପର୍କରେ ଆଲୋଚନା ହେବ । ଏହା ଶିଳ୍ପପତି, ଶିକ୍ଷାବିତ୍ ଓ ବିଦ୍ୟାନମାନଙ୍କୁ ଏକାଠି କରିବା ସହ ଭବିଷ୍ୟତ ସମନ୍ୱୟ ନିମନ୍ତେ ଏକ ମଞ୍ଚ ସୃଷ୍ଟି କରିବ । ଡକ୍ଟର ଟେଡ୍ରସ ଘାବିୟେସସ ମହାତ୍ମାଗାନ୍ଧୀଙ୍କ ରାଜ୍ୟ ଓ ଦେଶରେ ଉପସ୍ଥିତ ରହି ନିଜର ଖୁସି ପ୍ରକଟ କରିବା ସହ ଏହି ରାଜ୍ୟ ଓ ଦେଶକୁ ସେ ବିଶ୍ୱର ଗର୍ବ ବୋଲି ବିବେଚନା କରନ୍ତି ବୋଲି କହିଥିଲେ । ସେ କହିଥିଲେ ଯେ ଭାରତର ଦର୍ଶନ “ବସୁଧୈବ କୁଟୁମ୍ବକମ୍‌’ ଗତକାଲି ଜାମନଗରଠାରେ ପ୍ରତିଷ୍ଠା କରାଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୈଶ୍ୱିକ କେନ୍ଦ୍ରରେ ପ୍ରତିଫଳିତ ହୋଇଛି । ସେ କହିଥିଲେ ଯେ ଏହି କେନ୍ଦ୍ରର ପ୍ରତିଷ୍ଠା ଐତହାସିକ ଓ ଏହା ଖୁବ ସୁଦୂର ପ୍ରସାରୀ ହେବ । ଏହି କେନ୍ଦ୍ର ଅଭିନବୀକରଣର ଏକ ଇଞ୍ଜିନ ଭାବେ ପ୍ରମାଣ, ତଥ୍ୟ ଓ ପାରମ୍ପାରିକ ଔଷଧର ସର୍ବାଧିକ ବ୍ୟବହାର ସମ୍ପର୍କରେ ସୂଚନା ଦେବ । ମହାନିର୍ଦ୍ଦେଶକ ପ୍ରଧାନମନ୍ତ୍ରୀ ଓ ଭାରତ ସରକାରଙ୍କୁ ଜନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭିନବୀକରଣ ନିମନ୍ତେ ପ୍ରଶଂସା କରିଥିଲେ । ପାରମ୍ପରିକ ଔଷଧ ଉପରେ ଗବେଷଣା ନିମନ୍ତେ ଆୟୁଷ ମନ୍ତ୍ରଣାଳୟର ତଥ୍ୟ ସଂଗ୍ରହ ପଦ୍ଧତିର ସେ ପ୍ରଶଂସା କରିଥିଲେ । ଆୟୁଷ ସାମଗ୍ରୀରେ ପୁଞ୍ଜି ବିନିଯୋଗ ଓ ଏହା ବୈଶ୍ୱିକ ଚାହିଦା ଯୋଗୁଁ ସମଗ୍ର ବିଶ୍ୱ ଭାରତକୁ ଆସୁଥିବା ବେଳେ, ଭାରତ ସମସ୍ତଙ୍କ ନିକଟରେ ପହଁଚିପାରୁଛି । ସେ ସ୍ୱାସ୍ଥ୍ୟ ବାତାବରଣରେ ସାଧାରଣଭାବେ ଦୀର୍ଘ ମିଆଦି ପୁଞ୍ଜିନିବେଶ ଓ ନିର୍ଦ୍ଦିଷ୍ଟଭାବେ ପାରମ୍ପାରିକ ଔଷଧ ଉପରେ ଗୁରୁତ୍ୱଆରୋପ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ମହାନିର୍ଦ୍ଦେଶକ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ । ସେ କହିଥିଲେ “ଏପରି ଗୁୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବାରୁ ଆପଣଙ୍କୁ ଧନ୍ୟବାଦ । ମୋର ବିଶ୍ୱାସ ଯେ କେବଳ କେନ୍ଦ୍ର ନୁହେଁ ବରଂ ଆପଣଙ୍କ ଏକକ ନେତୃତ୍ୱ ପାରମ୍ପାରିକ ଔଷଧ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ ।” ସେ ମଧ୍ୟ ପାରମ୍ପାରିକ ଔଷଧ ନିମନ୍ତେ ଅଙ୍ଗୀକାରବଦ୍ଧତା ପାଇଁ ମରିସସ୍ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ସେ ମଧ୍ୟ ଆଜାଦୀ କା ଅମୃତ ମହୋତ୍ସବରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୭୫ବର୍ଷ ପୂରଣ କରିବା ଅଦଭୂତ ସଂଯୋଗ ବୋଲି କହିଥିଲେ ।

ମହାନିର୍ଦ୍ଦେଶକ ପ୍ରଧାନମନ୍ତ୍ରୀ ଓ ଭାରତ ସରକାରଙ୍କୁ ଜନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭିନବୀକରଣ ନିମନ୍ତେ ପ୍ରଶଂସା କରିଥିଲେ । ପାରମ୍ପରିକ ଔଷଧ ଉପରେ ଗବେଷଣା ନିମନ୍ତେ ଆୟୁଷ ମନ୍ତ୍ରଣାଳୟର ତଥ୍ୟ ସଂଗ୍ରହ ପଦ୍ଧତିର ସେ ପ୍ରଶଂସା କରିଥିଲେ । ଆୟୁଷ ସାମଗ୍ରୀରେ ପୁଞ୍ଜି ବିନିଯୋଗ ଓ ଏହା ବୈଶ୍ୱିକ ଚାହିଦା ଯୋଗୁଁ ସମଗ୍ର ବିଶ୍ୱ ଭାରତକୁ ଆସୁଥିବା ବେଳେ, ଭାରତ ସମସ୍ତଙ୍କ ନିକଟରେ ପହଁଚିପାରୁଛି । ସେ ସ୍ୱାସ୍ଥ୍ୟ ବାତାବରଣରେ ସାଧାରଣଭାବେ ଦୀର୍ଘ ମିଆଦି ପୁଞ୍ଜିନିବେଶ ଓ ନିର୍ଦ୍ଦିଷ୍ଟଭାବେ ପାରମ୍ପାରିକ ଔଷଧ ଉପରେ ଗୁରୁତ୍ୱଆରୋପ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ମହାନିର୍ଦ୍ଦେଶକ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ । ସେ କହିଥିଲେ “ଏପରି ଗୁୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବାରୁ ଆପଣଙ୍କୁ ଧନ୍ୟବାଦ । ମୋର ବିଶ୍ୱାସ ଯେ କେବଳ କେନ୍ଦ୍ର ନୁହେଁ ବରଂ ଆପଣଙ୍କ ଏକକ ନେତୃତ୍ୱ ପାରମ୍ପାରିକ ଔଷଧ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ ।” ସେ ମଧ୍ୟ ପାରମ୍ପାରିକ ଔଷଧ ନିମନ୍ତେ ଅଙ୍ଗୀକାରବଦ୍ଧତା ପାଇଁ ମରିସସ୍ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ସେ ମଧ୍ୟ ଆଜାଦୀ କା ଅମୃତ ମହୋତ୍ସବରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୭୫ବର୍ଷ ପୂରଣ କରିବା ଅଦଭୂତ ସଂଯୋଗ ବୋଲି କହିଥିଲେ ।

ଶ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ ଭାରତ ଓ ଗୁଜରାଟରର  ପାରମ୍ପାରିକ ଔଷଧ କ୍ଷେତ୍ରରେ ଅବଦାନ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ ମଧ୍ୟ ତାଙ୍କ ଦେଶରେ ଭାରତର ସ୍ୱାସ୍ଥ୍ୟଗତ ସହାୟତା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏକ ବଂଶାନୁକ୍ରମିକ ସମ୍ପର୍କ ଯୋଗୁଁ ତାଙ୍କ ଦେଶରେ  ମଧ୍ୟ ଆୟୁର୍ବେଦକୁ ଗୁରୁତ୍ୱ ଦିଆଯିବା କଥା ଶ୍ରୀ ଜଗନ୍ନାଥ କହିଥିଲେ ।

ସେ ମରିସସ୍‌ରେ ଆୟର୍ବେଦ ହସ୍‌ପିଟାଲ ପ୍ରତିଷ୍ଠା ସହ ପ୍ରଥମ ଲକଡାଉନ କାଳରେ ଭାରତ ଦାନ ଦେଇଥିବା ପାରମ୍ପାରିକ ଔଷଧପତ୍ର ନିମନ୍ତେ ଧନ୍ୟବାଦ ଜ୍ଞାପନ କରିଥିଲେ । “ଏହା ବନ୍ଧୁତ୍ୱ ଭାବର ଏକ ନିଦର୍ଶନ ଓ ସେଥିପାଇଁ ସେ ଭାରତ ସରକାର ଓ ବିଶେଷକରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନିକଟରେ କୃତଜ୍ଞ ବୋଲି ପ୍ରବିନ୍ଦ କୁମାର ଜଗନ୍ନାଥ କହିଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ବୈଶ୍ୱିକ ଆୟୁଷ ପୁଞ୍ଜିବିନିଯୋଗ ଓ ଅଭିନବୀକରଣ ଶିଖର ସମ୍ମିଳନୀଧାରଣା ତାଙ୍କର ବୈଶ୍ୱିକ ମହାମାରୀ କାଳରେ ଆସିଥିଲା । ଆୟୁଷ ସେତେବେଳେ ଜନସାଧାରଣଙ୍କୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହେବା ସହ ଆୟୁଷ ସାମଗ୍ରୀର ଚାହିଦା ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଥିଲା । ବୈଶ୍ୱିକ ମହାମାରୀ ମୁକାବିଲା ଦିଗରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଧୁନିକ ଫାର୍ମା କମ୍ପାନୀ ଓ ଟିକା ଉତ୍ପାଦନକାରୀମାନେ ଠିକ୍ ସମୟରେ ପୁଞ୍ଜି ବିନିଯୋଗ ହେଲେ ସେମାନେ ଟିକା ଉତ୍ପାଦନ କ୍ଷେତ୍ରରେ ସଫଳତା ପାଇବେ ବୋଲି ଦୃଢୋକ୍ତି ପ୍ରକାଶ କଲେ । “କିଏ କେବେ ବି କଳ୍ପନା କରିଥିଲା କି ଆମେ ଏତେ ଶୀଘ୍ର କରୋନା ଟିକା ବାହାର କରିବାରେ ସମର୍ଥ ହେବୁ? ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ ।

ଆୟୁଷ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଦେଖିସାରିଛୁ ଯେ ଆୟୁଷ ଔଷଧ ବିକଳ୍ପ ଔଷଧ ଓ ପ୍ରସାଦନ ସାମଗ୍ରୀ ଉତ୍ପାଦନ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି । ୨୦୧୪ ମସିହାରେ ଆୟୁଷ କ୍ଷେତ୍ର ଯାହା ୩ବିଲିୟନ ଡଲାରରୁ ମଧ୍ୟ କମ୍ ଥିଲା ଆଜି ୧୮ ବିଲିୟନ ଡଲାରରୁ ଅଧିକ ବୃଦ୍ଧି ପାଇଛି ।  ଆୟୁଷ ମନ୍ତ୍ରଣାଳୟ ପାରମ୍ପାରିକ ଔଷଧ କ୍ଷେତ୍ରରେ ଷ୍ଟାର୍ଟଅପ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛି । କିଛି ଦିନ ତଳେ ସର୍ବ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ଦ୍ୱାରା ବିକଶିତ ଏକ ଉଷ୍ମାୟନ କେନ୍ଦ୍ର ମଧ୍ୟ ଉଦ୍‌ଘାଟିତ ହୋଇଛି ବୋଲି ଶ୍ରୀ ମୋଦି କହିଥିଲେ । ବର୍ତ୍ତମାନ ସମୟରେ ୨୦୨୨ ମସିହାରୁ ଏପର୍ଯ୍ୟନ୍ତ ୧୪ଟି ଭାରତୀୟ ଷ୍ଟାର୍ଟଅପ ୟୁନିକର୍ଣ୍ଣ କ୍ଲବରେ ଯୋଗଦେଇଛନ୍ତି । “ମୁଁ ନିଶ୍ଚିତ ଯେ ଖୁବ୍ ଶୀଘ୍ର ଆମ ଆୟୁଷ ଷ୍ଟାର୍ଟଅପ୍‌ରୁ ୟୁନିକର୍ଣ୍ଣର ଆବିର୍ଭାବ ହେବ” ।

ଔଷଧୀୟ ବୃକ୍ଷରାଜି ଆୟ ବୃଦ୍ଧି ଓ ଲୋକଙ୍କ ଜୀବନଜୀବିକାରେ ଏକ ଉତ୍ତମ  ମାଧ୍ୟମ ବୋଲି କହି ପ୍ରଧାନମନ୍ତ୍ରୀ ଯେଉଁ ଚାଷୀମାନେ ଔଷଧୀୟ ବୃକ୍ଷରାଜି ଚାଷ କରୁଛନ୍ତି ସେମାନଙ୍କୁ ସହଜରେ ବଜାର ସୁବିଧା ଉପଲବ୍ଧ କରାଇବା ନେଇ ହେଉଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଏଥିପାଇଁ ସରକାର ଆଧୁନିକୀକରଣ ଓ ଅ।।ୟୁଷ  ଇ-ବଜାର ପାଇଁ ଲାଗିଛନ୍ତି ବୋଲି ସେ କହିଥିଲେ । ଭାରତ ଔଷଧୀୟ ଗୁଳ୍ମ ରାଜିର ଗନ୍ତାଘର ଓ ଏକ ଦୃଷ୍ଟିରୁ କହିଲେ ଏହା ଆମର ‘ସବୁଜ ସୁନା ସମତୁଲ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆୟୁଷ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଦେଖିସାରିଛୁ ଯେ ଆୟୁଷ ଔଷଧ ବିକଳ୍ପ ଔଷଧ ଓ ପ୍ରସାଦନ ସାମଗ୍ରୀ ଉତ୍ପାଦନ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି । ୨୦୧୪ ମସିହାରେ ଆୟୁଷ କ୍ଷେତ୍ର ଯାହା ୩ବିଲିୟନ ଡଲାରରୁ ମଧ୍ୟ କମ୍ ଥିଲା ଆଜି ୧୮ ବିଲିୟନ ଡଲାରରୁ ଅଧିକ ବୃଦ୍ଧି ପାଇଛି ।  ଆୟୁଷ ମନ୍ତ୍ରଣାଳୟ ପାରମ୍ପାରିକ ଔଷଧ କ୍ଷେତ୍ରରେ ଷ୍ଟାର୍ଟଅପ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛି । କିଛି ଦିନ ତଳେ ସର୍ବ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ଦ୍ୱାରା ବିକଶିତ ଏକ ଉଷ୍ମାୟନ କେନ୍ଦ୍ର ମଧ୍ୟ ଉଦ୍‌ଘାଟିତ ହୋଇଛି ବୋଲି ଶ୍ରୀ ମୋଦି କହିଥିଲେ । ବର୍ତ୍ତମାନ ସମୟରେ ୨୦୨୨ ମସିହାରୁ ଏପର୍ଯ୍ୟନ୍ତ ୧୪ଟି ଭାରତୀୟ ଷ୍ଟାର୍ଟଅପ ୟୁନିକର୍ଣ୍ଣ କ୍ଲବରେ ଯୋଗଦେଇଛନ୍ତି । “ମୁଁ ନିଶ୍ଚିତ ଯେ ଖୁବ୍ ଶୀଘ୍ର ଆମ ଆୟୁଷ ଷ୍ଟାର୍ଟଅପ୍‌ରୁ ୟୁନିକର୍ଣ୍ଣର ଆବିର୍ଭାବ ହେବ” ।

ଔଷଧୀୟ ବୃକ୍ଷରାଜି ଆୟ ବୃଦ୍ଧି ଓ ଲୋକଙ୍କ ଜୀବନଜୀବିକାରେ ଏକ ଉତ୍ତମ  ମାଧ୍ୟମ ବୋଲି କହି ପ୍ରଧାନମନ୍ତ୍ରୀ ଯେଉଁ ଚାଷୀମାନେ ଔଷଧୀୟ ବୃକ୍ଷରାଜି ଚାଷ କରୁଛନ୍ତି ସେମାନଙ୍କୁ ସହଜରେ ବଜାର ସୁବିଧା ଉପଲବ୍ଧ କରାଇବା ନେଇ ହେଉଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଏଥିପାଇଁ ସରକାର ଆଧୁନିକୀକରଣ ଓ ଅ।।ୟୁଷ  ଇ-ବଜାର ପାଇଁ ଲାଗିଛନ୍ତି ବୋଲି ସେ କହିଥିଲେ । ଭାରତ ଔଷଧୀୟ ଗୁଳ୍ମ ରାଜିର ଗନ୍ତାଘର ଓ ଏକ ଦୃଷ୍ଟିରୁ କହିଲେ ଏହା ଆମର ‘ସବୁଜ ସୁନା ସମତୁଲ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆୟୁଷ ସାମଗ୍ରୀ ଅଧିକରୁ ଅଧିକ ଉପଲବ୍ଧ କରାଇବା ସହ ଅସ୍ୱାଭାବିକ ପଦକ୍ଷେପମାନ ନିଆଯାଇଛି । ଅନ୍ୟାନ୍ୟ ଦେଶଗୁଡିକ ସହ ଆୟୁଷ ଔଷଧର ସ୍ୱୀକୃତି ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ୫୦ରୁ ଅଧିକ ବୁଝାମଣାପତ୍ର ବିଭିନ୍ନ ଦେଶ ସହ ଗତ କିଛିବର୍ଷ ମଧ୍ୟରେ ସ୍ୱାକ୍ଷରିତ ହୋଇଛି । “ଭାରତୀୟ ମାନକ ବ୍ୟୁରୋ ସହ ମିଶି ଆମର ଆୟୁଷ ବିଶେଷଜ୍ଞଗଣ ଆଇଏସଓ ମାନ ବିକଶିତ କରୁଛନ୍ତି । ଏହା ୧୫୦ରୁ ଅଧିକ ଦେଶରେ ଆୟୁଷ କ୍ଷେତ୍ରରେ ବିଶାଳ ରପ୍ତାନୀ ବଜାର ସୃଷ୍ଟି କରିବ” ବୋଲି ସେ କହିଥିଲେ ।

ଶ୍ରୀ ମୋଦୀ ଆହୁରି କହିଥିଲେ ଯେ ଫାସାଇ(FSSAI) ଆୟୁଷ ଆହାର’ ନାମରେ ଏକ ନୂତନ ଶ୍ରେଣୀ ଗତ ସପ୍ତାହରେ ଘୋଷଣା କରିଛି । ଏହା ବହୁଳଭାବେ ଆୟୋଜକମାନଙ୍କୁ ଔଷଧୀୟ ପୌଷ୍ଟିକ ବିକଳ୍ପ ଯୋଗାଇବ । ସେହିପରି ଭାରତ ମଧ୍ୟ ଏକ ସ୍ୱତନ୍ତ୍ର ଆୟୁଷ ଚିହ୍ନ ତିଆରି କରିବାକୁ ଯାଉଛନ୍ତି । ଏହା ଭାରତରେ ତିଆରି ହେଉଥିବା ସର୍ବୋଚ୍ଚ ମାନର ଆୟୁଷ ସାମଗ୍ରୀ ପ୍ରତି ପ୍ରୟୋଗ କରାଯିବ । ଏହି ଆୟୁଷ ଛାପ ଆଧୁନିକ ବୈଷୟିକ ଜ୍ଞାନ ସଂଶ୍ଲିଷ୍ଟ ରହିବ । ସ୍ୱତନ୍ତ୍ର ଆୟୁଷ ଛାପ ସାରା ପୃଥିବୀରେ ଜନସାଧାରଣଙ୍କୁ ଆୟୁଷ ସାମଗ୍ରୀ ପ୍ରତି ବିଶ୍ୱାସ ଭାଜନ କରାଇବ” ବୋଲି ସେ କହିଥିଲେ ।

ଦେଶବ୍ୟାପୀ ଆୟୁଷ ସାମଗ୍ରୀ ଉପରେ ଗବେଷଣା ଓ ପ୍ରସ୍ତୁତି ତଥା ଏହାର ଚାହିଦା ବୃଦ୍ଧି ପାଇଁ ସରକାର ଆୟୁଷ ଉଦ୍ୟାନର ଏକ ନେଟୱାର୍କି ସୃଷ୍ଟି ପାଇଁ ଚେଷ୍ଟା କରୁଥିବା ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଏହି ଆୟୁଷ ଉଦ୍ୟାନ ଦେଶରେ ଆୟୁଷ ସାମଗ୍ରୀ ନିର୍ମାଣରେ ଏକ ଦିଗ୍‌ଦର୍ଶନ ଦେବ ବୋଲି ଶ୍ରୀ ମୋଦି କହିଥିଲେ । 

ପାରମ୍ପାରିକ ଔଷଧର ଦକ୍ଷତା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କେରଳ ପର୍ଯ୍ୟଟନରେ ପାରମ୍ପାରିକ ଔଷଧର ଚାହିଦା ବୃଦ୍ଧି ପାଉଛି । “ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଏହି ଦକ୍ଷତା ରହିଛି  । ଏହି ଦଶନ୍ଧିରେ ହିଲ୍ ଇଣ୍ଡିଆ ବା ଭାରତରେ ଆରୋଗ୍ୟ ଛାପ ପ୍ରତିଫଳିତ ହେବ ବୋଲି କହିଥିଲେ । ଆୟୁର୍ବେଦ,  ୟୁନାନୀ ଓ ସିଦ୍ଧରେ ପର୍ଯ୍ୟବଶିତ ସୁଧାର କେନ୍ଦ୍ରଗୁଡିକ ଖୁବ ଲୋକପ୍ରିୟ ହୋଇପାରିବ ବୋଲି ସେ କହିଥିଲେ । ସେହି କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ  ସରକାର ବିଦେଶୀ ନାଗରିକମାନଙ୍କ ନିମନ୍ତେ ପଦକ୍ଷେପ ନେଇଛନ୍ତି । ଖୁବ୍ ଶୀଘ୍ର ଭାରତ ଆୟୁଷ ଶ୍ରେଣୀ ଭିସା ପ୍ରବର୍ତ୍ତନ କରିବାକୁ ଯାଉଛି । ନା ଭାରତରେ ଆୟୁଷ ଥେରାପି ପାଇଁ ପର୍ଯ୍ୟଟନର ପର୍ଯ୍ୟାପ୍ତ ସୁଯୋଗ ଦେବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କେନିଆ ପୂର୍ବତନ ପ୍ରଧାନମନ୍ତ୍ରୀ ରାଲିଆ ଓଡିଙ୍ଗାଙ୍କ କନ୍ୟା ରୋଜମେରି ଓଡିଙ୍ଗା କ୍ଷେତ୍ରରେ ଆୟୁର୍ବେଦ ଚିକିତ୍ସା ଯୋଗୁଁ  କିପରି ତାଙ୍କର ଦୃଷ୍ଟିଶକ୍ତି ଫେରି ପାଇଥିଲେ ତାହାର ବର୍ଣ୍ଣନା କରିଥିଲେ । ରୋଜମେରି ଓଡିଙ୍ଗା ସେଠାରେ ଉପସ୍ଥିତ ଥିବାରୁ ତାଙ୍କୁ ବିପୁଳ କରତାଳି ସହ ଉତ୍ସସିତ  ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଏକବିଂଶ ଶତାବ୍ଦୀରେ ଆମେ ଆମ ଅଭିଜ୍ଞତା ସମଗ୍ର ବିଶ୍ୱ ସହ ସାମିଲ କରିବୁ । ଆମର ଐତିହ୍ୟ ସମଗ୍ର ମାନବତା ପାଇଁ ଏକ ତତ୍ୱ ହୋଇ ରହିବ ବୋଲି ସେ କହିଥିଲେ । ଆୟୁର୍ବେଦର ଲୋକପ୍ରିୟତା ଏହାର ‘ଓପନ ସୋର୍ସ ମଡେଲ’ ଯୋଗୁଁ ସମ୍ଭବ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହାକୁ ଆଇଟି ସେକ୍ଟର ଓପନ ସୋର୍ସ ମୁଭମେଂଟ ସହ ତୁଳନା କରି ଆୟୁର୍ବେଦର ପରମ୍ପରା ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି ବୋଲି କହିଥିଲେ । ଆମର ପୂର୍ବଜମାନଙ୍କ ଦ୍ୱାରା ଉତ୍ସାହିତ ହୋଇ ଏ ଦିଗରେ କାର୍ଯ୍ୟ କରିବା ଉଚିତ । ଅମୃତକାଳର ଆଗାମୀ ୨୫ବର୍ଷ ପାରମ୍ପାରିକ ଔଷଧର ସୁବର୍ଣ୍ଣଯୁଗ ହେବ ବୋଲି ଶ୍ରୀ ମୋଦୀ ଆଶା ପୋଷଣ କରିଥିଲେ ।

 ପ୍ରଧାନମନ୍ତ୍ରୀ ଅଭିଭାଷଣ ଏକ ବ୍ୟକ୍ତିଗତ ଓ ମଜାଳିଆ ଟିପ୍ପଣୀ ସହ ଶେଷ ହୋଇଥିଲା । ଡକ୍ଟର ଟେଡ୍ରସ ଘାବ୍ରିୟେସସ୍‌ଙ୍କ ଭାରତ ଓ ଏହାର ଶିକ୍ଷକମାନଙ୍କ ପ୍ରତି ଅନୁରାଗ ଏବଂ ତାଙ୍କର ଗୁଜରାଟ ପ୍ରତି ସ୍ନେହକୁ ଦେଖି ଶ୍ରୀ ମୋଦୀ ତାଙ୍କୁ ଗୁଜରାଟୀରେ ‘ତୁଳସୀ ଭାଇ’ ବୋଲି ନାମକରଣ କରିଥିଲେ । ଭାରତୀୟ ପରମ୍ପରାରେ ତୁଳସୀର ମହତ୍ୱ ଓ ସ୍ଥିତି ସମ୍ପର୍କରେ କହି ପ୍ରଧାନମନ୍ତ୍ରୀଙ୍କୁ ଉଲ୍ଲସିତ ‌ଥିବା ହୁ’ର ମହାନିର୍ଦ୍ଦେଶକ ଓ ସେଠାରେ ଉପସ୍ଥିତ ମରିସସ୍‌ର ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's textile industry poised for a quantum leap as Prime Minister announces PM MITRA scheme

Media Coverage

India's textile industry poised for a quantum leap as Prime Minister announces PM MITRA scheme
...

Nm on the go

Always be the first to hear from the PM. Get the App Now!
...
India is rapidly moving towards the next step of the digital revolution: PM Modi
March 22, 2023
ସେୟାର
 
Comments
Unveils Bharat 6G Vision Document and launches 6G R&D Test Bed
Launches ‘Call before u Dig’ App
India is a role model for countries looking for digital transformation to grow their economies: ITU Secy Gen
“India has two key strengths - trust and scale. We can not take technology to all corners without trust and scale”
“Telecom technology for India is not a mode of power, but a mission to empower”
“India is rapidly moving towards the next step of the digital revolution”
“The vision document presented today will become a major basis for the 6G rollout in the next few years”
“India is working with many countries to change the work culture of the whole world with the power of 5G”
“World Telecommunications Standardization Assembly of ITU will be held in October next year in Delhi”
“This decade is India's tech-ade”

केंद्रीय मंत्रिमंडल के मेरे सहयोगी डॉक्टर एस जयशंकर जी, श्री अश्विनी वैष्णव जी, श्री देवुसिंह चौहान जी, ITU की सेक्रेटरी जनरल, अन्य महानुभाव, देवियों और सज्जनों !

आज का दिन बहुत विशेष है, बहुत पवित्र है। आज से ‘हिन्दू कैलेंडर’ का नया वर्ष शुरू हुआ है। मैं आप सभी को और सभी देशवासियों को विक्रम संवत 2080 की बहुत-बहुत शुभकामनाएं देता हूं। हमारे इतने विशाल देश में, विविधता से भरे देश में सदियों से अलग-अलग कैलेंडर्स प्रचलित हैं। कोल्लम काल का मलयालम कैलेंडर है, तमिल कैलेंडर है, जो सैकड़ों वर्षों से भारत को तिथिज्ञान देते आ रहे हैं। विक्रम संवत भी 2080 वर्ष पहले से चल रहा है। ग्रेगोरियन कैलेंडर में अभी वर्ष 2023 चल रहा है, लेकिन विक्रम संवत उससे भी 57 वर्ष पहले का है। मुझे खुशी है कि नव वर्ष के पहले दिन टेलिकॉम, ICT और इससे जुड़े इनोवेशन को लेकर एक बहुत बड़ी शुरुआत भारत में हो रही है। आज यहां International Tele-communication Union (ITU) के एरिया ऑफिस और सिर्फ एरिया ऑफिस नहीं, एरिया ऑफिस और इनोवेशन सेंटर की स्थापना हुई है। इसके साथ-साथ आज 6G Test-Bed को भी लॉन्च किया गया है। इस टेक्नोलॉजी से जुड़े हमारे विजन डॉक्यूमेंट को unveil किया गया है। ये डिजिटल इंडिया को नई ऊर्जा देने के साथ ही साउथ एशिया के लिए, ग्लोबल साउथ के लिए, नए समाधान, नए इनोवेशन लेकर आएगा। खासकर हमारे एकेडिमिया, हमारे इनोवेटर्स-स्टार्ट अप्स, हमारी इंडस्ट्री के लिए इससे अनेक नए अवसर बनेंगे।

Friends,

आज जब भारत, जी-20 की प्रेसीडेंसी कर रहा है, तो उसकी प्राथमिकताओं में Regional Divide को कम करना भी है। कुछ सप्ताह पहले ही भारत ने Global South Summit का आयोजन किया है। Global South की Unique जरूरतों को देखते हुए, Technology, Design और Standards की भूमिका बहुत अहम है। Global South, अब Technological Divide को भी तेजी से Bridge करने में जुटा है। ITU का ये एरिया ऑफिस एवं इनोवेशन सेंटर, इस दिशा में एक बहुत बड़ा कदम है। मैं ग्लोबल साउथ में यूनिवर्सल कनेक्टिविटी के निर्माण को लेकर भारत के प्रयासों को भी ये अत्यंत गति दायक और गति देने वाला होगा। इससे साउथ एशियाई देशों में ICT सेक्टर में cooperation और collaboration भी मजबूत होगा और इस अवसर पर विदेश के भी बहुत-बहुत मेहमान आज हमारे यहां मौजूद हैं। मैं आप सबको बहुत-बहुत बधाई देता हूं, बहुत-बहुत शुभकामनाएं देता हूं।

साथियों,

जब हम टेक्नॉलॉजिकल डिवाइड को ब्रिज करने की बात करते हैं तो भारत से अपेक्षा करना भी बहुत स्वाभाविक है। भारत का सामर्थ्य, भारत का इनोवेशन कल्चर, भारत का इंफ्रास्ट्रक्चर, भारत का स्किल्ड और इनोवेटिव मैनपावर, भारत का Favorable policy environment, ये सारी बातें इस अपेक्षा का आधार हैं। इनके साथ ही भारत के पास जो दो प्रमुख शक्तियां हैं, वो हैं Trust और दूसरा है Scale. बिना Trust और Scale, हम टेक्नॉलॉजी को कोने-कोने तक नहीं पहुंचा सकते हैं और मैं तो कहूंगा कि Trust की ये टेक्नॉलॉजी जो वर्तमान की है, उसमें Trust एक पूर्व शर्त है। इस दिशा में भारत के प्रयासों की चर्चा आज पूरी दुनिया कर रही है। आज भारत, 100 करोड़ मोबाइल फोन के साथ Most connected democracy of the world है। सस्ते स्मार्टफोन और सस्ते इंटरनेट डेटा ने भारत के डिजिटल वर्ल्ड का कायाकल्प कर दिया है। आज भारत में हर महीने 800 करोड़ से अधिक UPI आधारित डिजिटल पेमेंट्स होते हैं। आज भारत में हर दिन 7 करोड़ e-authentications होते हैं। भारत के कोविन प्लेटफार्म के माध्यम से देश में 220 करोड़ से अधिक वैक्सीन डोज लगी है। बीते वर्षों में भारत ने 28 लाख करोड़ रुपए से अधिक, सीधे अपने Citizens के बैंक खातों में भेजे हैं, Direct Benefit Transfer। जनधन योजना के माध्यम से हमने अमेरिका की कुल आबादी से भी ज्यादा लोगों के बैंक खाते खोले हैं। और उसके बाद यूनिक डिजिटल आइडेंटिटी यानि आधार के द्वारा उन्हें authenticate किया, और फिर 100 करोड़ से ज्यादा लोगों को मोबाइल के द्वारा कनेक्ट किया। जनधन – आधार – मोबाइल- JAM, JAM ट्रिनिटी की ये ताकत विश्व के लिए एक अध्ययन का विषय है।

साथियों,

भारत के लिए टेलीकॉम टेक्नोलॉजी, mode of power नहीं है। भारत में टेक्नोलॉजी सिर्फ mode of power नहीं है बल्कि mission to empower है। आज डिजिटल टेक्नॉलॉजी भारत में यूनिवर्सल है, सबकी पहुंच में है। पिछले कुछ वर्षों में भारत में बड़े स्केल पर digital inclusion हुआ है। अगर हम ब्रॉडबैंड कनेक्टिविटी की बात करें तो 2014 से पहले भारत में 6 करोड़ यूजर्स थे। आज ब्रॉडबैंड यूजर्स की संख्या 80 करोड़ से ज्यादा है। 2014 से पहले भारत में इंटरनेट कनेक्शन की संख्या 25 करोड़ थी। आज ये 85 करोड़ से भी ज्यादा है।

साथियों,

अब भारत के गांवों में इंटरनेट यूजर्स की संख्या शहरों में रहने वाले इंटरनेट यूजर्स से भी अधिक हो गई है। ये इस बात का प्रमाण है कि डिजिटल पावर कैसे देश के कोने-कोने में पहुंच रही है। पिछले 9 वर्षों में, भारत में सरकार और प्राइवेट सेक्टर ने मिलकर 25 लाख किलोमीटर ऑप्टिकल फाइबर बिछाया है। 25 लाख किलोमीटर ऑप्टिकल फाइबर, इन वर्षों में ही लगभग 2 लाख ग्राम पंचायतों तक ऑप्टिकल फाइबर से जोड़ा गया है। देशभर के गांवों में आज 5 लाख से अधिक कॉमन सर्विस सेंटर, डिजिटल सर्विस दे रहे हैं। इसी बात का प्रभाव है और ये सबका प्रभाव है कि आज हमारी डिजिटल इकोनॉमी, देश की ओवरऑल इकोनॉमी से भी लगभग ढाई गुना तेजी से आगे बढ़ रही है।

साथियों,

डिजिटल इंडिया से नॉन डिजिटल सेक्टर्स को भी बल मिल रहा है और इसका उदाहरण है हमारा पीएम गतिशक्ति नेशनल मास्टर प्लान। देश में बन रहे हर प्रकार के इंफ्रास्ट्रक्चर से जुड़े डेटा लेयर्स को एक प्लेटफार्म पर लाया जा रहा है। लक्ष्य यही है कि इंफ्रास्ट्रक्चर के विकास से जुड़े हर रिसोर्स की जानकारी एक जगह हो, हर स्टेकहोल्डर के पास रियल टाइम इंफॉर्मेशन हो। आज यहां जिस ‘Call Before you Dig’ इस ऐप की लॉन्चिंग हुई है और वो भी इसी भावना का विस्तार है और ‘Call Before you Dig’ का मतलब ये नहीं कि इसको political field में उपयोग करना है। आप भी जानते हैं कि अलग-अलग प्रोजेक्टस के लिए जो Digging का काम होता है, उससे अक्सर टेलीकॉम नेटवर्क को भी नुकसान उठाना पड़ता है। इस नए ऐप से खुदाई करने वाली एजेंसियों और जिनका अंडरग्राउंड असेट है, उन विभागों के बीच तालमेल बढ़ेगा। इससे नुकसान भी कम होगा और लोगों को होने वाली परेशानियां भी कम होंगी।

साथियों,

आज का भारत, डिजिटल रिवॉल्यूशन के अगले कदम की तरफ तेजी से आगे बढ़ रहा है। आज भारत, दुनिया में सबसे तेजी से 5G रोलआउट करने वाला देश है। सिर्फ 120 दिन में, 120 दिनों में ही 125 से अधिक शहरों में 5G रोल आउट हो चुका है। देश के लगभग साढ़े 300 जिलों में आज 5G सर्विस पहुंच गई है। इतना ही नहीं, 5G रोलआउट के 6 महीने बाद ही आज हम 6G की बात कर रहे हैं और ये भारत का कॉन्फिडेंस दिखाता है। आज हमने अपना विजन डॉक्यूमेंट भी सामने रखा है। ये अगले कुछ वर्षों में 6G रोलआउट करने का बड़ा आधार बनेगा।

साथियों,

भारत में विकसित और भारत में सफल टेलीकॉम टेक्नोलॉजी आज विश्व के अनेक देशों का ध्यान अपनी तरफ खींच रही है। 4G और उससे पहले, भारत टेलीकॉम टेक्नोलॉजी का सिर्फ एक यूज़र था, consumer था। लेकिन अब भारत दुनिया में telecom technology का बड़ा exporter होने की दिशा में आगे बढ़ रहा है। 5G की जो शक्ति है, उसकी मदद से पूरी दुनिया का Work-Culture बदलने के लिए, भारत कई देशों के साथ मिलकर के काम कर रहा है। आने वाले समय में भारत, 100 नई 5G labs की स्थापना करने जा रहा है। इससे 5G से जुड़ी opportunities, business models और employment potential को जमीन पर उतारने में बहुत मदद मिलेगी। ये 100 नई लैब्स, भारत की unique needs के हिसाब से 5G applications डेवलप करने में मदद करेंगी। चाहे 5जी स्मार्ट क्लासरूम हों, फार्मिंग हो, intelligent transport systems हों या फिर healthcare applications, भारत हर दिशा में तेजी से काम कर रहा है। भारत के 5Gi standards, Global 5G systems का हिस्सा हैं। हम ITU के साथ भी future technologies के standardization के लिए मिलकर के काम करेंगे। यहां जो Indian ITU Area office खुल रहा है, वो हमें 6G के लिए सही environment बनाने में भी मदद करेगा। मुझे आज ये घोषणा करते हुए भी खुशी हो रही है कि ITU की World Tele-communications Standardization Assembly, अगले वर्ष अक्टूबर में दिल्ली में ही आयोजित की जाएगी। इसमें भी विश्व भर के प्रतिनिधि भारत आएंगे। मैं अभी से इस इवेंट के लिए आप सबको शुभकामनाएं तो देता हूं। लेकिन मैं इस क्षेत्र के विद्वानों को चुनौती भी देता हूं कि हम अक्टूबर के पहले ऐसा कुछ करें जो दुनिया के गरीब से गरीब देशों को अधिक से अधिक काम आए।

साथियों,

भारत के विकास की इसी रफ्तार को देखकर कहा जाता है ये decade, भारत का tech-ade है। भारत का टेलीकॉम और डिजिटल मॉडल smooth है, secure है, transparent है और trusted and tested है। साउथ एशिया के सभी मित्र देश इसका लाभ उठा सकते हैं। मेरा विश्वास है, ITU का ये सेंटर इसमें एक अहम भूमिका निभाएगा। मैं फिर एक बार इस महत्वपूर्ण अवसर पर विश्व के अनेक देशों के महानुभाव यहां आए हैं, उनका स्वागत भी करता हूं और आप सबको भी अनेक-अनेक शुभकामनाएं देता हूं।

बहुत-बहुत धन्यवाद!