ଇଟାଲୀୟ ବିଶ୍ୱବିଦ୍ୟାଳୟଗୁଡିକର ବହୁ ଭାରତତତ୍ୱବିଦ୍ ଓ ସଂସ୍କୃତଜ୍ଞମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଟି ଆଲୋଚନା କରିଛନ୍ତି ।
ଭାରତୀୟ ସଂସ୍କୃତି, ସାହିତ୍ୟ, ଯୋଗାଭ୍ୟାସ ଏବଂ ଆୟୁର୍ବେଦ ପ୍ରତି ସେମାନଙ୍କ ଆଗ୍ରହ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ସହ ଭାରତ ଓ ଇଟାଲୀ ସମ୍ପର୍କ ମଜବୁତ କରିବାରେ ସେମାନେ ତୁଲାଇଥିବା ଭୂମିକାକୁ ପ୍ରଶଂସା କରିଥିଲେ ।


