ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚେତୀ ଚାନ୍ଦ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି-

ବିଶେଷ କରି ସିନ୍ଧି ସମ୍ପ୍ରଦାୟ ଲୋକଙ୍କୁ ଚେତୀ ଚାନ୍ଦର ଶୁଭେଚ୍ଛା, । ଭଗବାନ ଝୁଲେଲାଲଙ୍କ ସ୍ଵତନ୍ତ୍ର ଆଶୀର୍ବାଦ ସବୁବେଳେ ଆମପ୍ରତି ରହିଥାଉ । ଆଗାମୀ ବର୍ଷ ସମସ୍ତଙ୍କ ଆଶା ପୂର୍ଣ୍ଣ ହେଉ ବୋଲି ମୁଁ ପ୍ରାର୍ଥନା କରୁଛି” ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
DPIIT Releases BHAVYA Scheme Guidelines To Develop 100 Industrial Parks With Rs 33,660 Crore Investment Push

Media Coverage

DPIIT Releases BHAVYA Scheme Guidelines To Develop 100 Industrial Parks With Rs 33,660 Crore Investment Push
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 24, 2026
May 24, 2026

Strength, Growth & Global Trust: How PM Modi is Transforming India Across Frontiers