ଭାରତ –ରୁଷିଆ ସ୍ୱତନ୍ତ୍ର ଏବଂ ବିଶେଷ ମାନ୍ୟତା ବହନ କରୁଥିବା ରଣନୀତିକ ସହଭାଗିତାକୁ ସୁଦୃଢ଼ କରିବା ନିମନ୍ତେ ବ୍ୟକ୍ତ କଲେ ପ୍ରତିବଦ୍ଧତା
ରୁଷିଆର ବର୍ତ୍ତମାନର ବ୍ରିକ୍ସ ସଂଗଠନ ଅଧ୍ୟକ୍ଷତା ଅବଧି ପାଇଁ ପ୍ରଧାନମନ୍ତ୍ରୀ ଜଣାଇଲେ ବଧେଇ
ରୁଷିଆ ରାଷ୍ଟ୍ରପତି ମହାମହୀମ ଶ୍ରୀ ଭ୍ଳାଦିମିର ପୁଟିନଙ୍କ ଠାରୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ୍ ଯୋଗେ ଅଭିନନ୍ଦନ ବାର୍ତ୍ତା ପାଇଛନ୍ତି ।

ରୁଷିଆ ରାଷ୍ଟ୍ରପତି ମହାମହୀମ ଶ୍ରୀ ଭ୍ଳାଦିମିର ପୁଟିନଙ୍କ ଠାରୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ୍ ଯୋଗେ ଅଭିନନ୍ଦନ ବାର୍ତ୍ତା ପାଇଛନ୍ତି ।
ଦେଶରେ ସଦ୍ୟ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ତାଙ୍କର ସଫଳତା ଏବଂ ତୃତୀୟ ଥର ପାଇଁ ତାଙ୍କର ପ୍ରଧାନମନ୍ତ୍ରୀତ୍ୱ ନିମନ୍ତେ ରାଷ୍ଟ୍ରପତି ଶ୍ରୀ ପୁଟିନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
ଉଭୟ ନେତା ସହମତ ପ୍ରକଟ କରିଛନ୍ତି ଯେ ମିଳିତ ଭାବ ସେମାନେ ସମସ୍ତ କ୍ଷେତ୍ରରେ ଭାରତ- ରୁଷିଆ ସ୍ୱତନ୍ତ୍ର ଏବଂ ବିଶେଷ ମାନ୍ୟତା ବହନକାରୀ ରଣନୀତିକ ସହଭାଗିତାକୁ ସୁଦୃଢ଼ କରିବା ସହିତ ଆଗକୁ ଆଗେଇ ନେବା ନିମନ୍ତେ କାର୍ଯ୍ୟ କରିବେ ।
ରୁଷିଆ ଅଧ୍ୟକ୍ଷତାରେ ୨୦୨୪ ମସିହାରେ ବ୍ରିକ୍ସ ସଂଗଠନର କାର୍ଯ୍ୟ ଜାରି ରହିଥିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରପତି ପୁଟିନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି ।
ଉଭୟ ନେତା ନିୟମିତ ଭାବରେ ପରସ୍ପର ସହିତ ସମ୍ପର୍କରେ ରହିବେ ବୋଲି ସହମତ ହୋଇଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Womaniya' initiative of GeM, sees 27.6% growth, Rs 28,000 crore contracts awarded to women MSEs

Media Coverage

Womaniya' initiative of GeM, sees 27.6% growth, Rs 28,000 crore contracts awarded to women MSEs
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Mahatma Phule in Parliament Complex
April 11, 2026

Prime Minister Shri Narendra Modi today paid homage to Mahatma Phule in the Parliament complex on the occasion of his birth anniversary.

The Prime Minister wrote on X:

"Paid homage to Mahatma Phule in the Parliament complex. May his ideals continue to give strength and hope to countless people."

“संसदेच्या आवारात महात्मा फुले यांना आदरांजली वाहिली. त्यांचे आदर्श असंख्य लोकांना बळ आणि उमेद देत राहोत हीच कामना.”

 

 संसदेच्या आवारात महात्मा फुले यांना आदरांजली वाहिली. त्यांचे आदर्श असंख्य लोकांना बळ आणि उमेद देत राहोत हीच कामना. pic.twitter.com/XChqECjlOT