We greet the Election Commission and salute their important role in our democracy: PM on Voters' Day
Elections are celebrations of democracy. They communicate the will of the people, which is supreme in a democracy: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ମତଦାତା ଦିବସ ଅବସରରେ ଦେଶର ନାଗରିକମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ନିର୍ବାଚନକୁ ଲୋକତନ୍ତ୍ରର ଉତ୍ସବ ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ସବୁ ଯୋଗ୍ୟ ମତଦାତା ନିର୍ବାଚନ ବେଳେ ନିଜର ଭୋଟଦାନ ଅଧିକାର ସାବ୍ୟସ୍ତ କରିବାକୁ ନିବେଦନ କରିଛନ୍ତି । 18-ବର୍ଷରେ ପଦାର୍ପଣ କରୁଥିବା ଯୁବ ମତଦାତାମାନେ ନିଜ ନିଜର ନାମ ଭୋଟର ତାଲିକାରେ ଦରଜ କରାଇବାକୁ ସେ ଆହ୍ଵାନ ଦେଇଛନ୍ତି ।

“ଜାତୀୟ ମତଦାତା ଦିବସରେ ଆପଣମାନଙ୍କୁ ଅଭିନନ୍ଦନ । ନିର୍ବାଚନ ଆୟୋଗଙ୍କୁ ଶୁଭକାମନା ଏବଂ ଆମ ଗଣତନ୍ତ୍ରରେ ଆୟୋଗଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକାକୁ ଆମେ ସମ୍ମାନ ଜଣାଉଛୁ ।

ନିର୍ବାଚନ ହେଉଛି ଲୋକତାନ୍ତ୍ରିକ ଉତ୍ସବ । ଗଣତନ୍ତ୍ରର ସର୍ବେସର୍ବା ଭାବେ ବିବେଚିତ ଜନତାଙ୍କ ଜନାଦେଶ ଏଥିରେ ପ୍ରତିଫଳିତ ହୋଇଥାଏ ।

ପ୍ରତ୍ୟେକ ଯୋଗ୍ୟ ପୁରୁଷ ଓ ମହିଳା ମତଦାତା ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ମୁଁ ନିବେଦନ କରୁଛି ଏବଂ 18-ବର୍ଷ ବୟସରେ ପଦାର୍ପଣ କରୁଥିବା ମୋର ଯୁବ ବନ୍ଧୁମାନଙ୍କୁ ଭୋଟର ତାଲିକାରେ ନାମ ଦର କରାଇବାକୁ ଆହ୍ଵାନ ଦେଉଛି,” ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's new FTA playbook looks beyond trade and tariffs to investment ties

Media Coverage

India's new FTA playbook looks beyond trade and tariffs to investment ties
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 14, 2026
January 14, 2026

Viksit Bharat Rising: Economic Boom, Tech Dominance, and Cultural Renaissance in 2025 Under the Leadership of PM Modi