PM visits Himachal Pradesh, lays foundation stone for AIIMS at Bilaspur

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳ ପ୍ରଦେଶର ବିଳାସପୁର ଗସ୍ତ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ବିଳାସପୁରଠାରେ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ(AIIMS)ର ଆଧାରଶିଳା ସ୍ଥାପନ କରିଛନ୍ତି । 750 ଟି ଶଯ୍ୟା ବିଶିଷ୍ଟ ଏହି ଚିକିତ୍ସାଳୟକୁ ପ୍ରାୟ 1350 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ । ଚିକିତ୍ସା ସେବା ବ୍ୟତୀତ ଏହି ପ୍ରତିଷ୍ଠାନ ସ୍ନାତକ ଏବଂ ସ୍ନାତକୋତ୍ତର ମେଡିକାଲ ତଥା ନର୍ସିଂ ପାଠ୍ୟକ୍ରମ ପ୍ରଦାନ କରିବ । ପ୍ରାଥମିକ ଚିକିତ୍ସା ସେବା ଲାଗି ଡିଜିଟାଲ ନର୍ଭ କେନ୍ଦ୍ରର ପ୍ରାରମ୍ଭ କରିବା ନେଇ ପ୍ରଧାନମନ୍ତ୍ରୀ ଏକ ଫଳକ ମଧ୍ୟ ଉନ୍ମୋଚନ କରିଥିଲେ ।

ପ୍ରଧାନମନ୍ତ୍ରୀ ଉନାଠାରେ ଭାରତୀୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ(IIIT)ର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ ।

 

 

ସେହିଭଳି ଶ୍ରୀ ନରେନ୍ଦ୍ର ମୋଦୀ କାଙ୍ଗ୍ରାର କାନ୍ଦ୍ରୋରୀଠାରେ ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ(ସେଲ) ଅଧୀନସ୍ଥ ଏକ ଇସ୍ପାତ ପ୍ରକ୍ରୀୟାକରଣ ୟୁନିଟକୁ ମଧ୍ୟ ଉଦ୍ଘାଟନ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inaugurates Northeast’s first Emergency Landing Facility in Moran. Why it matters?

Media Coverage

PM Modi inaugurates Northeast’s first Emergency Landing Facility in Moran. Why it matters?
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 15, 2026
February 15, 2026

Visionary Leadership in Action: From AI Global Leadership to Life-Saving Reforms Under PM Modi