ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ସ୍ୱାର୍ଥର ସୁରକ୍ଷା ତଥା ଭାରତର ଦୀର୍ଘକାଳୀନ ସୁରକ୍ଷା ଏବଂ ବିକାଶ ଲକ୍ଷ୍ୟକୁ ଆଗକୁ ନେବାରେ ରଣନୈତିକ ଜ୍ଞାନ, ସଂଯମତା ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନର ସ୍ଥାୟୀ ମୂଲ୍ୟ ଉପରେ ଆଲୋକପାତ କରିଛନ୍ତି।
ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଏକ ସଂସ୍କୃତ ଉକ୍ତି ଉଲ୍ଲେଖ କରି ଲେଖିଛନ୍ତି:
“ସୁଦୁର୍ବଲଂ ନାବଜାନାତି କାଞ୍ଚିଦ୍ ଯୁକ୍ତୋ ରିପୁଂ ସେବତେ ବୁଦ୍ଧିପୂର୍ବମ ।
ନ ବିଗ୍ରହଂ ରୋଚୟତେ ବାଲାସ୍ଥୈଃ କାଲେ ଚ ୟୋ ବିକ୍ରମତେ ସ ଧିର :। ”
सुदुर्बलं नावजानाति कञ्चिद् युक्तो रिपुं सेवते बुद्धिपूर्वम्।
— Narendra Modi (@narendramodi) December 11, 2025
न विग्रहं रोचयते बलस्थैः काले च यो विक्रमते स धीरः॥ pic.twitter.com/OiRZQoKaMU


