ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଅ।ରେ ୬ ମଇ ୨୦୨୨ ରେ ଜୈନ ଆନ୍ତର୍ଜାତୀୟ ବାଣିଜ୍ୟ ସଂଗଠନର "ଜେଆଇଟିଓ କନେକ୍ଟ ୨୦୨୨” ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ ।

ଜୈନ ଆନ୍ତର୍ଜାତୀୟ ବାଣିଜ୍ୟ ସଂଗଠନ (ଜେଆଇଟିଓ) ହେଉଛି ବିଶ୍ୱ ବ୍ୟାପୀ ଜୈନମାନଙ୍କୁ ସଂଯୋଗ କରୁଥିବା ଏକ ବିଶ୍ୱସ୍ତରୀୟ ସଂଗଠନ । ପାରସ୍ପରିକ ଯୋଗାଯୋଗ ଏବଂ ବ୍ୟକ୍ତିଗତ ଆଲୋଚନା ମାଧ୍ୟମରେ ବ୍ୟବସାୟ ଏବଂ ଶିଳ୍ପକୁ ସାହାଯ୍ୟ କରିବାକୁ ଜେଆଇଟିଓ ସଂଯୋଗ ହେଉଛି ଏକ ପ୍ରୟାସ ।  “ଜେଆଇଟିଓ କନେକ୍ଟ ୨୦୨୨” ତିନି ଦିନିଆ କାର୍ଯ୍ୟକ୍ରମ ପୁଣେର ଗଙ୍ଗାଧାମ ଆନେକ୍ସରେ ମଇ ୬ ରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଏବଂ ଏଥିରେ ବ୍ୟବସାୟ ଓ ଅର୍ଥନୀତି ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ଏକାଧିକ ଅଧିବେଶନ ଅନ୍ତର୍ଭୁକ୍ତ ରହିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India remains fastest-growing major economy, domestic investors power market resilience

Media Coverage

India remains fastest-growing major economy, domestic investors power market resilience
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 14, 2026
March 14, 2026

Heartening Resolve Meets Bold Action: PM Modi's Transformative Push for a Developed Assam.