ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୧,୨୦୨୧ରେ ଅପରାହ୍ନ ୪.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ଶିଳ୍ପ ସଂଘ (ସିଆଇଆଇ)ର ବାର୍ଷିକ ବୈଠକ ୨୦୨୧ରେ ଉଦବୋଧନ ଦେବେ । ଏହି ବୈଠକର ବିଷୟବସ୍ତୁ ରହିଛି ଇଣ୍ଡିଆ@ ୭୫: ଗଭର୍ଣ୍ଣମେଣ୍ଟ ଆଣ୍ଡ ବିଜିନେସ ଓ୍ୱର୍କିଂ ଟୁଗେଦର ଫର ଆତ୍ମନିର୍ଭର ଭାରତ ରହିଛି ।

ସିଆଇଆଇ ବାର୍ଷିକ ସମ୍ମିଳନୀ ୨୦୨୧ ସମ୍ପର୍କରେ

ଅଗଷ୍ଟ ୧୧-୧୨ ଦୁଇ ଦିନ ଧରି ସିଆଇଆଇ ବାର୍ଷିକ ବୈଠକ ୨୦୨୧ ଅନୁଷ୍ଠିତ ହେବ । ଏହି ବୈଠକରେ ସ୍ୱତନ୍ତ୍ର ଆନ୍ତର୍ଜାତିକ ଅତିଥି ଭାବେ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ଓ ଆର୍ଥିକ ନୀତି ସମନ୍ୱୟ ମନ୍ତ୍ରୀ ଶ୍ରୀ ହେଙ୍ଗ ସ୍ୱି କିଟ୍ ବୈଠକରେ ବକ୍ତବ୍ୟ ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମରେ ବହୁ ମନ୍ତ୍ରୀ, ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍ ଓ ଭାରତୀୟ ଶିଳ୍ପ ଜଗତର ପ୍ରମୁଖ ପ୍ରତିନିଧିମାନେ ଭାଗ ନେବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PMAY-U Nears 1.25 Crore Homes: Top 10 States With The Highest PMAY-U Completion Rates

Media Coverage

PMAY-U Nears 1.25 Crore Homes: Top 10 States With The Highest PMAY-U Completion Rates
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 24, 2026
June 24, 2026

Appreciation for PM Modi’s Vision for Holistic Growth, Furthering Technology as well as Traditions