PM salutes the brave Indian soldiers who laid down their lives to liberate Haifa in 1918

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସହିଦ ଭାରତୀୟ ଯବାନ, ଯେଉଁ ମାନେକି 1918 ର ହାଇଫା ମୁକ୍ତି ଯୁଦ୍ଧରେ ଆତ୍ମବଳି ଦେଇଥିଲେ ସେମାନଙ୍କୁ ସ୍ମରଣ କରି ଅଭିବାଦନ ଜଣାଇଛନ୍ତି ।

“ ହାଇଫା ଦିବସରେ ସାହାସୀ ଭାରତୀୟ ଯବାନମାନଙ୍କୁ ସାଲ୍ୟୁଟ କରୁଛି, ଯେଉଁମାନେ 1918 ରେ ହାଇଫା ମୁକ୍ତି ଯୁଦ୍ଧରେ ବଳିଦାନ ଦେଇଛନ୍ତି ।

ଜୁଲାଇ ମାସରେ ବ୍ୟକ୍ତିଗତ ଭାବେ ହାଇଫା ପରିଦର୍ଶନ କରି ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଥିବାରୁ ଅତ୍ୟନ୍ତ ଆନନ୍ଦିତ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।  

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026