ଆଜି ନୌସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ନୌସେନା କର୍ମଚାରୀଙ୍କୁ ଅଭିବାଦନ ଜଣାଇଛନ୍ତି ।
“ନୌସେନା ଦିବସ ଅବସରରେ ଆମେ ଆମର ସାହସୀ ନୌସେନା କର୍ମଚାରୀମାନଙ୍କୁ ଅଭିବାଦନ କରୁଛୁ । ସେମାନଙ୍କର ମୂଲ୍ୟବାନ ସେବା ଏବଂ ତ୍ୟାଗ ଆମ ଦେଶକୁ ଶକ୍ତିଶାଳୀ ଓ ସୁରକ୍ଷିତ କରିଛି, ” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
On Navy Day, we salute our courageous navy personnel. Their valuable service and sacrifice have made our nation stronger and safer. pic.twitter.com/AVe6rMIZkF
— Narendra Modi (@narendramodi) December 4, 2019


