PM Narendra Modi to visit Kazakhstan for SCO Summit
India set to become a full Member of the SCO
Look forward to deepening India’s association with the SCO, says PM Narendra Modi

କାଜାଖସ୍ତାନ ଗସ୍ତରେ ବାହାରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିମ୍ନଲିଖିତ ବିବୃତି ପ୍ରଦାନ କରିଛନ୍ତି ।

“ସାଙ୍ଘାଇ ସହଯୋଗ ସଂଗଠନ (SCO)ର 8 ଓ 9 ଜୁନରେ ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ଶିଖର ବୈଠକରେ ଯୋଗଦେବାକୁ ମୁଁ କାଜାଖସ୍ତାନର ଅସ୍ତାନା ଯାତ୍ରା କରୁଛି ।

ଏହି ବୈଠକରେ ସମସ୍ତ ପ୍ରକ୍ରିୟା ସମ୍ପନ୍ନ ହେବା ପରେ ଭାରତ ସାଙ୍ଘାଇ ସହଯୋଗ ସଂଗଠନର ପୂର୍ଣ୍ଣ ସଦସ୍ୟତା ଲାଭ କରିବ । ଏହି ସଂଗଠନ ବିଶ୍ଵର 40 ପ୍ରତିଶତ ଜନତାର ପ୍ରତିନିଧିତ୍ଵ କରୁଥିବା ବେଳେ ବିଶ୍ଵ ଜିଡିପିର 20 ପ୍ରତିଶତ କ୍ଷମତା ରଖିଛି ।

ଗତ ବର୍ଷ ତାସକେଣ୍ଟ ବୈଠକରେ ଭାରତର ପୂର୍ଣ୍ଣ ସଦସ୍ୟତା ପାଇଁ ଆମର ପ୍ରୟାସ ଆରମ୍ଭ ହୋଇଥିଲା । SCO ସହିତ ଭାରତର ସହଭାଗୀତାକୁ ମଜବୁତ କରିବା ଦିଗରେ ଆମେ ଆଗକୁ ବଢିବୁ ଯାହାକି ଆର୍ଥିକ, ଯୋଗାଯୋଗ ଏବଂ ଆତଙ୍କବାଦ ନିରୋଧି ସହଯୋଗ ଆଦି କ୍ଷେତ୍ରରେ ଆମକୁ ସହାୟତା କରିବ ।

SCO ସଦସ୍ୟମାନଙ୍କ ସହ ଆମର ଦୀର୍ଘ ଦିନର ସମ୍ବନ୍ଧ ରହିଆସିଛି । ତେବେ ଏହି ସଂଗଠନ ଜରିଆରେ ସଦସ୍ୟ ରାଷ୍ଟ୍ରମାନଙ୍କ ସହ ସଂପର୍କକୁ ଆହୁରି ଦୃଢୀଭୂତ କରିବା ପାଇଁ ଆମେ ଉତ୍ସୁକ ଯାହାକି ପାରସ୍ପରିକ ସ୍ଵାର୍ଥ, ଅଭିବୃଦ୍ଧି ଓ ଜନମଙ୍ଗଳ ଦିଗରେ ସହାୟକ ହେବ ।

ମିଳିମିଶି ଆମେ ନୂତନ ସୁଯୋଗର ସନ୍ଧାନ କରିବୁ ଯାହାକି ବିଭିନ୍ନ ଆହ୍ୱାନର ମୁକାବିଲା ତଥା ପାରସ୍ପରିକ ଆଲୋଚନାର ପ୍ରୟାସକୁ ଦ୍ଵିଗୁଣିତ କରିବ । ଏହା ଆମର ସାମୁହିକ ସମ୍ପର୍କର ବଳୟକୁ ବୃଦ୍ଧି କରିବାରେ ଯଥେଷ୍ଟ ସହାୟକ ହେବ ।

ଜୁନ 9 ତାରିଖ ସନ୍ଧ୍ୟାରେ ମୁଁ ଅସ୍ତାନା ଏକ୍ସପୋର ଉଦ୍ଘାଟନ ସମାରୋହରେ ଯୋଗଦେବି ଯାହାର ମୁଖ୍ୟ ବିଷୟବସ୍ତୁ ରହିଛି “ଭବିଷ୍ୟତର ଶକ୍ତି” ।

On evening of June 9, I will also attend the inauguration of the Astana Expo with the theme of “Future Energy”."

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Technical textiles critical to footwear sector

Media Coverage

Technical textiles critical to footwear sector
NM on the go

Nm on the go

Always be the first to hear from the PM. Get the App Now!
...
PM Modi performs Darshan and Pooja at Baba Vishwanath Temple; prays for the prosperity and good health of all countrymen
April 29, 2026

 

Prime Minister Shri Narendra Modi today performed darshan and pooja at the Baba Vishwanath Temple in Kashi, where he prayed for the happiness, prosperity, and healthy lives of the people of the nation.

"हर हर महादेव !

काशी में बाबा विश्वनाथ मंदिर में दर्शन और पूजन का सौभाग्य मिला। यहां भगवान भोलेनाथ से समस्त देशवासियों के लिए सुख-समृद्धि और आरोग्यपूर्ण जीवन की कामना की।

माँ अन्नपूर्णा एवं माँ गंगा के दर्शन से असीम शांति मिली। उनकी कृपा से हर किसी में सकारात्मक ऊर्जा का संचार हो !

काशी की जनता को पुनः नमन