ସର୍ଦ୍ଦାର ପଟେଲଙ୍କ ପୂଣ୍ୟ ତିଥିରେ ତାଙ୍କୁ ସ୍ମରଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
“ମହାନ ରାଷ୍ଟ୍ରନାୟକ ସର୍ଦ୍ଦାର ପଟେଲଙ୍କ ପୂଣ୍ୟ ତିଥିରେ ଆମେ ତାଙ୍କୁ ସ୍ମରଣ କରୁଛୁ । ଦେଶ ହିତରେ ସର୍ଦ୍ଦାର ପଟେଲଙ୍କ ଅବିସ୍ମରଣୀୟ ଓ କୀର୍ତ୍ତିମାନ ସେବା ଲାଗି ପ୍ରତ୍ୟେକ ଭାରତବାସୀ ତାଙ୍କ ନିକଟରେ ଚିରଋଣୀ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
We remember the great Sardar Patel on his Punya Tithi. Every Indian is indebted to Sardar Patel for his monumental service to our nation.
— Narendra Modi (@narendramodi) December 15, 2017


