President Pranab Mukherjee is extremely knowledgeable and extremely simple: PM Modi
Under President Pranab Mukherjee, Rashtrapati Bhavan became a 'Lok Bhavan': PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବଛା ବଛା ଅଭିଭାଷଣ ସମୂହର ଚତୁର୍ଥ ଭାଗକୁ ଉନ୍ମୋଚନ କରିଛନ୍ତି ।

ଏହି ଅବସରରେ ସମବେତ ସୁଧୀବୃନ୍ଦଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାଖରୁ ମିଳିଥିବା ମାର୍ଗ ଦର୍ଶନ ତାଙ୍କୁ ବିଶେଷ ଭାବେ ସାହାଯ୍ୟ କରିବ । ରାଷ୍ଟ୍ରପତିଙ୍କ ସହ ମିଶି ଯେଉଁମାନେ କାମ କରିଛନ୍ତି ସେମାନଙ୍କୁ ମଧ୍ୟ ଅନୁରୂପ ଅନୁଭୂତି ନିଶ୍ଚିତ ରୂପେ ଅନୁଭବ ହୋଇଥିବ ।



ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଜଣେ ବିଚକ୍ଷଣ ବିଦ୍ଵାନ ଓ ଅତୀବ ସରଳ ବ୍ୟକ୍ତିତ୍ଵ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଯେତେବେଳେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ ସରକାରୀ କାର୍ଯ୍ୟ ନେଇ ବିଚାର ବିମର୍ଶ କରିଛନ୍ତି, ସବୁ ସମୟରେ ତାଙ୍କୁ ଉଚିତ ଓ ସକାରାତ୍ମକ ଅଭିମତ ଶ୍ରୀ ମୁଖାର୍ଜୀ ପ୍ରଦାନ କରିଛନ୍ତି ବୋଲି କହିଥିଲେ ।



ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ ମଧ୍ୟରେ ରାଷ୍ଟ୍ରପତି ଭବନ “ଲୋକ ଭବନ”ରେ ପରିଣତ ହୋଇଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ରାଷ୍ଟ୍ରପତି ଭବନର ଅନେକ ଐତିହାସିକ ବିଷୟବସ୍ତୁକୁ ନଥିକରଣ ଆକାରରେ ସମୃଦ୍ଧ କରି ରଖାଯାଇଛି, ଯାହାକି ଏକ ସ୍ମରଣୀୟ ଘଟଣା । ଏଥିଲାଗି ସେ ରାଷ୍ଟ୍ରପତିଙ୍କ ଟିମ କୁ ସାଧୁବାଦ ଜଣାଇଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One App For 2,400-Plus Government Services: How UMANG Is Changing Access In India

Media Coverage

One App For 2,400-Plus Government Services: How UMANG Is Changing Access In India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 27, 2026
March 27, 2026

Relief, Revival & Rise: How PM Modi is Building a Modern, Rooted & Self-Reliant India