ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୋପାଳରେ ଶ୍ରଦ୍ଧେୟ ଶ୍ରୀ କୁଶାଭାଉ ଠାକରେଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ଭୋପାଳରେ ଶ୍ରଦ୍ଧେୟ କୁଶାଭାଉ ଠାକରେ ଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା-ସୁମନ ଅର୍ପଣ କଲି । ତାଙ୍କ ଜୀବନୀ ଦେଶବ୍ୟାପୀ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ପ୍ରେରଣା ଯୋଗାଉଛି । ସାର୍ବଜନୀକ ଜୀବନରେ ମଧ୍ୟ ତାଙ୍କ ଯୋଗଦାନ ସର୍ବଦା ସ୍ମରଣୀୟ ରହିବ ।”
भोपाल में श्रद्धेय कुशाभाऊ ठाकरे जी की प्रतिमा पर श्रद्धा-सुमन अर्पित किए। उनका जीवन देशभर के भाजपा कार्यकर्ताओं को प्रेरित करता रहा है। सार्वजनिक जीवन में भी उनका योगदान सदैव स्मरणीय रहेगा। pic.twitter.com/45Jkig9VIB
— Narendra Modi (@narendramodi) February 23, 2025


