PM Narendra Modi releases a book on the life of Late Shri Kedarnath Sahni
Corruption and black money cannot be accepted as a part of the system: PM Modi
We must think about the future of the nation and not accept any compromise on corruption: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱର୍ଗତ କେଦାରନାଥ ସାହାଣୀଙ୍କ ଜୀବନୀ ଉପରେ ଆଧାରିତ ଏକ ପୁସ୍ତକ ଆଜି ଉନ୍ମୋଚନ କରିଛନ୍ତି ।

ଏହି ଅବସରରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ଶ୍ରୀ ସାହାଣୀଙ୍କ ସମ୍ବନ୍ଧରେ ଅନେକ ଉପାଖ୍ୟାନର ସ୍ମୃତିଚାରଣ କରିବା ସହ ସମାଜ ଓ ସାଧାରଣ ଜୀବନରୁ ନୈତିକ ମୂଲ୍ୟବୋଧ ହ୍ରାସ ପାଉଥିବା ନେଇ ଚିନ୍ତା ପ୍ରକଟ କରିଥିଲେ । ପ୍ରଧାନମନ୍ତ୍ରୀ ନିଶ୍ଚିତ କରିଥିଲେ ଯେ ଦୁର୍ନୀତି ଓ କଳାଧନକୁ ସମାଜର ଅଂଶବିଶେଷ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ । ସେ ମଧ୍ୟ କହିଥିଲେ ଯେ ଆମକୁ ଦେଶର ଭବିଷ୍ୟତ ସମ୍ବନ୍ଧରେ ଚିନ୍ତା କରିବାକୁ ପଡିବ ଓ ଦୁର୍ନୀତିକୁ ନେଇ କୌଣସି ମୁଝାମଣା କରାଯିବା ଉଚିତ ନୁହେଁ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jan Dhan accounts hold Rs 2.75 lakh crore in banks: Official

Media Coverage

Jan Dhan accounts hold Rs 2.75 lakh crore in banks: Official
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 7, 2025
December 07, 2025

National Resolve in Action: PM Modi's Policies Driving Economic Dynamism and Inclusivity