PM Narendra Modi presents the National Bravery Awards to 25 children
Read as much as possible about people who have done great deeds in their lives, says the PM
Adulation & fame should never become an obstacle in future progress: PM to bravehearts

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (23.01.2017) ନୂଆଦିଲ୍ଲୀଠାରେ 25 ଜଣ ପିଲାଙ୍କୁ ରାଷ୍ଟ୍ରୀୟ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି ।

ଏହି ଅବସରରେ ପୁରସ୍କାର ବିଜେତା ପିଲାମାନଙ୍କ ସହ ମତ ବିନିମୟ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେମାନଙ୍କର ସାହସ ତତ୍କାଳ ନିଷ୍ପତ୍ତି ନେବାର ମନୋବାଞ୍ଛା ଓ ନିର୍ଭୀକତାର ପରିଚୟ ଦେଉଛି । ଏହି ପୁରସ୍କାର ସେମାନଙ୍କ ଜୀବନର ଅନ୍ତିମ ଅଭୀପ୍ସା ହେବା ଉଚିତ ନୁହେଁ ବରଂ ଏକ ମହତ୍ଵପୂର୍ଣ୍ଣ ଜୀବନର ଅୟମାରମ୍ଭ ଭାବେ ବିବେଚନା କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।

23 ଜାନୁୟାରୀ – ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିନର ମହତ୍ଵ ସମ୍ପର୍କରେ ପିଲାମାନଙ୍କୁ ସ୍ମରଣ କରାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେତେ ସମ୍ଭବ ସେମାନେ ଭଲ ପଢିବା ଉଚିତ । ବିଶେଷକରି ମହାପୁରୁଷ, ତୁଙ୍ଗ ବ୍ୟକ୍ତିତ୍ଵ, ବିଦ୍ଵାନ ଓ କ୍ରୀଡାବିତମାନଙ୍କର ଜୀବନୀ ପଢିବା ଅତ୍ୟନ୍ତ ଉପାଦେୟ । ଏଭଳି ବ୍ୟକ୍ତିତ୍ଵମାନେ ଜୀବନରେ କିଭଳି ମହାନ କାର୍ଯ୍ୟ ସବୁ କରିଛନ୍ତି ଏବଂ କେଉଁ ଢଙ୍ଗରେ ସାଫଲ୍ୟ ଅର୍ଜନ କରିଛନ୍ତି ତାହା ପିଲାମାନଙ୍କର ଧ୍ୟେୟ ହେବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାହସିକତା ହେଉଛି ମଣିଷ ମନର ଏକ ଅବସ୍ଥା । ଏକ ସୁସ୍ଥ ଶରୀର ଆମକୁ ସାହାଯ୍ୟ କରିଥାଏ କିନ୍ତୁ ମଣିଷକୁ ଆଗକୁ ବାଟ କଢାଇ ନେବାରେ ସାହାଯ୍ୟ କରେ ଦୃଢ ମନ । ତେଣୁ ଆମ ସମସ୍ତଙ୍କୁ ଜୀବନରେ ଦୃଢମନା ହେବାକୁ ପଡିବ । ବର୍ତ୍ତମାନ ସେମାନେ ଯେଉଁ ପ୍ରସିଦ୍ଧି ଓ ପ୍ରଶଂସା ଅର୍ଜନ କରିଛନ୍ତି ତାହା ସେମାନଙ୍କ ଜୀବନର ପ୍ରଗତି ପଥରେ ପ୍ରତିବନ୍ଧକ ହେବା ଉଚିତ ନୁହେଁ । ଏହି ଅବସରରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ମେନକା ଗାନ୍ଧୀ ଉପସ୍ଥିତ ଥିଲେ ।

ଭାରତୀୟ ବାଳ କଲ୍ୟାଣ ପରିଷଦ (ICCW) ପକ୍ଷରୁ ଏହି ଜାତୀୟ ସାହସିକତା ପୁରସ୍କାର ଯୋଜନା ଆରମ୍ଭ କରାଯାଇଛି । ପିଲାମାନଙ୍କ ଜୀବନରେ ସାହସିକତା, ନିର୍ଭୀକତା, ପ୍ରଶଂସନୀୟ କାର୍ଯ୍ୟ ତଥା ସମାଜକୁ ପ୍ରେରଣାଦାୟୀ ହେବା ଭଳି କାର୍ଯ୍ୟ ପ୍ରଦର୍ଶନକୁ ସ୍ଵିକୃତୀ ସ୍ୱରୂପ ପ୍ରତି ବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

Children Honoured with National Bravery Awards 2016:

1. Bharat Award to Tarh Peeju

2. Geeta Chopra Award to Tejasweeta Pradhan & Shivani Gond

3. Sanjay Chopra Award to Sumit Mamgain

4. Bapu Gaidhani Award to Roluahpuii

5. Bapu Gaidhani Award to Tushar Verma

6. Bapu Gaidhani Award to H. Lalhriatpuii

7. Neelam Dhruv

8. Sonu Mali

9. Mohan Sethy

10. Siya Vamansa Khode

11. Thanghilmang Lunkim

12. Praful Sharma

13. Tankeswar Pegu

14. Moirangthem Sadananda Singh

15. Adithyan M.P. Pillai

16. Km. Anshika Pandey

17. Binil Manjaly

18. Akshita Sharma & Akshit Sharma

19. Akhil K. Shibu

20. Naman

21. Nisha Dilip Patil

22. Badarunnisa K.P.

23. Payal Devi

Selection Committee - 2016

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
AI could contribute over $500 bn to India's economy by 2030: IBM-IndiaAI study

Media Coverage

AI could contribute over $500 bn to India's economy by 2030: IBM-IndiaAI study
NM on the go

Nm on the go

Always be the first to hear from the PM. Get the App Now!
...
List of Outcomes: Prime Minister’s Visit to the UAE
May 15, 2026

S.No.

MoU/Agreement

Objectives

1.

MoU on Strategic Collaboration between Indian Strategic Petroleum Reserves Limited (ISPRL) and Abu Dhabi National Oil Company (ADNOC)

(a) Potential ADNOC crude oil storage in India’s Strategic Petroleum Reserves upto 30 million barrels, including through its participation in facilities in Vishakhapatnam, Andhra Pradesh; and development of reserve facilities in Chandikol, Odisha.

(b) Potential storage of crude oil in Fujairah, UAE, to form part of the Indian strategic petroleum reserve;

(c) Potential collaboration in Liquid Natural Gas and Liquid Petroleum Gas storage facilities in India

2.

Strategic Collaboration Agreement between Indian Oil Limited (IOCL) Company and Abu Dhabi National Oil Company (ADNOC) on supplies of Liquified Petroleum gas (LPG)

Explore potential opportunities in the sale and purchase of LPG, including long term supply of LPG, and entry into a long-term LPG sale and purchase agreement between ADNOC Gas Limited and IOCL.

3.

Framework for the Strategic Defence Partnership

A Strategic Framework for Defence Industrial collaboration, innovation and advanced technology, training, exercises, education and doctrine, special operations and interoperability, maritime security, cyber defence, secure communications and information exchange.

4.

MoU between Cochin Shipyard Limited (CSL) and Drydocks World (DDW) on setting up Ship Repair Cluster at Vadinar

 

Cooperation for setting up a Ship Repair Cluster at Vadinar, including offshore fabrication, under the Maritime Development Fund Scheme launched by the Government of India.

5.

MoU between Cochin Shipyard Limited (CSL), Drydocks World (DDW) and Centre of Excellence in Maritime & Shipbuilding (CEMS) on Skill Development in Ship Repair

The tripartite agreement establishes a framework to mobilize, train and employ skilled maritime workforce. The MoU seeks to enhance capabilities of Indian maritime workforce and position India as a hub for skilled shipbuilding and ship repair professionals.

6.

Term Sheet for setting up 8 Exaflop Super Computing Cluster in partnership between CDAC, India and G-42, UAE

 

Pave the way for collaboration between CDAC and G-42 to set up super computing cluster as part of AI Mission India.

Announcement

7.

Investment from UAE to India

(i) Abu Dhabi Investment Authority (ADIA) and National Infrastructure & Investment Fund (NIIF) of India to explore investments upto US$ 1 bn in India’s infrastructure sector.

(ii) Emirates New Development Bank (ENBD) to invest US$ 3 billion in RBL BANK of India

(iii) International Holding Company to invest US$ 1 billion in Sammaan Capital of India.