Aviation cannot be about rich people. We have made aviation affordable and within reach of the lesser privileged: PM
PM Modi urges people to use water responsibly, and conserve every drop
From the days when handpumps were seen to be a sign of development, today the waters of Narmada River have been brought for the benefit of citizens: PM
Sursagar Dairy would bring enormous benefit to the people, says PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁରେନ୍ଦ୍ରନଗର ଜିଲ୍ଲାର ଛୋଟିଲାଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇଥିଲେ । ସେ ରାଜକୋଟ ପାଇଁ ଏକ ଗ୍ରୀନଫିଲ୍ଡ ବିମାନ ବନ୍ଦର, ଅହମ୍ମଦାବାଦ-ରାଜକୋଟ ଜାତୀୟ ରାଜପଥକୁ 6 ଲେନ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ ଏବଂ ରାଜକୋଟ-ମୋରବୀ ରାଜ୍ୟ ରାଜପଥକୁ 4 ଲେନକୁ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। ସେ ମଧ୍ୟ ଏକ ପୂର୍ଣ୍ଣ ସ୍ୱୟଂଚାଳିତ ଦୁଗ୍ଧ ପ୍ରକ୍ରିୟାକରଣ ଓ ପ୍ୟାକେଜିଂ ପ୍ଳାଣ୍ଟ ଏବଂ ସୁରେନ୍ଦ୍ରନଗରର ଜୋରାବ ନଗର ଓ ରତନପୁର ପାଇଁ ପାନୀୟ ଜଳ ଯୋଗାଣ ପାଇପ ଲାଇନ୍ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୁରେନ୍ଦ୍ରନଗର ଜିଲ୍ଲାରେ ଏକ ବିମାନ ବନ୍ଦର ନିର୍ମାଣ କରାଯିବା କଳ୍ପନା ବାହାରେ ଥିଲା । ସେ କହିଥିଲେ ଯେ ଏହିପରି ବିକାଶମୂଳକ କାର୍ଯ୍ୟ ନାଗରିକଙ୍କୁ ସଶକ୍ତ କରିଥାଏ ।

 

ସେ କହିଥିଲେ ଯେ ବିମାନ ସେବା କେବଳ ଧନୀକଙ୍କ ପାଇଁ ହୋଇପାରିବ ନାହିଁ । ଆମେ ବିମାନ ସେବାକୁ ଶସ୍ତା କରିଛୁ ଏବଂ କମ୍ ସୁବିଧା ଥିବା ଲୋକମାନଙ୍କ ପହଞ୍ଚକୁ ଆଣିପାରିଛୁ ବୋଲି ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକାଶର ପରିଭାଷା ଏବେ ବଦଳିଯାଇଛି । ପୂର୍ବରୁ ହାତପମ୍ପକୁ ବିକାଶର ପ୍ରତୀକ ଭାବେ ଦେଖାଯାଉଥିଲା, ଆଜି ନର୍ମଦା ନଦୀର ଜଳ ଲୋକମାନଙ୍କ କଲ୍ୟାଣରେ ଲାଗି ପାରୁଛି । ସେ କହିଥିଲେ ଯେ ସୁରେନ୍ଦ୍ରନଗର ଜିଲ୍ଲାବାସୀ ନର୍ମଦା ନଦୀ ଜଳ ଦ୍ୱାରା ବହୁଳ ଭାବେ ଉପକୃତ ହୋଇପାରିବେ । ଦାୟିତ୍ୱସମ୍ପନ୍ନ ହୋଇ ଜଳ ବ୍ୟବହାର କରିବା ଏବଂ ପ୍ରତ୍ୟେକ ବୁନ୍ଦା ଜଳ ସଂରକ୍ଷଣ କରିବା ଲାଗି ସେ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୁରସାଗର ଡାଏରୀ ଲୋକମାନଙ୍କୁ ବିପୁଳ ଲାଭ ପହଂଚାଇପାରିବ । ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ କିଭଳି ଉତ୍ତମ ଏବଂ ସୁରକ୍ଷିତ ସଡ଼କ ନିର୍ମାଣ ପାଇଁ ପ୍ରୟାସ କରିଥିଲେ ସେ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ମନେ ପକାଇ ଦେଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Manufacturing emerges as new growth engine for India’s GCC office demand

Media Coverage

Manufacturing emerges as new growth engine for India’s GCC office demand
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam applauding the courage and perseverance of India's Youth
July 20, 2026

The Prime Minister, Shri Narendra Modi, shared a Sanskrit Subhashitam applauding the courage and perseverance of India's Youth:

"प्राप्यापदं न व्यथते कदाचिदुद्योगमन्विच्छति चाप्रमत्तः।

दुःखं च काले सहते महात्मा धुरन्धरस्तस्य जिताः सपत्नाः॥"

Shri Modi said that our youth is achieving historic success through their courage, self-confidence, and relentless hard work, and this is the greatest strength of a rapidly developing India.

The Prime Minister posted on X:

आज हमारे युवा साथी धैर्य, आत्मविश्वास और अथक परिश्रम से ऐतिहासिक सफलता हासिल कर रहे हैं। यही विकसित हो रहे भारत की सबसे बड़ी ताकत है।

प्राप्यापदं न व्यथते कदाचिदुद्योगमन्विच्छति चाप्रमत्तः।

दुःखं च काले सहते महात्मा धुरन्धरस्तस्य जिताः सपत्नाः॥