Nobel Prize is the world’s recognition at the highest level for creative ideas, thought and work on fundamental science: PM
Government has a clear vision of where we want India to be in the next 15 years: PM Modi
Our vision in Science and Technology is to make sure that opportunity is available to all our youth: PM Modi
Our scientists have been asked to develop programmes on science teaching in our schools across the country. This will also involve training teachers: PM
India offers an enabling and unique opportunity of a large demographic dividend and the best teachers: PM Modi
Science & technology has emerged as one of the major drivers of socio-economic development: PM

ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ,

ମୋର ସହଯୋଗୀ କେନ୍ଦ୍ରମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ,

ସ୍ୱିଡେନର ମନ୍ତ୍ରୀ ମହାମହିମ ଆନ୍ନା ଏକଷ୍ଟ୍ରମ୍,

ଉପମୁଖ୍ୟମନ୍ତ୍ରୀ ଶ୍ରୀ ନିତିନଭାଇ ପଟେଲ,

ଗଣମାନ୍ୟ ନୋବେଲ ବିଜେତାଗଣ,

ନୋବେଲ ଫାଉଣ୍ଡେସନର ଉପସଭାପତି ଡଃ ଗୋରାନ୍ ହାନ୍ସନ୍

ପ୍ରିୟ ବୈଜ୍ଞାନିକବୃନ୍ଦ

ଦେବୀ ଓ ସଜ୍ଜନମଣ୍ଡଳୀ

ଶୁଭ ସନ୍ଧ୍ୟା!

ମୁଁ ପ୍ରଥମେ ଭାରତ ସରକାରଙ୍କ ଜୈବପ୍ରଯୁକ୍ତିବିଦ୍ୟା ବିଭାଗ, ଗୁଜରାଟ ସରକାର ଓ ନୋବେଲ ମିଡ଼ିଆକୁ ଅଭିନନ୍ଦନ ଜଣାଉଛି ଯେଉଁମାନେ 5 ସପ୍ତାହ ପାଇଁ ସାଇନ୍ସ ସିଟିକୁ ଏହି ପ୍ରଦର୍ଶନୀ ଆଣିଛନ୍ତି ।

ମୁଁ ପ୍ରଦର୍ଶନୀ ଆରମ୍ଭ ହେଲା ବୋଲି ଘୋଷଣା କରୁଛି ଓ ସମସ୍ତଙ୍କୁ ଏହା ଅନୁଭବ କରିବାର ସୁଯୋଗ ମିଳିବ ବୋଲି ଆଶା କରୁଛି ।

ନୋବେଲ ପୁରସ୍କାରକୁ ରଚନାତ୍ମକ ବିଚାର, ଚିନ୍ତାଧାରା ଓ ମୌଳିକ ବିଜ୍ଞାନ ପାଇଁ ବିଶ୍ୱର ସର୍ବୋଚ୍ଚ ମାନ୍ୟତା ମିଳିଛି ।

ପୂର୍ବରୁ ଅତିବେଶୀରେ ଜଣେ, ଦୁଇଜଣ ଅବା ତିନିଜଣ ନୋବେଲ ବିଜେତା ଭାରତ ଗସ୍ତରେ ଆସୁଥିଲେ ଆଉ ଏଠାକାର ଛାତ୍ରଛାତ୍ରୀ ଓ ବୈଜ୍ଞାନିକମାନଙ୍କ ସହ ସୀମିତ ଭାବେ କଥାବାର୍ତ୍ତାର ସୁଯୋଗ ମିଳୁଥିଲା ।

କିନ୍ତୁ ଆଜି ଆମେ ଗୁଜରାଟରେ ନୋବେଲ ବିଜେତାମାନଙ୍କ ବହୁଳ ଉପସ୍ଥିତି ଏକ ଇତିହାସ ସୃଷ୍ଟି କରିଛୁ । ଏଠି ଉପସ୍ଥିତ ସମସ୍ତ ବିଜେତାଙ୍କୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଆପଣମାନେ ଭାରତର ମୂଲ୍ୟବାନ ବନ୍ଧୁ । ଆପଣମାନଙ୍କ ମଧ୍ୟରୁ କିଛି ଏଠାକୁ ପୂର୍ବରୁ ଅନେକଥର ଆସିଥିବେ । ଆପଣଙ୍କ ଭିତରୁ କେହି ଏଠି ଜନ୍ମ ନେଇଥିବେ ଓ ଭଦୋଦରାରେ ବି ବଢ଼ିଥିବେ ।

ଆଜି ଏଠି ଆମର ଅନେକ ଯୁବ ଛାତ୍ରଛାତ୍ରୀଙ୍କୁ ଦେଖି ମୁଁ ଆନନ୍ଦିତ । ଆଗାମୀ ସପ୍ତାହରେ ଏହି ସାଇନ୍ସ ସିଟିକୁ ବୁଲି ଦେଖିବା ପାଇଁ ନିଜର ବନ୍ଧୁ ଓ ପରିବାରଙ୍କୁ ଅନୁରୋଧ କରିବାକୁ ମୁଁ ଆପଣମାନଙ୍କୁ ଆହ୍ୱାନ ଜଣାଉଛି । ଆମର ଛାତ୍ରଛାତ୍ରୀମାନେ ଆପଣମାନଙ୍କ ସହ କଥାବାର୍ତ୍ତାର ଅସାଧାରଣ ଅନୁଭୂତି ସାଉଁଟିପାରିବେ । ଏହା ସେମାନଙ୍କୁ ନୂଆ ଓ ଉଲ୍ଲେଖନୀୟ ଚାଲେଞ୍ଜ ଗ୍ରହଣ କରିବା ପାଇଁ ଉତ୍ସାହିତ କରିବ ଯାହା ଆମର ସାମଗ୍ରିକ ଭବିଷ୍ୟତ ପାଇଁ ଚାବିକାଠି ହେବ ।

ମୁଁ ଦୃଢ଼ ଆଶାବାଦୀ ଯେ ଏହି ପ୍ରଦର୍ଶନୀ ଓ ଶୃଙ୍ଖଳା ନିଶ୍ଚିତ ଭାବେ ଆପଣମାନେ ଓ ଆମ ଛାତ୍ରଛାତ୍ରୀ, ବିଜ୍ଞାନ ଶିକ୍ଷକ ଓ ଆମର ବୈଜ୍ଞାନିକମାନଙ୍କ ମଧ୍ୟରେ ସୁଦୃଢ଼ ସେତୁ ହେବ । ଆଗାମୀ 15 ବର୍ଷ ମଧ୍ୟରେ ଭାରତ କେଉଁଠି ରହିବାକୁ ଚାହୁଁଛି ତାକୁ ନେଇ ମୋ’ ସରକାରର ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ରହିଛି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ହେଉଛି ଏହାର କେନ୍ଦ୍ର ଯାହାକି ଏହି ଦୃଷ୍ଟିଭଙ୍ଗୀକୁ ରଣନୀତି ଓ କାର୍ଯ୍ୟରେ ପରିବର୍ତ୍ତିତ କରିବ ।

ବିଜ୍ଞାନ ଓ ପ୍ରଯୁକ୍ତବିଦ୍ୟା ଦ୍ୱାରା ଆମର ସମସ୍ତ ଯୁବଗୋଷ୍ଠୀଙ୍କ ପାଖରେ ସୁନିଶ୍ଚିତ ଭାବେ ସୁଯୋଗ ଉପଲବ୍ଧ କରାଇବା ହେଉଛି ଆମର ଲକ୍ଷ୍ୟ । ସେହି ପ୍ରଶିକ୍ଷଣ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତି ମାଧ୍ୟମରେ ଆମର ଯୁବ ବର୍ଗଙ୍କୁ ଭଲ ସ୍ଥାନରେ ନିଯୁକ୍ତି ମିଳିପାରିବ । ଭାରତ ବିଜ୍ଞାନର ମହାନ ସ୍ଥଳୀ ପାଲଟିବା ଉଚିତ । ଆମକୁ ଗଭୀର ସମୁଦ୍ରରେ ଅନ୍ୱେଷଣ ଓ ସାଇବର ସିଷ୍ଟମ ଭଳି ପ୍ରେରଣାଦାୟକ ଚାଲେଞ୍ଜ ନେବାକୁ ପଡ଼ିବ ।

ଆମ ପାଖରେ ଏକ ଯୋଜନା ଅଛି ଯାହା ଏହି ଲକ୍ଷ୍ୟକୁ କାର୍ଯ୍ୟ ଆଡ଼କୁ ନେଇଯିବ ।

ସମଗ୍ର ଦେଶର ସ୍କୁଲଗୁଡ଼ିକ ପାଇଁ ଆମର ବୈଜ୍ଞାନିକମାନଙ୍କୁ ବିଜ୍ଞାନ ଶିକ୍ଷାର କାର୍ଯ୍ୟକ୍ରମ ବିକଶିତ କରିବାକୁ କୁହାଯାଇଛି । ଏହା ବି ଶିକ୍ଷକମାନଙ୍କୁ ପ୍ରଶିକ୍ଷିତ କରାଇବ । ପରବର୍ତ୍ତୀ ସ୍ତରରେ ସେମାନଙ୍କୁ ଉଭୟ ଦକ୍ଷତା ଓ ଉଚ୍ଚ ଜ୍ଞାନକୌଶଳ ପ୍ରଶିକ୍ଷଣ ପାଇଁ ନୂଆ କାର୍ଯ୍ୟକ୍ରମ ପ୍ରସ୍ତୁତ ନିମନ୍ତେ କୁହାଯିବ । ଏସବୁ କାର୍ଯ୍ୟକ୍ରମ ଦ୍ୱାରା ନୂଆଜ୍ଞାନର ଅର୍ଥବ୍ୟବସ୍ଥାରେ ନିଯୁକ୍ତି ମିଳିପାରିବ ଓ ପ୍ରଭାବଶାଳୀ ଉଦ୍ୟୋଗୀ କରାଇବ ତଥା ବୈଜ୍ଞାନିକମାନଙ୍କ ସମ୍ପର୍କରେ ଭାବିବାକୁ ପଡ଼ିବ । ଆପଣମାନଙ୍କୁ ବିଶ୍ୱର ଯେକୌଣସି ସ୍ଥାନରେ ପ୍ରତିଯୋଗିତାମୂଳକ ପଦବୀ ଓ ନିଯୁକ୍ତି ନିମନ୍ତେ ସକ୍ଷମ କରାଇବ ।

ତା’ପରେ ଆମର ବୈଜ୍ଞାନିକମାନଙ୍କୁ ସହରର ଗବେଷଣାଗାରଗୁଡ଼ିକ ସହ ସଂଯୁକ୍ତ କରାଯିବ । ଆପଣମାନେ ନିଜର ଜ୍ଞାନରୂପକ ସମ୍ବଳ, ସେମିନାର ଅନୁଭୂତି, ଉପକରଣ ଓ ଚିନ୍ତାଧାରାକୁ ବାଣ୍ଟି ପାରିବେ । ଏହା ବିଜ୍ଞାନ କ୍ଷେତ୍ରରେ ଆମକୁ ଅଧିକ କିଛି କରିବା ଓ ଭଲ ସହଭାଗୀ କରାଇବାକୁ ଅନୁମତି ଦେବ ।

ଆମର ବିଜ୍ଞାନ ଏଜେନ୍ସୀଗୁଡ଼ିକ ବିଜ୍ଞାନଭିତ୍ତିକ ଉଦ୍ୟୋଗକୁ ସମ୍ପ୍ରସାରିତ କରିବ ଓ ପ୍ରତ୍ୟେକ ରାଜ୍ୟରେ ସ୍ଥାନୀୟ ଆବଶ୍ୟକତା ଅନୁସାରେ ବୃହତ୍ ଭାବେ ବ୍ୟବସାୟକରଣ ହୋଇପାରିବ । ଏହାପରେ ଆପଣଙ୍କ ଷ୍ଟାର୍ଟଅପ୍ ଓ ଉଦ୍ୟୋଗ ବିଶ୍ୱସ୍ତରରେ ପ୍ରତିଯୋଗିତା କରିପାରିବ ।

ଏଥିପାଇଁ ଚଳିତବର୍ଷ ନିଶ୍ଚିତ ଭାବେ ମଞ୍ଜି ବୁଣାଯିବ ଓ ଶୀଘ୍ର କେମିତି ଫଳ ଆସିବ ତାହା ଆମେ ଦେଖିବୁ । ମୋର ଯୁବ ବନ୍ଧୁମାନେ, ଆପଣମାନେ ହେଉଛନ୍ତି ଭାରତ ଓ ବିଶ୍ୱର ଭବିଷ୍ୟତ । ବୃହତ୍ ଜନସଂଖ୍ୟାର ଫାଇଦା ଓ ଶ୍ରେଷ୍ଠ ଶିକ୍ଷକ ଦେବାରେ ଭାରତରେ ସାମର୍ଥ୍ୟ ଓ ଅଭିନବ ସୁଯୋଗ ରହିଛି । ଯୁବ ଛାତ୍ରଛାତ୍ରୀମାନେ ଜ୍ଞାନ ଓ ଅଭିଜ୍ଞତାକୁ ପରିପୁଷ୍ଟିକରଣ କରିବାର ଧାରା ପାଲଟିଛନ୍ତି । ଏହା ହିଁ ହେଉଛି ତୁମମାନଙ୍କର ପ୍ରଶିକ୍ଷଣ ଓ ଭବିଷ୍ୟତ ।

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ଧନ୍ୟବାଦ ଯେ ମାନବଜାତି ଏବେ ପ୍ରସ୍ଫୁଟିତ ହେଉଛି । ମାନବ ଇତିହାସରେ ବହୁଳ ଭାବେ ଜୀବନର ଗୁଣବତ୍ତାର ଆନନ୍ଦ ଉଠାଉଛନ୍ତି । ଏବେ ବି ଭାରତରେ ଅନେକଙ୍କୁ ଦାରିଦ୍ର୍ୟ ସୀମାରୁ ଉପରକୁ ଉଠାଇବାର ଚାଲେଞ୍ଜ ରହିଛି । ତୁମେମାନେ ଖୁବଶୀଘ୍ର ବୈଜ୍ଞାନିକ ହେବ ଓ ନିଶ୍ଚିତ ଭାବେ ଏହି ଚାଲେଞ୍ଜ ପ୍ରତି ଅବହେଳା କରିବ ନାହିଁ ।

ଆମର ବିଜ୍ଞାନର ପରିପକ୍ୱତା ପ୍ରକାରାନ୍ତରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିଜ୍ଞ ଉପଯୋଗ ମାଧ୍ୟମରେ ଏହି ଗ୍ରହର ସୁରକ୍ଷା ପ୍ରତି ଆମ ଦାୟିତ୍ୱର ଆକଳନ କରିବ । ତୁମେମାନେ ଖୁବଶୀଘ୍ର ବୈଜ୍ଞାନିକ ହେବ ଓ ଏହି ଗ୍ରହର ରକ୍ଷକ ପାଲଟିବ ।

ସାଇନ୍ସ ସିଟି ଓ ନୋବେଲ ପ୍ରଦର୍ଶନୀରୁ ଆମକୁ ନିଶ୍ଚିତ ଭାବେ କିଛି ଫଳାଫଳ ଗ୍ରହଣ କରିବାକୁ ପଡ଼ିବ । ସାମାଜିକ ଓ ଅର୍ଥନୀତିକ ବିକାଶରେ ବିଜ୍ଞାନ ଓ ପ୍ରଯୁକ୍ତବିଦ୍ୟା ବିଶ୍ୱସ୍ତରରେ ଏକ ପ୍ରମୁଖ କାରକ ଭାବେ ଉଭା ହୋଇଛି । ଦ୍ରୁତ ଅଭିବୃଦ୍ଧି କରୁଥିବା ଭାରତୀୟ ଅର୍ଥବ୍ୟବସ୍ଥାରେ ବି ବୈଜ୍ଞାନିକ ହସ୍ତକ୍ଷେପର ସମ୍ଭାବନା ବଢ଼ିଛି ।

ନୋବେଲ ପୁରସ୍କାର ପ୍ରଦର୍ଶନୀ ଶୃଙ୍ଖଳାରୁ ମୁଁ 3 ଟି ସୁପରିଣାମ ଦେଖିବାକୁ ଚାହୁଁଛୁ ।

ପ୍ରଥମେ, ଛାତ୍ରଛାତ୍ରୀ ଓ ସେମାନଙ୍କ ଶିକ୍ଷକମାନେ ପାଳନ କରନ୍ତୁ । ଏଠାର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ଦେଶବ୍ୟାପୀ ଏକ ଜାତୀୟ ‘ଆଇଡିଆଥୋନ୍’ ପ୍ରତିଯୋଗିତା ହେଉ । ସେମାନଙ୍କ ତଦାରଖ କରାଯାଉ ।

ପ୍ରଦର୍ଶନୀ ଅବଧିରେ, ସମଗ୍ର ଗୁଜରାଟର ସ୍କୁଲ ଶିକ୍ଷକମାନଙ୍କ ପାଇଁ ମଧ୍ୟ ଅଧିବେଶନ ରହୁ ।

ଦ୍ୱିତୀୟତଃ, ସ୍ଥାନୀୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରାଯାଉ । ଆମର ଯୁବବର୍ଗଙ୍କ ମଧ୍ୟରେ ଉଦ୍ୟୋଗୀ ହେବାର ଦୃଢ଼ ଉତ୍ସାହ ରହିଛି ।

ଆମର ବିଜ୍ଞାନ ମନ୍ତ୍ରଣାଳୟଗୁଡ଼ିକର ଗୁଜରାଟରେ ଅଙ୍କୁର କେନ୍ଦ୍ର ରହିଛି । ଆସନ୍ତା 5 ସପ୍ତାହ ମଧ୍ୟରେ ଆପଣ କିଭଳି ଅତ୍ୟାଧୁନିକ ବିଜ୍ଞାନ ଓ ପ୍ରଯୁକ୍ତବିଦ୍ୟାଚାଳିତ ଷ୍ଟାର୍ଟଅପକୁ ପ୍ରୋତ୍ସାହିତ କରିବେ ତା’ର କର୍ମଶାଳା ହେବା ଉଚିତ୍ ।

ମୋତେ କୁହାଯାଇଥିଲା କି 10 ଜଣ ନୋବେଲ ପୁରସ୍କାର ବିଜେତା ଏକ ସ୍ମାର୍ଟ ଫୋନ୍ ନିର୍ମାଣ ଦେଖିବାକୁ ଯାଇଥିଲେ ।

ପଦାର୍ଥ ବିଜ୍ଞାନରେ ପୁରସ୍କାର ଜିତିବା ଉଭୟ ବିଦ୍ୟୁତ୍ ବିଲ୍ ଓ ଗ୍ରହକୁ ବଂଚାଇ ପାରିବ । ପଦାର୍ଥ ବିଜ୍ଞାନରେ 2014 ମସିହାରେ ନୀଳ ଏଲ୍ଇଡି ପାଇଁ ନୋବେଲ ବିଜେତା ହୋଇଥିଲେ । ଏହା ମୂଳତଃ 3 ଜଣ ଜାପାନୀ ବୈଜ୍ଞାନିକ ଆକାସାକି, ଅମାନୋ ଓ ନାକାମୁରାଙ୍କ ଗବେଷଣା ଯୋଗୁ ଆସିଛି । ଯେତେବେଳେ ପୂର୍ବ ପରିଚିତ ନାଲି ଓ ନୀଳ ଏଲ୍ଇଡିକୁ ମିଶ୍ରଣ କରାଗଲା, ସେତେବେଳେ ଧଳା ଉଜ୍ୱଳ ଆଲୋକର ଉଦ୍ଭାସ ପ୍ରସ୍ତୁତ ହୋଇଥାଏ ଯାହା ଶହେ ହଜାରେ ଘଂଟା ରହିଥାଏ ।

ଏଭଳି ଅନେକ ରୋମାଂଚକର ଅନ୍ୱେଷଣ ଓ ଗବେଷଣା ହେଉଛି ଯାହାକୁ ଆମେ ଉଦ୍ୟୋଗ ମାଧ୍ୟମରେ ଉପଯୋଗ କରିପାରିବା ।

ତୃତୀୟତଃ, ସମାଜ ଉପରେ ପ୍ରଭାବ । ବହୁ ନୋବେଲ ପୁରସ୍କାର ବିଜେତାଙ୍କ ଅନ୍ୱେଷଣ ସ୍ୱାସ୍ଥ୍ୟ ଓ କୃଷି ମାଧ୍ୟମରେ ଆମ ସମାଜ ଉପରେ ବ୍ୟାପକ ପ୍ରଭାବ ପକାଇଛି । ଉଦାହରଣ ସ୍ୱରୂପ, ଜିନ୍ ଜ୍ଞାନକୌଶଳ ଉପକରଣ ମାଧ୍ୟମରେ ଔଷଧର ଉପଯୋଗ ଏବେ ବାସ୍ତବତା ପାଲଟିଛି ।

ଜେନେରିକ୍ସ ଓ ଜୈବ ସମାନତା କ୍ଷେତ୍ରରେ ଭାରତ ପୂର୍ବରୁ ନେତୃତ୍ୱ ନେଉଛି । ଯାହାର ପ୍ରମୁଖ ହବ୍ ଗୁଜରାଟରେ ରହିଛି କିନ୍ତୁ ଆମକୁ ଏବେ ନୂଆ ଜୈବ ପ୍ରଯୁକ୍ତିବିଦ୍ୟାର ଅନ୍ୱେଷଣ ପାଇଁ ପ୍ରୟାସ କରିବାକୁ ପଡ଼ିବ ।

ମୁଁ ଖୁସି ଯେ ସାଇନ୍ସ ସିଟିରେ ଏହି ପ୍ରଦର୍ଶନୀର ଯୋଜନା ହୋଇଛି ଯାହା ବିଜ୍ଞାନକୁ ସଂଯୋଗ କରୁଛି ।

ଆମେ ସମ୍ମୁଖୀନ ହେଉଥିବା ବିଶ୍ୱସ୍ତରର ଚାଲେଞ୍ଜର ସମାଧାନକୁ ଶିକ୍ଷା ଦିଗରେ ନାଗରିକଙ୍କ ସମ୍ପୃକ୍ତିରେ ଏହା ଏକ ଆଦର୍ଶ ପ୍ଲାଟଫର୍ମ ହୋଇଛି ।

ଏହି ସାଇନ୍ସ ସିଟିକୁ ବାସ୍ତବରେ ଆକର୍ଷଣୀୟ, ସମଗ୍ର ଦେଶର ଯୁବ ଛାତ୍ରଛାତ୍ରୀ ଓ ବିଜ୍ଞାନ ଶିକ୍ଷକଙ୍କ ପାଇଁ ବିଶ୍ୱସ୍ତରର ସ୍ଥଳୀ ଏବଂ ବିଶ୍ୱ ସମୁଦାୟ ଏଠାକୁ ଆସି ପ୍ରଦର୍ଶନୀ ଦ୍ୱାରା ପ୍ରୋତ୍ସାହିତ ହେବା ଦିଗରେ ଆମେ ପଦକ୍ଷେପ ନେବୁ ।

ମୋର ଯୁବ ବନ୍ଧୁଗଣ!

ନୋବେଲ ବିଜେତାମାନେ ବିଜ୍ଞାନର ଶିଖରକୁ ପ୍ରତିନିଧିତ୍ୱ କରୁଛନ୍ତି ଓ ତୁମେମାନେ ତାଙ୍କଠୁ ଶିଖିବାର ଅଛି । କିନ୍ତୁ ମନେରଖିବା ଉଚିତ୍ ଯେ ବଡ଼ ପାହାଡ଼ରୁ ଶିଖର ବଢ଼ିଥାଏ ଓ ଏକାକୀ ଛିଡ଼ା ହୁଏନି । ତୁମେମାନେ ଭାରତର ଭବିଷ୍ୟତ ଓ ମୂଳଦୁଆ । ତୁମେମାନେ ନୂଆ ରେଂଜ ନିର୍ମାଣ କରିବା ଉଚିତ୍ ଯାହା ଶିଖରରୁ ଆସିବ । ଯଦି ତୁମେମାନେ ମୂଳଦୁଆ ଉପରେ ଧ୍ୟାନକେନ୍ଦ୍ରିତ କରିବ, ତା’ହେଲେ ଆମ ସ୍କୁଲ, କଲେଜ ଓ ଶିକ୍ଷକମାନଙ୍କ ମଧ୍ୟରେ ସବୁ ଆଶ୍ଚର୍ଯ୍ୟ ସମ୍ଭବପର । ଭାରତରେ ଶତାଧିକ ଶିଖର ସୃଷ୍ଟି ହୋଇପାରିବ । କିନ୍ତୁ ଯଦି ଆମେ ମୂଳସ୍ତରରେ କଠିନ ପରିଶ୍ରମରେ ଅବହେଳା କରିବା, କୌଣସି ଶିଖର ଯାଦୁଶକ୍ତି ଭାବେ ଉଭା ହେବନି ।

ଉତ୍ସାହିତ ହୁଅ ଓ ସାହାସୀ ହୁଅ । ସାମର୍ଥ୍ୟବାନ୍ ହୋଇ ନିଜର ହୁଅ କାହାରି ନକଲ କରନି । ଯେଉଁଥିପାଇଁ ଆମର ସମ୍ମାନିତ ଅତିଥିମାନେ ସଫଳତା ପାଇଛନ୍ତି ଓ ଏହା ହିଁ ତୁମେମାନେ ତାଙ୍କଠାରୁ ଶିଖିବାର ଅଛି ।

ମୁଁ ନୋବେଲ ମିଡିଆ ଫାଉଣ୍ଡେସନ୍, ଭାରତ ସରକାରଙ୍କ ବାୟୋଟେକ୍ନୋଲଜି ବିଭାଗ, ଗୁଜରାଟର ସରକାରଙ୍କୁ ଏଭଳି ନୂଆ କାର୍ଯ୍ୟକ୍ରମ ଆୟୋଜିତ କରିଥିବାରୁ ଧନ୍ୟବାଦ ଦେଉଛି ।

ଏହି ପ୍ରଦର୍ଶନୀର ଭବ୍ୟ ସଫଳତା କାମନା କରୁଛି ଓ ଏହାଦ୍ୱାରା ଆପଣମାନଙ୍କର ସମସ୍ତଙ୍କର ଉପକାର ହେବ ବୋଲି ମୁଁ ନିଶ୍ଚିତ । 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
MSME exports touch Rs 9.52 lakh crore in April–September FY26: Govt tells Parliament

Media Coverage

MSME exports touch Rs 9.52 lakh crore in April–September FY26: Govt tells Parliament
NM on the go

Nm on the go

Always be the first to hear from the PM. Get the App Now!
...
Assam has picked up a new momentum of development: PM Modi at the foundation stone laying of Ammonia-Urea Fertilizer Project in Namrup
December 21, 2025
Assam has picked up a new momentum of development: PM
Our government is placing farmers' welfare at the centre of all its efforts: PM
Initiatives like PM Dhan Dhanya Krishi Yojana and the Dalhan Atmanirbharta Mission are launched to promote farming and support farmers: PM
Guided by the vision of Sabka Saath, Sabka Vikas, our efforts have transformed the lives of poor: PM

उज्जनिर रायज केने आसे? आपुनालुकोलोई मुर अंतोरिक मोरोम आरु स्रद्धा जासिसु।

असम के गवर्नर लक्ष्मण प्रसाद आचार्य जी, मुख्यमंत्री हिमंता बिस्वा शर्मा जी, केंद्र में मेरे सहयोगी और यहीं के आपके प्रतिनिधि, असम के पूर्व मुख्यमंत्री, सर्बानंद सोनोवाल जी, असम सरकार के मंत्रीगण, सांसद, विधायक, अन्य महानुभाव, और विशाल संख्या में आए हुए, हम सबको आशीर्वाद देने के लिए आए हुए, मेरे सभी भाइयों और बहनों, जितने लोग पंडाल में हैं, उससे ज्यादा मुझे वहां बाहर दिखते हैं।

सौलुंग सुकाफा और महावीर लसित बोरफुकन जैसे वीरों की ये धरती, भीमबर देउरी, शहीद कुसल कुवर, मोरान राजा बोडौसा, मालती मेम, इंदिरा मिरी, स्वर्गदेव सर्वानंद सिंह और वीरांगना सती साध`नी की ये भूमि, मैं उजनी असम की इस महान मिट्टी को श्रद्धापूर्वक नमन करता हूँ।

साथियों,

मैं देख रहा हूँ, सामने दूर-दूर तक आप सब इतनी बड़ी संख्या में अपना उत्साह, अपना उमंग, अपना स्नेह बरसा रहे हैं। और खासकर, मेरी माताएँ बहनें, इतनी विशाल संख्या में आप जो प्यार और आशीर्वाद लेकर आईं हैं, ये हमारी सबसे बड़ी शक्ति है, सबसे बड़ी ऊर्जा है, एक अद्भुत अनुभूति है। मेरी बहुत सी बहनें असम के चाय बगानों की खुशबू लेकर यहां उपस्थित हैं। चाय की ये खुशबू मेरे और असम के रिश्तों में एक अलग ही ऐहसास पैदा करती है। मैं आप सभी को प्रणाम करता हूँ। इस स्नेह और प्यार के लिए मैं हृदय से आप सबका आभार करता हूँ।

साथियों,

आज असम और पूरे नॉर्थ ईस्ट के लिए बहुत बड़ा दिन है। नामरूप और डिब्रुगढ़ को लंबे समय से जिसका इंतज़ार था, वो सपना भी आज पूरा हो रहा है, आज इस पूरे इलाके में औद्योगिक प्रगति का नया अध्याय शुरू हो रहा है। अभी थोड़ी देर पहले मैंने यहां अमोनिया–यूरिया फर्टिलाइज़र प्लांट का भूमि पूजन किया है। डिब्रुगढ़ आने से पहले गुवाहाटी में एयरपोर्ट के एक टर्मिनल का उद्घाटन भी हुआ है। आज हर कोई कह रहा है, असम विकास की एक नई रफ्तार पकड़ चुका है। मैं आपको बताना चाहता हूँ, अभी आप जो देख रहे हैं, जो अनुभव कर रहे हैं, ये तो एक शुरुआत है। हमें तो असम को बहुत आगे लेकर के जाना है, आप सबको साथ लेकर के आगे बढ़ना है। असम की जो ताकत और असम की भूमिका ओहोम साम्राज्य के दौर में थी, विकसित भारत में असम वैसी ही ताकतवर भूमि बनाएंगे। नए उद्योगों की शुरुआत, आधुनिक इनफ्रास्ट्रक्चर का निर्माण, Semiconductors, उसकी manufacturing, कृषि के क्षेत्र में नए अवसर, टी-गार्डेन्स और उनके वर्कर्स की उन्नति, पर्यटन में बढ़ती संभावनाएं, असम हर क्षेत्र में आगे बढ़ रहा है। मैं आप सभी को और देश के सभी किसान भाई-बहनों को इस आधुनिक फर्टिलाइज़र प्लांट के लिए बहुत-बहुत शुभकामनाएँ देता हूँ। मैं आपको गुवाहटी एयरपोर्ट के नए टर्मिनल के लिए भी बधाई देता हूँ। बीजेपी की डबल इंजन सरकार में, उद्योग और कनेक्टिविटी की ये जुगलबंदी, असम के सपनों को पूरा कर रही है, और साथ ही हमारे युवाओं को नए सपने देखने का हौसला भी दे रही है।

साथियों,

विकसित भारत के निर्माण में देश के किसानों की, यहां के अन्नदाताओं की बहुत बड़ी भूमिका है। इसलिए हमारी सरकार किसानों के हितों को सर्वोपरि रखते हुए दिन-रात काम कर रही है। यहां आप सभी को किसान हितैषी योजनाओं का लाभ दिया जा रहा है। कृषि कल्याण की योजनाओं के बीच, ये भी जरूरी है कि हमारे किसानों को खाद की निरंतर सप्लाई मिलती रहे। आने वाले समय में ये यूरिया कारख़ाना यह सुनिश्चित करेगा। इस फर्टिलाइज़र प्रोजेक्ट पर करीब 11 हजार करोड़ रुपए खर्च किए जाएंगे। यहां हर साल 12 लाख मीट्रिक टन से ज्यादा खाद बनेगी। जब उत्पादन यहीं होगा, तो सप्लाई तेज होगी। लॉजिस्टिक खर्च घटेगा।

साथियों,

नामरूप की ये यूनिट रोजगार-स्वरोजगार के हजारों नए अवसर भी बनाएगी। प्लांट के शुरू होते ही अनेकों लोगों को यहीं पर स्थायी नौकरी भी मिलेगी। इसके अलावा जो काम प्लांट के साथ जुड़ा होता है, मरम्मत हो, सप्लाई हो, कंस्ट्रक्शन का बहुत बड़ी मात्रा में काम होगा, यानी अनेक काम होते हैं, इन सबमें भी यहां के स्थानीय लोगों को और खासकर के मेरे नौजवानों को रोजगार मिलेगा।

लेकिन भाइयों बहनों,

आप सोचिए, किसानों के कल्याण के लिए काम बीजेपी सरकार आने के बाद ही क्यों हो रहा है? हमारा नामरूप तो दशकों से खाद उत्पादन का केंद्र था। एक समय था, जब यहां बनी खाद से नॉर्थ ईस्ट के खेतों को ताकत मिलती थी। किसानों की फसलों को सहारा मिलता था। जब देश के कई हिस्सों में खाद की आपूर्ति चुनौती बनी, तब भी नामरूप किसानों के लिए उम्मीद बना रहा। लेकिन, पुराने कारखानों की टेक्नालजी समय के साथ पुरानी होती गई, और काँग्रेस की सरकारों ने कोई ध्यान नहीं दिया। नतीजा ये हुआ कि, नामरूप प्लांट की कई यूनिट्स इसी वजह से बंद होती गईं। पूरे नॉर्थ ईस्ट के किसान परेशान होते रहे, देश के किसानों को भी तकलीफ हुई, उनकी आमदनी पर चोट पड़ती रही, खेती में तकलीफ़ें बढ़ती गईं, लेकिन, काँग्रेस वालों ने इस समस्या का कोई हल ही नहीं निकाला, वो अपनी मस्ती में ही रहे। आज हमारी डबल इंजन सरकार, काँग्रेस द्वारा पैदा की गई उन समस्याओं का समाधान भी कर रही है।

साथियों,

असम की तरह ही, देश के दूसरे राज्यों में भी खाद की कितनी ही फ़ैक्टरियां बंद हो गईं थीं। आप याद करिए, तब किसानों के क्या हालात थे? यूरिया के लिए किसानों को लाइनों में लगना पड़ता था। यूरिया की दुकानों पर पुलिस लगानी पड़ती थी। पुलिस किसानों पर लाठी बरसाती थी।

भाइयों बहनों,

काँग्रेस ने जिन हालातों को बिगाड़ा था, हमारी सरकार उन्हें सुधारने के लिए एडी-चोटी की ताकत लगा रही है। और इन्होंने इतना बुरा किया,इतना बुरा किया कि, 11 साल से मेहनत करने के बाद भी, अभी मुझे और बहुत कुछ करना बाकी है। काँग्रेस के दौर में फर्टिलाइज़र्स फ़ैक्टरियां बंद होती थीं। जबकि हमारी सरकार ने गोरखपुर, सिंदरी, बरौनी, रामागुंडम जैसे अनेक प्लांट्स शुरू किए हैं। इस क्षेत्र में प्राइवेट सेक्टर को भी बढ़ावा दिया जा रहा है। आज इसी का नतीजा है, हम यूरिया के क्षेत्र में आने वाले कुछ समय में आत्मनिर्भर हो सके, उस दिशा में मजबूती से कदम रख रहे हैं।

साथियों,

2014 में देश में सिर्फ 225 लाख मीट्रिक टन यूरिया का ही उत्पादन होता था। आपको आंकड़ा याद रहेगा? आंकड़ा याद रहेगा? मैं आपने मुझे काम दिया 10-11 साल पहले, तब उत्पादन होता था 225 लाख मीट्रिक टन। ये आंकड़ा याद रखिए। पिछले 10-11 साल की मेहनत में हमने उत्पादन बढ़ाकर के करीब 306 लाख मीट्रिक टन तक पहुंच चुका है। लेकिन हमें यहां रूकना नहीं है, क्योंकि अभी भी बहुत करने की जरूरत है। जो काम उनको उस समय करना था, नहीं किया, और इसलिए मुझे थोड़ा एक्स्ट्रा मेहनत करनी पड़ रही है। और अभी हमें हर साल करीब 380 लाख मीट्रिक टन यूरिया की जरूरत पड़ती है। हम 306 पर पहुंचे हैं, 70-80 और करना है। लेकिन मैं देशवासियों को विश्वास दिलाता हूं, हम जिस प्रकार से मेहनत कर रहे हैं, जिस प्रकार से योजना बना रहे हैं और जिस प्रकार से मेरे किसान भाई-बहन हमें आशीर्वाद दे रहे हैं, हम हो सके उतना जल्दी इस गैप को भरने में कोई कमी नहीं रखेंगे।

और भाइयों और बहनों,

मैं आपको एक और बात बताना चाहता हूं, आपके हितों को लेकर हमारी सरकार बहुत ज्यादा संवेदनशील है। जो यूरिया हमें महंगे दामों पर विदेशों से मंगाना पड़ता है, हम उसकी भी चोट अपने किसानों पर नहीं पड़ने देते। बीजेपी सरकार सब्सिडी देकर वो भार सरकार खुद उठाती है। भारत के किसानों को सिर्फ 300 रुपए में यूरिया की बोरी मिलती है, उस एक बोरी के बदले भारत सरकार को दूसरे देशों को, जहां से हम बोरी लाते हैं, करीब-करीब 3 हजार रुपए देने पड़ते हैं। अब आप सोचिए, हम लाते हैं 3000 में, और देते हैं 300 में। यह सारा बोझ देश के किसानों पर हम नहीं पड़ने देते। ये सारा बोझ सरकार खुद भरती है। ताकि मेरे देश के किसान भाई बहनों पर बोझ ना आए। लेकिन मैं किसान भाई बहनों को भी कहूंगा, कि आपको भी मेरी मदद करनी होगी और वह मेरी मदद है इतना ही नहीं, मेरे किसान भाई-बहन आपकी भी मदद है, और वो है यह धरती माता को बचाना। हम धरती माता को अगर नहीं बचाएंगे तो यूरिया की कितने ही थैले डाल दें, यह धरती मां हमें कुछ नहीं देगी और इसलिए जैसे शरीर में बीमारी हो जाए, तो दवाई भी हिसाब से लेनी पड़ती है, दो गोली की जरूरत है, चार गोली खा लें, तो शरीर को फायदा नहीं नुकसान हो जाता है। वैसा ही इस धरती मां को भी अगर हम जरूरत से ज्यादा पड़ोस वाला ज्यादा बोरी डालता है, इसलिए मैं भी बोरी डाल दूं। इस प्रकार से अगर करते रहेंगे तो यह धरती मां हमसे रूठ जाएगी। यूरिया खिला खिलाकर के हमें धरती माता को मारने का कोई हक नहीं है। यह हमारी मां है, हमें उस मां को भी बचाना है।

साथियों,

आज बीज से बाजार तक भाजपा सरकार किसानों के साथ खड़ी है। खेत के काम के लिए सीधे खाते में पैसे पहुंचाए जा रहे हैं, ताकि किसान को उधार के लिए भटकना न पड़े। अब तक पीएम किसान सम्मान निधि के लगभग 4 लाख करोड़ रुपए किसानों के खाते में भेजे गए हैं। आंकड़ा याद रहेगा? भूल जाएंगे? 4 लाख करोड़ रूपया मेरे देश के किसानों के खाते में सीधे जमा किए हैं। इसी साल, किसानों की मदद के लिए 35 हजार करोड़ रुपए की दो योजनाएं नई योजनाएं शुरू की हैं 35 हजार करोड़। पीएम धन धान्य कृषि योजना और दलहन आत्मनिर्भरता मिशन, इससे खेती को बढ़ावा मिलेगा।

साथियों,

हम किसानों की हर जरूरत को ध्यान रखते हुए काम कर रहे हैं। खराब मौसम की वजह से फसल नुकसान होने पर किसान को फसल बीमा योजना का सहारा मिल रहा है। फसल का सही दाम मिले, इसके लिए खरीद की व्यवस्था सुधारी गई है। हमारी सरकार का साफ मानना है कि देश तभी आगे बढ़ेगा, जब मेरा किसान मजबूत होगा। और इसके लिए हर संभव प्रयास किए जा रहे हैं।

साथियों,

केंद्र में हमारी सरकार बनने के बाद हमने किसान क्रेडिट कार्ड की सुविधा से पशुपालकों और मछलीपालकों को भी जोड़ दिया था। किसान क्रेडिट कार्ड, KCC, ये KCC की सुविधा मिलने के बाद हमारे पशुपालक, हमारे मछली पालन करने वाले इन सबको खूब लाभ उठा रहा है। KCC से इस साल किसानों को, ये आंकड़ा भी याद रखो, KCC से इस साल किसानों को 10 लाख करोड़ रुपये से ज्यादा की मदद दी गई है। 10 लाख करोड़ रुपया। बायो-फर्टिलाइजर पर GST कम होने से भी किसानों को बहुत फायदा हुआ है। भाजपा सरकार भारत के किसानों को नैचुरल फार्मिंग के लिए भी बहुत प्रोत्साहन दे रही है। और मैं तो चाहूंगा असम के अंदर कुछ तहसील ऐसे आने चाहिए आगे, जो शत प्रतिशत नेचुरल फार्मिंग करते हैं। आप देखिए हिंदुस्तान को असम दिशा दिखा सकता है। असम का किसान देश को दिशा दिखा सकता है। हमने National Mission On Natural Farming शुरू की, आज लाखों किसान इससे जुड़ चुके हैं। बीते कुछ सालों में देश में 10 हजार किसान उत्पाद संघ- FPO’s बने हैं। नॉर्थ ईस्ट को विशेष ध्यान में रखते हुए हमारी सरकार ने खाद्य तेलों- पाम ऑयल से जुड़ा मिशन भी शुरू किया। ये मिशन भारत को खाद्य तेल के मामले में आत्मनिर्भर तो बनाएगा ही, यहां के किसानों की आय भी बढ़ाएगा।

साथियों,

यहां इस क्षेत्र में बड़ी संख्या में हमारे टी-गार्डन वर्कर्स भी हैं। ये भाजपा की ही सरकार है जिसने असम के साढ़े सात लाख टी-गार्डन वर्कर्स के जनधन बैंक खाते खुलवाए। अब बैंकिंग व्यवस्था से जुड़ने की वजह से इन वर्कर्स के बैंक खातों में सीधे पैसे भेजे जाने की सुविधा मिली है। हमारी सरकार टी-गार्डन वाले क्षेत्रों में स्कूल, रोड, बिजली, पानी, अस्पताल की सुविधाएं बढ़ा रही है।

साथियों,

हमारी सरकार सबका साथ सबका विकास के मंत्र के साथ आगे बढ़ रही है। हमारा ये विजन, देश के गरीब वर्ग के जीवन में बहुत बड़ा बदलाव लेकर आया है। पिछले 11 वर्षों में हमारे प्रयासों से, योजनाओं से, योजनाओं को धरती पर उतारने के कारण 25 करोड़ लोग, ये आंकड़ा भी याद रखना, 25 करोड़ लोग गरीबी से बाहर निकले हैं। देश में एक नियो मिडिल क्लास तैयार हुआ है। ये इसलिए हुआ है, क्योंकि बीते वर्षों में भारत के गरीब परिवारों के जीवन-स्तर में निरंतर सुधार हुआ है। कुछ ताजा आंकड़े आए हैं, जो भारत में हो रहे बदलावों के प्रतीक हैं।

साथियों,

और मैं मीडिया में ये सारी चीजें बहुत काम आती हैं, और इसलिए मैं आपसे आग्रह करता हूं मैं जो बातें बताता हूं जरा याद रख के औरों को बताना।

साथियों,

पहले गांवों के सबसे गरीब परिवारों में, 10 परिवारों में से 1 के पास बाइक तक होती नहीं थी। 10 में से 1 के पास भी नहीं होती थी। अभी जो सर्वे आए हैं, अब गांव में रहने वाले करीब–करीब आधे परिवारों के पास बाइक या कार होती है। इतना ही नहीं मोबाइल फोन तो लगभग हर घर में पहुंच चुके हैं। फ्रिज जैसी चीज़ें, जो पहले “लग्ज़री” मानी जाती थीं, अब ये हमारे नियो मिडल क्लास के घरों में भी नजर आने लगी है। आज गांवों की रसोई में भी वो जगह बना चुका है। नए आंकड़े बता रहे हैं कि स्मार्टफोन के बावजूद, गांव में टीवी रखने का चलन भी बढ़ रहा है। ये बदलाव अपने आप नहीं हुआ। ये बदलाव इसलिए हुआ है क्योंकि आज देश का गरीब सशक्त हो रहा है, दूर-दराज के क्षेत्रों में रहने वाले गरीब तक भी विकास का लाभ पहुंचने लगा है।

साथियों,

भाजपा की डबल इंजन सरकार गरीबों, आदिवासियों, युवाओं और महिलाओं की सरकार है। इसीलिए, हमारी सरकार असम और नॉर्थ ईस्ट में दशकों की हिंसा खत्म करने में जुटी है। हमारी सरकार ने हमेशा असम की पहचान और असम की संस्कृति को सर्वोपरि रखा है। भाजपा सरकार असमिया गौरव के प्रतीकों को हर मंच पर हाइलाइट करती है। इसलिए, हम गर्व से महावीर लसित बोरफुकन की 125 फीट की प्रतिमा बनाते हैं, हम असम के गौरव भूपेन हजारिका की जन्म शताब्दी का वर्ष मनाते हैं। हम असम की कला और शिल्प को, असम के गोमोशा को दुनिया में पहचान दिलाते हैं, अभी कुछ दिन पहले ही Russia के राष्ट्रपति श्रीमान पुतिन यहां आए थे, जब दिल्ली में आए, तो मैंने बड़े गर्व के साथ उनको असम की ब्लैक-टी गिफ्ट किया था। हम असम की मान-मर्यादा बढ़ाने वाले हर काम को प्राथमिकता देते हैं।

लेकिन भाइयों बहनों,

भाजपा जब ये काम करती है तो सबसे ज्यादा तकलीफ काँग्रेस को होती है। आपको याद होगा, जब हमारी सरकार ने भूपेन दा को भारत रत्न दिया था, तो काँग्रेस ने खुलकर उसका विरोध किया था। काँग्रेस के राष्ट्रीय अध्यक्ष ने कहा था कि, मोदी नाचने-गाने वालों को भारत रत्न दे रहा है। मुझे बताइए, ये भूपेन दा का अपमान है कि नहीं है? कला संस्कृति का अपमान है कि नहीं है? असम का अपमान है कि नहीं है? ये कांग्रेस दिन रात करती है, अपमान करना। हमने असम में सेमीकंडक्टर यूनिट लगवाई, तो भी कांग्रेस ने इसका विरोध किया। आप मत भूलिए, यही काँग्रेस सरकार थी, जिसने इतने दशकों तक टी कम्यूनिटी के भाई-बहनों को जमीन के अधिकार नहीं मिलने दिये! बीजेपी की सरकार ने उन्हें जमीन के अधिकार भी दिये और गरिमापूर्ण जीवन भी दिया। और मैं तो चाय वाला हूं, मैं नहीं करूंगा तो कौन करेगा? ये कांग्रेस अब भी देशविरोधी सोच को आगे बढ़ा रही है। ये लोग असम के जंगल जमीन पर उन बांग्लादेशी घुसपैठियों को बसाना चाहते हैं। जिनसे इनका वोट बैंक मजबूत होता है, आप बर्बाद हो जाए, उनको इनकी परवाह नहीं है, उनको अपनी वोट बैंक मजबूत करनी है।

भाइयों बहनों,

काँग्रेस को असम और असम के लोगों से, आप लोगों की पहचान से कोई लेना देना नहीं है। इनको केवल सत्ता,सरकार और फिर जो काम पहले करते थे, वो करने में इंटरेस्ट है। इसीलिए, इन्हें अवैध बांग्लादेशी घुसपैठिए ज्यादा अच्छे लगते हैं। अवैध घुसपैठियों को काँग्रेस ने ही बसाया, और काँग्रेस ही उन्हें बचा रही है। इसीलिए, काँग्रेस पार्टी वोटर लिस्ट के शुद्धिकरण का विरोध कर रही है। तुष्टीकरण और वोटबैंक के इस काँग्रेसी जहर से हमें असम को बचाकर रखना है। मैं आज आपको एक गारंटी देता हूं, असम की पहचान, और असम के सम्मान की रक्षा के लिए भाजपा, बीजेपी फौलाद बनकर आपके साथ खड़ी है।

साथियों,

विकसित भारत के निर्माण में, आपके ये आशीर्वाद यही मेरी ताकत है। आपका ये प्यार यही मेरी पूंजी है। और इसीलिए पल-पल आपके लिए जीने का मुझे आनंद आता है। विकसित भारत के निर्माण में पूर्वी भारत की, हमारे नॉर्थ ईस्ट की भूमिका लगातार बढ़ रही है। मैंने पहले भी कहा है कि पूर्वी भारत, भारत के विकास का ग्रोथ इंजन बनेगा। नामरूप की ये नई यूनिट इसी बदलाव की मिसाल है। यहां जो खाद बनेगी, वो सिर्फ असम के खेतों तक नहीं रुकेगी। ये बिहार, झारखंड, पश्चिम बंगाल और पूर्वी उत्तर प्रदेश तक पहुंचेगी। ये कोई छोटी बात नहीं है। ये देश की खाद जरूरत में नॉर्थ ईस्ट की भागीदारी है। नामरूप जैसे प्रोजेक्ट, ये दिखाते हैं कि, आने वाले समय में नॉर्थ ईस्ट, आत्मनिर्भर भारत का बहुत बड़ा केंद्र बनकर उभरेगा। सच्चे अर्थ में अष्टलक्ष्मी बन के रहेगा। मैं एक बार फिर आप सभी को नए फर्टिलाइजर प्लांट की बधाई देता हूं। मेरे साथ बोलिए-

भारत माता की जय।

भारत माता की जय।

और इस वर्ष तो वंदे मातरम के 150 साल हमारे गौरवपूर्ण पल, आइए हम सब बोलें-

वंदे मातरम्।

वंदे मातरम्।

वंदे मातरम्।

वंदे मातरम्।

वंदे मातरम्।

वंदे मातरम्।

वंदे मातरम्।

वंदे मातरम्।

वंदे मातरम्।