ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାନପୁର ମେଟ୍ରୋ ରେଳ ପ୍ରକଳ୍ପର ପ୍ରସ୍ତୁତ ବିଭାଗକୁ ଉଦଘାଟନ କରିଛନ୍ତି । ନୂତନ ଭାବେ ଆରମ୍ଭ ହୋଇଥିବା ସେବାର ଉଦଘାଟନ ଏବଂ ଯାଞ୍ଚର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ମେଟ୍ରୋରେ ଯାତ୍ରା କରିଛନ୍ତି ।

ମେଟ୍ରୋରେ ଚଢିବା ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, "ଅତ୍ୟାଧୁନିକ କାନପୁର ମେଟ୍ରୋରେ । ଏକ କାର୍ଯ୍ୟକ୍ରମ ଆଡକୁ ଅଗ୍ରସର ହେଉଛନ୍ତି ଯେଉଁଠାରେ ପ୍ରମୁଖ ବିକାଶ କାର୍ଯ୍ୟ ଶୁଭାରମ୍ଭ କରାଯିବ । " ପ୍ରଧାନମନ୍ତ୍ରୀ ମୋଦୀ ଆଇଆଇଟି ମେଟ୍ରୋ ଷ୍ଟେସନରୁ ଗୀତା ନଗରକୁ ମେଟ୍ରୋ ଯାତ୍ରା କରିଛନ୍ତି ।

କାନପୁର ମେଟ୍ରୋ ରେଳ ପ୍ରକଳ୍ପର ପ୍ରସ୍ତୁତ ବିଭାଗର ଉଦଘାଟନ ସହରାଞ୍ଚଳର ଗତିଶୀଳତାକୁ ଉନ୍ନତ କରିବା ପାଇଁ ଏକ ପଦକ୍ଷେପ ଏବଂ କାନପୁରର ଜନସାଧାରଣଙ୍କ 'ଇଜ୍ ଅଫ୍ ଲିଭିଂ'କୁ ପ୍ରୋତ୍ସାହିତ କରିବ ।

 

Explore More
୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ

ଲୋକପ୍ରିୟ ଅଭିଭାଷଣ

୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ
India is a top-tier security partner, says Australia’s new national defence strategy

Media Coverage

India is a top-tier security partner, says Australia’s new national defence strategy
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 22, 2024
April 22, 2024

PM Modi's Vision for a Viksit Bharat Becomes a Catalyst for Growth and Progress Across the Country