PM Modi exhilarates Bhagwan Basaveshwara's effort to propagate women empowerment centuries ago
India propagates the message of development and good governance to the whole world: PM
Our land has been blessed with greats who have transformed our society: PM Modi

ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ବାସବ ଜୟନ୍ତୀ ୨୦୧୭ ଏବଂ ବାସବ ସମିତିର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବା ସହ ବାସବାନ୍ନାଙ୍କ ପବିତ୍ର ବଚନର ୨୩ଟି ଭାଷାରେ ଅନୁବାଦକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉନ୍ମୋଚନ କରିଥିଲେ ।

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଇତିହାସରେ କେବଳ ପରାଜୟ, ଦାରିଦ୍ର୍ୟ ଏବଂ ଉପନିବେଶବାଦ ନାହିଁ । ଭାରତ ଉତ୍ତମ ପ୍ରଶାସନ, ଅହିଂସା ଏବଂ ସତ୍ୟାଗ୍ରହର ବାର୍ତ୍ତା ଦେଇଛି ।

ଭଗବାନ ବାସଭେଶ୍ୱରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ କହିଥିଲେ ଯେ ବହୁ ଶତାବ୍ଦୀ ପୂର୍ବରୁ ବାସଭେଶ୍ୱର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତିଷ୍ଠା ଲାଗି ଚିନ୍ତା କରିଥିଲେ । ସେ କହିଥିଲେ, ଆମ ମାତୃଭୂମିରେ ଅନେକ ମହାନ ବ୍ୟକ୍ତିବିଶେଷ ଜନ୍ମ ନେଇଛନ୍ତି, ଯେଉଁମାନେ ସମାଜକୁ ବଦଳାଇପାରିଛନ୍ତି । ଯେତେବେଳେ ଆବଶ୍ୟକତା ପଡ଼ିଛି ଆମ ସମାଜରେ ସଂସ୍କାର ଆସିଛି । “ଟ୍ରିପଲ୍ ତଲାକ୍”ଯୋଗୁ ମୁସଲମାନ୍ ମହିଳାମାନେ ଭୋଗୁଥିବା ଯାତନାର ପରିସମାପ୍ତି ଘଟାଇବା ଲାଗି ମୁସଲିମ୍ ସମାଜ ଭିତରୁ ବି ସଂସ୍କାର ମୁଣ୍ଡ ଟେକିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ । ରାଜନୈତିକ ଦୃଷ୍ଟିକୋଣରୁ ଏହି ପ୍ରସଙ୍ଗକୁ ନଦେଖିବା ଲାଗି ସେ ମୁସଲିମ୍ ସମାଜକୁ ଆହ୍ୱାନ ଜଣାଇଥିଲେ ।

ଭଗବାନ ବାସଭେଶ୍ୱରଙ୍କ ବଚନ ଉତ୍ତମ ପ୍ରଶାସନର ଆଧାର ଥିଲା ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାସଗୃହ, ବିଦ୍ୟୁତସେବା ଏବଂ ରାସ୍ତା ଭଳି ବିକାଶର ଫଳ ପ୍ରତ୍ୟେକ ଲୋକ ନିକଟରେ ପହଂଚିବା ଆବଶ୍ୟକ । ଏଥିରେ ହିଁ “ସବକା ସାଥ, ସବକା ବିକାଶ”ର ମୂଳମନ୍ତ୍ର ରହିଛି ।

ନଭେମ୍ବର ୨୦୧୫ରେ ଲଣ୍ଡନ ଠାରେ ଭଗବାନ ବାସଭେଶ୍ୱରଙ୍କ ଆବକ୍ଷ ପ୍ରତିମୂର୍ତି ଅନାବରଣ ସମାରୋହକୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ।

ଏହି କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ଥିବା ମହାନ କନ୍ନଡ ବିଦ୍ୱାନ ସ୍ୱର୍ଗତଃ ଶ୍ରୀ ଏମ୍ଏମ୍ କାଲବୁର୍ଗୀଙ୍କ ପରିବାର ସଦସ୍ୟମାନଙ୍କୁ ଭେଟିଥିଲେ ।

Click here to read the full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Budget Driving AI, Semiconductors and IT Growth

Media Coverage

India’s Budget Driving AI, Semiconductors and IT Growth
NM on the go

Nm on the go

Always be the first to hear from the PM. Get the App Now!
...
The Prime Minister Narendra Modi shares a Sanskrit Subhashitam highlighting the importance of self confidence and will power
March 02, 2026

In a message highlighting the strength of the nation's youth, the Prime Minister shared a Sanskrit Subhashitam to underscore the importance of self-confidence and will power.

The Prime Minister emphasised that the determination of Bharat’s youth power is incomparable. He noted that our young friends accomplish whatever they resolve to do, which is why the country is realizing its dreams today.

The Prime Minister shared on x;

"भारतवर्ष की युवाशक्ति का दृढ़ संकल्प अतुलनीय है। हमारे युवा साथी जो ठान लेते हैं, वो करके दिखाते हैं। यही वजह है कि आज हमारा देश अपने सपनों को साकार कर रहा है।

न वा उ मां वृजने वारयन्ते न पर्वतासो यदहं मनस्ये।

मम स्वनात् कृधुकर्णो भयात एवेदनु द्यून्किरणः समेजात्।।"

​Profound is the power of your self-confidence. Nobody can crush your self-determination. Even big obstacles of the size of a big mountain cannot obstruct your path. You are more powerful than the sun, provided you have the strength of will power.