The expressways will greatly benefit people of Delhi NCR by reducing pollution and will bring down traffic jams: PM Modi
To uplift the lives of 125 crore Indians, it is necessary that we develop modern infrastructure: PM Modi
We are promoting domestic manufacturing through Make in India initiative, says PM Modi
We are working to empower the women. Through Ujjwala and Mudra Yojana, a positive change has been brought in the lives of women: PM Modi
We are developing five places associated with Dr. Babasaheb Ambedkar as Panchteerth; we are strengthening the Dalits and the marginalised: PM Modi
Opposition mocks the steps we undertake to empower the weaker sections and women. What they do well is spreading lies among people: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ଏନସିଆର କ୍ଷେତ୍ରଠାରେ ଦୁଇଟି ନବନିର୍ମିତ ଏକପ୍ରେସ-ୱେ ରାଷ୍ଟ୍ର ଉଦ୍ଦେଶ୍ୟରେ  ସମର୍ପିତ କରିଥିଲେ  । ଏଥି ମଧ୍ୟରେ ଦିଲ୍ଲୀ-ମିରଟ ଏକ୍ସପ୍ରେସୱେ ଫେଜ-1,ନିଜାମୁଦ୍ଦିନ ସେତୁ ଠାରୁ ଦିଲ୍ଲୀ-ଉତ୍ତରପ୍ରଦେଶ ସୀମା ପର୍ଯ୍ୟନ୍ତ 14 ଲେନ ବିଶିଷ୍ଟ ସଡକ ବିସ୍ତୃତ  । ସେହିପରି ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହେବାକୁ ଥିବା ଦ୍ୱିତୀୟ ପ୍ରକଳ୍ପ 135 କି.ମି ଦୈଘ୍ୟର ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ-ୱେ (ଇପିଇ) ରାଷ୍ଟ୍ରୀୟ ରାଜମାର୍ଗ 1 ର କୁନ୍ଦଲି ଠାରୁ ରାଷ୍ଟ୍ରୀୟ ରାଜମାର୍ଗ 2 ର ପଲୱାଲ ପର୍ଯ୍ୟନ୍ତ ପରିବ୍ୟାପ୍ତ  ।

ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ ଦିଲ୍ଲୀ-ମିରଟ ଏକ୍ସପ୍ରେସ-ୱେ ଦେଶର ରାଜଧାନୀରୁ ମିରଟ ଯିବା ପାଇଁ ଏବଂ ପଶ୍ଚିମ ଉତ୍ତରପ୍ରଦେଶ ତଥା ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନକୁ ଯାତ୍ରା କରିବା ପାଇଁ ସମୟ ହ୍ରାସ ହେବ  ।

ଦିଲ୍ଲୀ-ମିରଟ ଏକ୍ସପ୍ରେସୱେର ଶୁଭାରମ୍ଭ ପରେ ପ୍ରଧାନମନ୍ତ୍ରୀ ରାଜମାର୍ଗ ନିରୀକ୍ଷଣ ପାଇଁ କିଛି ବାଟ ଖୋଲା ଜିପ ଜରିଆରେ ଯାତ୍ରା କରିଥିଲେ ଯେଉଁଠାରେ ଏକତ୍ରୀତ ଲୋକମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ  ।

ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ-ୱେ (ଇପିଇ) ଦିଲ୍ଲୀ ପାଇଁ ଯାତ୍ରାର ମାର୍ଗ ବଦଳାଇ ଦେଇଥିବାରୁ ରାଜଧାନୀରେ ଟ୍ରାଫିକ ଭିଡ ଏବଂ ପ୍ରଦୂଷଣ ହ୍ରାସ କରିବା ଲକ୍ଷ୍ୟ ପ୍ରାପ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିବ  ।

ଏହି ଅବସରରେ ବାଗପତଠାରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦିଲ୍ଲୀ-ମିରଟ ଏକ୍ସପ୍ରେସ-ୱେର ନିର୍ମାଣ କାର୍ଯ୍ୟ ଅତିଶୀଘ୍ର ସଂପୂର୍ଣ୍ଣ ହେବ ବୋଲି ମୋର ବିଶ୍ୱାସ  । ସେ କହିଥିଲେ ଯେ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ-ୱେ ଯୋଗୁଁ ରାଜଧାନୀରେ ଭିଡର ମାତ୍ରା କମ ହେବା ସହିତ ପ୍ରଦୂଷଣର ମାତ୍ରାକୁ ହ୍ରାସ କରିହେବ  । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନସାଧାରଣଙ୍କର ଜୀବନ ଶୈଳୀକୁ ଉନ୍ନତ କରିବା କ୍ଷେତ୍ରରେ ଆଧୂନିକ ଭିତ୍ତିଭୂମିର ଏକ ମହତ୍ୱପୂର୍ଣ୍ଣ ଭୂମିକା ରହିଛି  । ସଡକ, ରେଲୱେ, ଆଦି ସମେତ ଢାଂଚାଗତ ବ୍ୟବସ୍ଥାର ନିର୍ମାଣ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପଗୁଡିକ ଉପରେ ସେ ଆଲୋକପାତ କରିଥିଲେ  । ପ୍ରଧାନମନ୍ତ୍ରୀ ଭିତ୍ତିଭୂମି ବିକାଶର ଗତିରେ ହେଉଥିବା ବୃଦ୍ଧିର ଉଦାହରଣଦେଇଥିଲେ  ।

 

ମହିଳା ଶସକ୍ତିକରଣ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛ ଭାରତ ଅଭିଯାନ ଏବଂ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ଏଲପିଜି ସଂଯୋଗ ମହିଳାମାନଙ୍କ ଜୀବନକୁ ସହଜ କରିପାରିଛି  । ସେ କହିଥିଲେ ଯେ ମୁଦ୍ରା ଯୋଜନା ଅନ୍ତର୍ଗତ ପ୍ରଦାନ କରାଯାଇଥିବା 13 କୋଟି ଋଣ ମଧ୍ୟରୁ 75 ପ୍ରତିଶତରୁ ଅଧିକ ମହିଳା ଉଦ୍ୟୋକ୍ତାମାନଙ୍କୁ ପ୍ରଦାନ କରାଯାଇଛି  ।

 

 

ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି ଏବଂ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟଉଲ୍ଲେଖ କରିଥିଲେ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତ ବର୍ଷ ଗ୍ରାମୀଣ କୃଷି ସଂବନ୍ଧୀତ ଭିତ୍ତିଭୂମିର ବିକାଶ ପାଇଁ 14 ଲକ୍ଷ କୋଟି ଟଙ୍କା କେନ୍ଦ୍ର ବଜେଟରେ ବ୍ୟବସ୍ଥା ରଖାଯାଇଛି  ।

 इतना स्नेह तब होता है, जब सेवक से उसका विधाता खुश हो। आज भारतीय जनता पार्टी के नेतृत्व में एनडीए सरकार के 4 साल पूरे होने पर आपका ये प्रधानसेवक फिर आपके सामने नतमस्तक है: PM @narendramodi

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Agricultural Transformation: How India’s Agri sector transformed over the last decade

Media Coverage

India’s Agricultural Transformation: How India’s Agri sector transformed over the last decade
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over the mishap at the Visakhapatnam Steel Plant
June 08, 2026
PM announces ex-gratia from PMNRF

Prime Minister Shri Narendra Modi today expressed sadness over the mishap at the Visakhapatnam Steel Plant. The Prime Minister extended his condolences to those who have lost their loved ones and prayed that the injured recover at the earliest. He noted that the local authorities are providing all possible assistance to those affected.

Shri Modi announced that an ex-gratia of Rs. 2 lakh from the Prime Minister's National Relief Fund (PMNRF) would be given to the next of kin of each deceased. The Prime Minister added that the injured would be given Rs. 50,000.

The Prime Minister posted on X:

"Saddened by the mishap at the Visakhapatnam Steel Plant. Condolences to those who have lost their loved ones. Praying that the injured recover at the earliest. The local authorities are providing all possible assistance to those affected.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi"