Technology is changing at speed of thought, necessity not the mother of invention anymore, says PM Modi in Dubai
The 6 R's - reduce, reuse, recycle, recover, redesign, re-manufacture - and technology will take us to a point where we can rejoice: PM Modi
In Dubai, PM Modi says Governments must ensure technology is used for development, not destruction
Technology has empowered the common man, which has given a fillip to minimum government, maximum governance: PM at #WorldGovernmentSummit
We are created an innovation ecosystem in India via the Start-up India programme, India has become a start-up nation: PM Modi in Dubai
India’s unique identity programme (Aadhaar) is the largest in the world, with Aadhaar, we have stopped leakage worth $8 billion: PM Modi

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦୁବାଇରେ ମୁଖ୍ୟ ଅତିଥି ଭାବେ ଷଷ୍ଠ ବିଶ୍ୱ ସରକାର ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଲେ ଯେ ,ବିଶ୍ୱ ସରକାର ଶିଖର ସମ୍ମିଳନୀରେ ମତେ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ ନା କେବଳ ମୋ ପାଇଁ ବରଂ 125 କୋଟି ଭାରତୀୟଙ୍କ ପାଇଁ ଗର୍ବର କଥା ।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦୁବାଇରେ ମୁଖ୍ୟ ଅତିଥି ଭାବେ ଷଷ୍ଠ ବିଶ୍ୱ ସରକାର ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଲେ ଯେ ,ବିଶ୍ୱ ସରକାର ଶିଖର ସମ୍ମିଳନୀରେ ମତେ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ ନା କେବଳ ମୋ ପାଇଁ ବରଂ 125 କୋଟି ଭାରତୀୟଙ୍କ ପାଇଁ ଗର୍ବର କଥା ।

 

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ଏବେ ଟେକ୍ନୋଲୋଜି ବିଚାରର ଗତିରେ ପରିବର୍ତ୍ତନ ହେଉଛି ।  ଟେକ୍ନୋଲୋଜି ବୈଶ୍ଵିକ ପରିବର୍ତ୍ତନର ପ୍ରମୁଖ ସାଧନ । ଟେକ୍ନୋଲୋଜିର ସୁଲଭତା ଏବଂ ତାହାର ପ୍ରଚାର ସାଧାରଣ ଜନତାଙ୍କୁ ସଶକ୍ତିକରଣ କରିଛି ଏବଂ ଏଥିରୁ ସଶକ୍ତିକରଣକୁ 'ସର୍ବନିମ୍ନ ସରକାର,ସର୍ବାଧିକ ପ୍ରଶାସନ' ରୁ ପ୍ରୋତ୍ସାହନ ମିଳିଛି । ଇ-ଗଭରନାନ୍ସର 'E ' ପ୍ରଥମ ଅକ୍ଷର ହେଉଛି effective, efficient, easy, empower ଏବଂ equitable ।

ସେ କହିଲେ ଯେ ଆମେ 6 R ର ପାଳନ କରିବାର ଆବଶ୍ୟକତା ଅଛି । R-ରିୟୁଜ(reuse), R-ରିସାଇକଲ(recycle), R-ରିକଭର(recover), R-ରିଡିଜାଇନ(redesign)and R-ରି-ମେନୁଫାକ୍ଚର (re-manufacture) କୁ ଫଲୋ କରନ୍ତୁ ,ଯାହା ଆମକୁ 'ଆନନ୍ଦ'ର ଦ୍ଵାର ପର୍ଯ୍ୟନ୍ତ ପହଞ୍ଚାଇପାରିବ ।

Click here to read full text of speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Rs 20,804-crore push to expand railway capacity across major corridors

Media Coverage

India's Rs 20,804-crore push to expand railway capacity across major corridors
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam seeking blessings for well-being, wisdom and prosperity
September 10, 2026

The Prime Minister, Shri Narendra Modi, shared a Sanskrit Subhashitam invoking blessings for the well-being, auspiciousness, protection, peace, wisdom and prosperity of all. The Subhashitam seeks the blessings of Lord Indra, Lord Surya, Lord Garuda and Lord Brihaspati.

The Prime Minister shared a Sanskrit Subhashitam-

“स्वस्ति न इन्द्रो वृद्धश्रवाः।

स्वस्ति नः पूषा विश्ववेदाः।

स्वस्ति नस्तार्क्ष्यो अरिष्टनेमिः।

स्वस्ति नो बृहस्पतिर्दधातु॥”

The Subhashitam conveys that May the glorious Lord Indra bless us with well-being. May Lord Surya, the knower of the entire universe and the sustainer of all, bring auspiciousness to us. May Lord Garuda, the destroyer of obstacles, protect us all. May Lord Brihaspati, the lord of knowledge, bless us with peace, wisdom and prosperity.

The Prime Minister wrote on X;

“स्वस्ति न इन्द्रो वृद्धश्रवाः।

स्वस्ति नः पूषा विश्ववेदाः।

स्वस्ति नस्तार्क्ष्यो अरिष्टनेमिः।

स्वस्ति नो बृहस्पतिर्दधातु॥”