India is one of the world's leading digital economies and we're developing digital infrastructure at rapid pace: PM
Digital audit & digital governance can strengthen institutional memory for several organisations: PM Modi
I'm sure that CAG will play a strong role in the formation of New and Clean India: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ମହାଲେଖାକାର ଓ ଉପ-ମହାଲେଖାକାର ସମ୍ମେଳନକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ ସମୟୋପଯୋଗୀ ଓ ପରିଣାମ ଆଧାରିତ କାର୍ଯ୍ୟ ପ୍ରଣାଳୀ ବିକଶିତ କରିବାରେ ସିଏଜିର ମହତ୍ଵପୂର୍ଣ୍ଣ ଭୂମିକା ରହିଛି ।

ସିଏଜି ଏବଂ ବିଶେଷକରି ଏହାର କ୍ଷେତ୍ରୀୟ କାର୍ଯ୍ୟାଳୟର କଠିନ ପରିଶ୍ରମ ଦ୍ଵାରା ଏହା ସମ୍ଭବପର ହେଉଛି । ସେ କହିଥିଲେ ଯେ, ସମର୍ପିତ ଅଡିଟରଙ୍କ ପରିଶ୍ରମ କାରଣରୁ ସିଏଜିର ବିଶ୍ଵସନୀୟତା ଏବଂ ଦୃଢତା ବଜାୟ ରହିପାରିଛି । ସେ କହିଥିଲେ ଯେ, ଏତେ ପୁରୁଣା ସଂସ୍ଥାରେ ପରିବର୍ତ୍ତନ ଆଣିବା ଏକ ବହୁତ ବଡ ଆହ୍ଵାନ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ସମୟରେ ସଂସ୍କାର କଥା କହିବା ଭଲ ଲାଗିପାରେ କିନ୍ତୁ ବାସ୍ତବିକ ସଂସ୍କାର ସେତେବେଳେ ସଫଳ ହୋଇଥାଏ ଯେତେବେଳେ ପ୍ରତ୍ୟେକ ସ୍ତରରେ ସଂପୂର୍ଣ୍ଣ ସଚ୍ଚୋଟତା ଏବଂ ସମର୍ପଣ ସହିତ ସଂସ୍କାର ଆଣିବା ଲାଗି ପ୍ରୟାସ କରାଯାଇଥାଏ । ଦେଶର ପ୍ରତ୍ୟେକ ସରକାର ଏବଂ ପ୍ରତ୍ୟେକ ସଂଗଠନ ସହିତ ସିଏଜି କ୍ଷେତ୍ରରେ ମଧ୍ୟ ଏହା ଲାଗୁ ହୋଇଥାଏ । 

ସେ ଆହୁରି କହିଥିଲେ ଯେ, ସିଏଜିର ଅଡିଟ ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ ଆସିଛି । ସିଏଜି ଯାହା କରିଥାନ୍ତି ତାହାର ପ୍ରଭାବ ସିଧାସଳଖ ପ୍ରଶାସନ ଉପରେ ପଡିଥାଏ । ତେଣୁ ସିଏଜିର ଅଡିଟ ପ୍ରକ୍ରିୟାରେ ବହୁତ ଅଧିକ ସମୟ ଲାଗୁ ହେବା ଉଚିତ ନୁହେଁ । ସିଏଜି ଅଧିକ ଉନ୍ନତ ହେବା ଲାଗି ମଧ୍ୟ ପ୍ରୟାସ କରିବା ଆବଶ୍ୟକ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Every voter had valid ID': Trump praises India polls, renews push for SAVE America Act

Media Coverage

'Every voter had valid ID': Trump praises India polls, renews push for SAVE America Act
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 18, 2026
August 18, 2026

PM Modi’s 12 Years of Structural Power: Manufacturing, FTAs, Airports & Uncompromising Security