PM issues statement before his departure to China

ଏପ୍ରିଲ 27-28, 2018ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚୀନ ଗସ୍ତରେ ଯାଉଛନ୍ତି । ତାଙ୍କର ଚୀନ ଗସ୍ତ ପୂର୍ବରୁ ସେ ନିମ୍ନୋକ୍ତ ବିବୃତି ଜାରି କରିଛନ୍ତି ।

“ଚୀନ ଗଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ସି ଜିନପିଙ୍ଗଙ୍କ ସହ ଏକ ଅନୌପଚାରିକ ବୈଠକରେ ଯୋଗ ଦେବା ଲାଗି ମୁଁ 27-28 ଏପ୍ରିଲ 2018ରେ ଚୀନ ଗସ୍ତରେ ଯାଉଛି ।

ଦ୍ୱିପାକ୍ଷିକ ଏବଂ ବିଶ୍ୱସ୍ତରରେ ଗୁରୁତ୍ୱ ବହନ କରୁଥିବା ବ୍ୟାପକ ପ୍ରସଙ୍ଗ ଉପରେ ରାଷ୍ଟ୍ରପତି ସି ଏବଂ ମୁଁ ମତ ବିନିମୟ କରିବୁ । ବିଶେଷ କରି ବର୍ତ୍ତମାନ ଏବଂ ଭବିଷ୍ୟତର ଅନ୍ତର୍ଜାତୀୟ ପରିସ୍ଥିତି ପରିପ୍ରେକ୍ଷୀରେ ଜାତୀୟ ବିକାଶ ଲାଗି ନିଜ ନିଜର ସଂକଳ୍ପ ଏବଂ ପ୍ରାଥମିକତା ବିଷୟରେ ଆମେ ଆଲୋଚନା କରିବୁ ।

ଆମେ ଭାରତ-ଚୀନ ରଣନୈତିକ ଏବଂ ଦୀର୍ଘସ୍ଥାୟୀ ସମ୍ପର୍କର ପ୍ରଗତି ଦିଗରେ ମଧ୍ୟ ସମୀକ୍ଷା କରିବୁ ।

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nagaland gets its first natural gas supply via National Gas Grid

Media Coverage

Nagaland gets its first natural gas supply via National Gas Grid
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 19, 2026
August 19, 2026

Defence to Diamonds: How PM Modi’s Vision Turned India into a Global Capability Hub