PM Modi inaugurates building of Dr. A.P.J. Abdul Kalam Technical University
PM Modi distributes sanction letters to the beneficiaries of Pradhan Mantri Awas Yojana in Lucknow
Vital to connect India's youth with latest technology, says PM Modi
Power and energy matter immensely in the development journey of a nation: Prime Minister Modi
GST demonstrates the strength of our democracy, credit goes to 125 Indians: PM Narendra Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌଠାରେ ଡଃ ଏ.ପି.ଜେ. ଅବଦୁଲ କଲାମ ବୈଷୟିକ ବିଶ୍ଵବିଦ୍ୟାଳୟର ନୂତନ କୋଠାକୁ ଉଦ୍ଘାଟନ କରିବା ସହ 400 କିଲୋଭୋଲ୍ଟ କ୍ଷମତାର ଲକ୍ଷ୍ନୌ-କାନପୁର D/C ବିଦ୍ୟୁତ ସରବରାହ ଲାଇନକୁ ଦେଶ ପାଇଁ ସମର୍ପିତ କରିଛନ୍ତି । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ଗୃହ ନିର୍ମାଣ ମଞ୍ଜୁରି ପତ୍ର ପ୍ରଦାନ କରିଥିଲେ ।

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଆଜିକାର ଯୁବପିଢି କିଭଳି ଆଧୁନିକ କାରିଗରୀ କୌଶଳକୁ ଆପଣେଇଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ, “ଆମର ଯୁବ ବର୍ଗ ସ୍ୱାସ୍ଥ୍ୟ କ୍ଷେତ୍ରର ନୂଆ ନୂଆ ଯନ୍ତ୍ରାଂଶ ଉଦ୍ଭାବନ କ୍ଷେତ୍ରରେ ଷ୍ଟାର୍ଟ ଆପ ଗଢିବା ବିଷୟ ଚିନ୍ତା କରିପାରିବେ” ।

ରାଜ୍ୟର ସମସ୍ତ ଜିଲ୍ଲାକୁ ବିଦ୍ୟୁତ ଯୋଗାଇ ଦେଇଥିବାରୁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ ଯେ, “ଏକ ରାଷ୍ଟ୍ରର ବିକାଶ ଯାତ୍ରାରେ ଶକ୍ତି ଓ ଉର୍ଜାର ମହତ୍ଵ ସର୍ବାଧିକ । ଆଜି ଭାରତରେ ଅକ୍ଷୟ ଶକ୍ତିର ଆଦର ବଢିବାରେ ଲାଗିଛି” ।

ପ୍ରଧାନମନ୍ତ୍ରୀ ଜୁଲାଇ ପହିଲାରୁ ଲାଗୁ ହେବାକୁ ଥିବା ବସ୍ତୁ ଓ ସେବା କର – ଜିଏସଟି ସମ୍ପର୍କରେ ମଧ୍ୟ ଲୋକଙ୍କୁ ବୁଝାଇଥିଲେ । ସେ କହିଥିଲେ ଯେ, ଏହା ଏକ ଗଣତନ୍ତ୍ରର ଶକ୍ତିକୁ ପ୍ରଦର୍ଶନ କରୁଛି । ସେ କହିଥିଲେ ଯେ, “ଜିଏସଟି କାର୍ଯ୍ୟ।ନ୍ୱୟନର ଶ୍ରେୟ 125 କୋଟି ଭାରତୀୟ ଜନତାଙ୍କର” ।

 

 

Click here to read the full text speech 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PSBs post record ₹1.98 trillion net profit in FY26 amid robust growth

Media Coverage

PSBs post record ₹1.98 trillion net profit in FY26 amid robust growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam, emphasising on the harmony of strength and capability
May 13, 2026
Prime Minister recalls the 1998 Nuclear tests as a defining moment in our nation’s resolve

The Prime Minister, Shri Narendra Modi today recalled the historic Nuclear tests conducted by India in Pokhran in May 1998, describing them as a defining moment in our nation's resolve. “After the May 11 tests, the entire world brought pressure to bear on India, but we demonstrated that no power can bend India”, Shri Modi remarked.

The Prime Minister shared a Sanskrit verse-

“एवं परस्परापेक्षा शक्तिशक्तिमतोः स्थिता ।

न शिवेन विना शक्तिर्न शक्त्या विना शिवः।।”

The Prime Minister wrote on X;

“1998 में इसी दिन भारत ने जो परमाणु परीक्षण किए थे, उनसे दुनिया को पता चला कि हमारे देश की इच्छाशक्ति कितनी अटल है! 11 मई के टेस्ट के बाद पूरी दुनिया का दबाव भारत पर था, लेकिन हमने दिखाया कि कोई भी ताकत भारत को झुका नहीं सकती।

एवं परस्परापेक्षा शक्तिशक्तिमतोः स्थिता ।

न शिवेन विना शक्तिर्न शक्त्या विना शिवः।।”