ଜାତୀୟ ଭୋଟର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଜାତୀୟ ଭୋଟର ଦିବସ ଅବସରରେ ଶୁଭେଚ୍ଛା । ଆଂଚଳିକ, ରାଜ୍ୟ ଏବଂ ଜାତୀୟ ସ୍ତରରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିନା ବିଫଳତାରେ ଅଂଶଗ୍ରହଣ ପୂର୍ବକ ଆମର ଗଣତନ୍ତ୍ରକୁ ଆହୁରି ଅଧିକ ସଶକ୍ତ କରିବା ପାଇଁ ଆମ ସଂକଳ୍ପକୁ ଦୃଢ଼ିଭୂତ କରିବା ଦିଗରେ ଏହା ହେଉଛି ଏକ ଦିବସ । ଆପଣମାନେ ଏହା କରିବା ଦ୍ୱାରା ଏକ ନୂତନ ଭାରତ ଗଠନରେ ଅନେକ ଭାବେ ସହାୟକ ହେବ ।

ମୁଁ ସମସ୍ତ ବର୍ଗର ଜନସାଧାରଣଙ୍କୁ ଭୋଟର ପଞ୍ଜୀକରଣ ବାବଦରେ ସଚେତନତା ସୃଷ୍ଟି କରିବା ପାଇଁ ଅନୁରୋଧ କରୁଛି ଏବଂ ବିଶେଷ କରି ଯୁବ ବନ୍ଧୁମାନଙ୍କୁ ଅନୁରୋଧ କରୁଛି କି ଯଦି ସେମାନେ ଭୋଟର ଭାବେ ନିଜକୁ ପଞ୍ଜୀକୃତ କରିନାହାନ୍ତି ତେବେ ଶୀଘ୍ର ଏହା କରନ୍ତୁ । ଆପଣମାନଙ୍କ ପ୍ରତ୍ୟେକ ଭୋଟ ଆମ ଗଣତାନ୍ତ୍ରିକ ସୌଧକୁ ଅଧିକ ମଜଭୁତ କରିବ ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FPOs’ sales rise via commodity exchanges in FY26

Media Coverage

FPOs’ sales rise via commodity exchanges in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 11, 2026
May 11, 2026

Society Above Politics: PM Modi’s Call for a Stronger, Self-Reliant & Sacred Bharat