ସେୟାର
 
Comments
PM Modi meets and felicitates the medal winners of the 2018 Asian Para Games
PM Modi compliments 2018 Asian Para Games athletes for contributing to raising India's profile on the global stage

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ ପାରା ଗେମ୍ସ 2018 ପଦକ ବିଜେତାଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧିତ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ପଦକ ବିଜେତାଙ୍କ ସହ ସାକ୍ଷାତ ହୋଇଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ । ପ୍ରଧାନମନ୍ତ୍ରୀ ସେମାନଙ୍କ କ୍ରୀଡ଼ା ପ୍ରଦର୍ଶନକୁ ପ୍ରଶଂସା କରିବା ସହିତ କରିଛନ୍ତି ଯେ, ଦୃଢ ଇଚ୍ଛାଶକ୍ତି ସେମାନଙ୍କ ସଫଳତାର ଚାବିକାଠି । ବିଶ୍ଵସ୍ତରରେ ଭାରତର ଚାବି ବୃଦ୍ଧିରେ ଅବଦାନ ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କ ସମ୍ମାନ ଜଣାଇଥିଲେ ।

ପଦକ ବିଜେତାଙ୍କ ପ୍ରଶିକ୍ଷକଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ସେମାନଙ୍କ ଉତ୍ସାହ ଆଶାନୁରୂପ ଜାରି ରଖିବା ସହିତ ଆହୁରି ଅଧିକ ଶିଖରରେ ପହଞ୍ଚିବା ଲାଗି କ୍ରୀଡାବିତମାନଙ୍କୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ ।

 

ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
20ଟି ଫୋଟଚିତ୍ର 20 ବର୍ଷର ସେବା ଓ ସମର୍ପଣର ବ୍ୟାଖ୍ୟା କରୁଛି
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
Top 4 IT companies recruit record 1 lakh employees in April-September

Media Coverage

Top 4 IT companies recruit record 1 lakh employees in April-September
...

Nm on the go

Always be the first to hear from the PM. Get the App Now!
...
ଦୈନିକ ଜାଗରଣ ଗ୍ରୁପ ଅଧ୍ୟକ୍ଷ ଯୋଗେନ୍ଦ୍ର ମୋହନ ଗୁପ୍ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
October 15, 2021
ସେୟାର
 
Comments

ଦୈନିକ ଜାଗରଣ ଗ୍ରୁପ ଅଧ୍ୟକ୍ଷ ଯୋଗେନ୍ଦ୍ର ମୋହନ ଗୁପ୍ତା ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଦୈନିକ ଜାଗରଣ ସମୂହର ଚେୟାରମ୍ୟାନ ଯୋଗେନ୍ଦ୍ର ମୋହନ ଗୁପ୍ତା ଜୀଙ୍କ ବିୟୋଗ ଅତ୍ୟନ୍ତ ଦୁଃଖ ଦାୟକ । ତାଙ୍କ ବିୟୋଗ କଳା, ସାହିତ୍ୟ ଓ ସାମ୍ବାଦିକତା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଏଭଳି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିଜନଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି!”