PM Modi meets and felicitates the medal winners of the 2018 Asian Para Games
PM Modi compliments 2018 Asian Para Games athletes for contributing to raising India's profile on the global stage

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ ପାରା ଗେମ୍ସ 2018 ପଦକ ବିଜେତାଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧିତ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ପଦକ ବିଜେତାଙ୍କ ସହ ସାକ୍ଷାତ ହୋଇଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ । ପ୍ରଧାନମନ୍ତ୍ରୀ ସେମାନଙ୍କ କ୍ରୀଡ଼ା ପ୍ରଦର୍ଶନକୁ ପ୍ରଶଂସା କରିବା ସହିତ କରିଛନ୍ତି ଯେ, ଦୃଢ ଇଚ୍ଛାଶକ୍ତି ସେମାନଙ୍କ ସଫଳତାର ଚାବିକାଠି । ବିଶ୍ଵସ୍ତରରେ ଭାରତର ଚାବି ବୃଦ୍ଧିରେ ଅବଦାନ ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କ ସମ୍ମାନ ଜଣାଇଥିଲେ ।

ପଦକ ବିଜେତାଙ୍କ ପ୍ରଶିକ୍ଷକଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ସେମାନଙ୍କ ଉତ୍ସାହ ଆଶାନୁରୂପ ଜାରି ରଖିବା ସହିତ ଆହୁରି ଅଧିକ ଶିଖରରେ ପହଞ୍ଚିବା ଲାଗି କ୍ରୀଡାବିତମାନଙ୍କୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IGNOU, MSDE tie up to set up skill centres across 70 regional hubs

Media Coverage

IGNOU, MSDE tie up to set up skill centres across 70 regional hubs
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Shares Timeless Wisdom from Yoga Shlokas in Sanskrit
December 10, 2025

The Prime Minister, Shri Narendra Modi, today shared a Sanskrit shloka highlighting the transformative power of yoga. The verses describe the progressive path of yoga—from physical health to ultimate liberation—through the practices of āsana, prāṇāyāma, pratyāhāra, dhāraṇā, and samādhi.

In a post on X, Shri Modi wrote:

“आसनेन रुजो हन्ति प्राणायामेन पातकम्।
विकारं मानसं योगी प्रत्याहारेण सर्वदा॥

धारणाभिर्मनोधैर्यं याति चैतन्यमद्भुतम्।
समाधौ मोक्षमाप्नोति त्यक्त्त्वा कर्म शुभाशुभम्॥”