ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁନେସ୍କୋର ଐତିହ୍ୟ ତାଲିକାରେ କୋଲକାତା ଦୁର୍ଗାପୂଜା ଚିତ୍ରିତ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।
ୟୁନେସ୍କୋର ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ବଡ ଗର୍ବ ଏବଂ ଆନନ୍ଦର ବିଷୟ!
ଦୁର୍ଗା ପୂଜା ଆମର ପରମ୍ପରା ଏବଂ ନୈତିକତାକୁ ସର୍ବୋତ୍ତମ ଆଲୋକପାତ କରେ ଏବଂ, କୋଲକାତାର ଦୁର୍ଗା ପୂଜା ଏକ ଅଭିଜ୍ଞତା ଯାହା ସମସ୍ତଙ୍କ ପାଖରେ ରହିବା ଆବଶ୍ୟକ ।”
A matter of great pride and joy for every Indian!
— Narendra Modi (@narendramodi) December 15, 2021
Durga Puja highlights the best of our traditions and ethos. And, Kolkata’s Durga Puja is an experience everyone must have. https://t.co/DdRBcTGGs9
প্রত্যেক ভারতীয়ের জন্য গর্ব ও আনন্দের বিষয়! দুর্গাপূজা আমাদের সাংস্কৃতিক ও আত্মিক বৈশিষ্ট্যর শ্রেষ্ঠ দিকগুলিকে তুলে ধরে। আর, কলকাতার দুর্গাপূজার অভিজ্ঞতা প্রত্যেকের থাকা উচিৎ। https://t.co/DdRBcTGGs9
— Narendra Modi (@narendramodi) December 15, 2021


