କେଏସଆର ବେଙ୍ଗାଲୁରୁ ଏବଂ ମହୀଶୂର ରେଳ ଲାଇନର ବିଦ୍ୟୁତକରଣକୁ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ମହୀଶୂର ରେଳ ଷ୍ଟେସନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ମଧ୍ୟ ମହୀଶୂର ଏବଂ ଉଦୟପୁର ମଧ୍ୟରେ ଚଳାଚଳ କରିଥିବା ପେଲେସ କୁଇନ ହମସଫର ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଏଥିପୂର୍ବରୁ ପ୍ରଧାନମନ୍ତ୍ରୀ ବାହୁବଳୀ ମହାମସ୍ତକାଭିଷେକ ମହୋତ୍ସବ  2018 ଯୋଗ ଦେବା ପାଇଁ ଶ୍ରବଣବେଲାଗୋଲା ଗସ୍ତ କରିଥିଲେ । ସେ ଏଏସଆଇ ଦ୍ୱାରା ବିନ୍ଧ୍ୟଗିରି ପର୍ବତରେ ଖନନ ହୋଇଥିବା ପାହାଚକୁ ଉଦ୍ଘାଟନ କରିଥିଲେ । ସେ ମଧ୍ୟ ବାହୁବଳୀ ଜେନେରାଲ ହସପିଟାଲର ଉଦ୍ଘାଟନ କରିଥିଲେ  ।

 

ଶ୍ରବଣବେଲାଗୋଲାରେ ସମବେତ ଜନସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ଦେଶର ଋଷିମୁନିମାନେ ସବୁବେଳେ ସମାଜ କଲ୍ୟାଣ ପାଇଁ କାର୍ଯ୍ୟ କରି ସକାରାତ୍ମକ ପରିବର୍ତ୍ତନ ଆଣିଛନ୍ତି । ଆମ ସମାଜର ସବୁଠୁ ବଡ଼ ସାମର୍ଥ୍ୟ ହେଉଛି ଆମେ ସବୁବେଳେ ସମୟ ସହିତ ତାଳ ଦେଇ ପରିବର୍ତ୍ତିତ ହୋଇଛୁ ଏବଂ ନୂଆ ଚିନ୍ତାଧାରାକୁ ଭଲ ଭାବେ ଗ୍ରହଣ କରିନେଇଛୁ । ଗରିବମାନଙ୍କୁ ଉତ୍ତମ ମାନର ସୁଲଭ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଆମର କର୍ତ୍ତବ୍ୟ ବୋଲି ସେ ଉଲ୍ଲେଖ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Technical textiles critical to footwear sector

Media Coverage

Technical textiles critical to footwear sector
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 29, 2026
April 29, 2026

Leadership That Plays, Builds & Delivers: PM Modi’s Vision Igniting Youth, Women & Northeast India