ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଥାଇଲାଣ୍ଡ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଥିବା ବି ସାଇ ପ୍ରଣୀତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
“ଥାଇଲାଣ୍ଡ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଥିବାରୁ ବି ସାଇ ପ୍ରଣୀତଙ୍କୁ ଅଭିନନ୍ଦନ । ଏହି ସାଫଲ୍ୟ ହେତୁ ଭାରତ ଆନନ୍ଦ ଓ ଉତଫୁଲ୍ଲିତ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Congratulations to B Sai Praneeth for wining the Thailand Open badminton tournament. India is elated on the accomplishment: PM @narendramodi
— PMO India (@PMOIndia) June 4, 2017


