ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନରେ ବିଜୟ ପାଇଁ ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
“ନିର୍ବାଚନରେ ବିଜୟୀ ହୋଇଥିବାରୁ ପ୍ରବିନ୍ଦ ଜଗନ୍ନାଥଙ୍କୁ ଅଭିନନ୍ଦନ । ଭାରତ ଓ ମରିସସ ମଧ୍ୟରେ ଭାତୃତ୍ଵ ସମ୍ପର୍କ ଓ ବିକାଶ ଭାଗିଦାରୀକୁ ସୁଦୃଢ କରିବା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ କରିଛୁ । ଆପଣଙ୍କ ସହିତ ଖୁବ ଶୀଘ୍ର କଥା ହେବା ପାଇଁ ଏବଂ ଆମ କାର୍ଯ୍ୟ ଚାଲୁ କରିବା ପାଇଁ ମୁଁ ଆଗ୍ରହୀ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
Congratulations @PKJugnauth on your electoral victory.
— Narendra Modi (@narendramodi) November 9, 2019
We have worked closely together to strengthen fraternal relations and development partnership between India and Mauritius.
I look forward to speaking with you soon and to continuing our engagement. @MauritiusPM pic.twitter.com/0bpW3hWKnF


