Congratulations to ISRO for the successful launch of PSLV-C37 and CARTOSAT satellite together with 103 nano satellites: PM
This remarkable feat by ISRO is yet another proud moment for our space scientific community and the nation: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ PSLV-C37  ଯାନର ସଫଳ ଉତକ୍ଷେପଣ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା – ଇସ୍ରୋର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି  । ଏହି ପ୍ରକ୍ଷେପଣ ଯାନ ମାଧ୍ୟମରେ ଆଜି ଭାରତୀୟ ଉପଗ୍ରହ କାର୍ଟୋସାଟ ବ୍ୟତୀତ ଅନ୍ୟ 103ଟି କ୍ଷୁଦ୍ର ଉପଗ୍ରହ ଅନ୍ତରୀକ୍ଷକୁ ପ୍ରେରଣ କରାଯାଇଛି  ।

‘‘PSLV-C37, କାର୍ଟୋସାଟ ଏବଂ 103ଟି କ୍ଷୁଦ୍ର ଉପଗ୍ରହର ସଫଳ ଉତକ୍ଷେପଣ ପାଇଁ ଇସ୍ରୋକୁ ଅଭିନନ୍ଦନ ।

ଇସ୍ରୋର ଉଲ୍ଲେଖନୀୟ କୃତୀତ୍ୱ ଆମ ରାଷ୍ଟ୍ର ତଥା ବୈଜ୍ଞାନିକ ସମୁଦାୟ ପାଇଁ ଏକ ଗୌରବଜ୍ଜ୍ୱଳ ମୁହୂର୍ତ୍ତ  । ବୈଜ୍ଞାନିକମାନଙ୍କୁ ଭାରତ ପ୍ରଣାମ କରୁଛି  ।

ମହାକାଶ ବିଭାଗର ସଚିବଙ୍କ ସହିତ କଥାବାର୍ତ୍ତା ହୋଇ ତାଙ୍କୁ ଏବଂ ଏହି ପ୍ରକ୍ଷେପଣରେ ସଂପୃକ୍ତ ସମଗ୍ର ବୈଜ୍ଞାନିକ ଦଳକୁ ଆଜିର ଅସାଧାରାଣ ସାଫଲ୍ୟ ପାଇଁ ଅଭିନନ୍ଦନ ଜଣାଇଛି’’, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି  ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Odisha’s Dhenkanal farmers export 3 tonne of mango to London

Media Coverage

Odisha’s Dhenkanal farmers export 3 tonne of mango to London
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 14, 2026
May 14, 2026

Kisan Kalyan to Viksit Bharat: PM Modi Delivers Jobs, Markets & Dignity Across Rural and Industrial India